ବଡ ଖବର – ଅଲିଓଡର ମହାନ ଆକ୍ଟର ବିଜୟ ମହାନ୍ତିଙ୍କ ବିଷୟରେ ଆସିଲା ଏହି ବଡ ଖବର

bijaya-mohanty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ଆପଣ ମାନଙ୍କ ପ୍ରିୟ ଅଭିନେତା ବିଜୟ ମହାନ୍ତୁ ଗୁରୁତ୍ୱର ଅବସ୍ଥା ରେ ଡାକ୍ତର ଖାନା ରେ ଆଡମିଶନ ରହିଛନ୍ତି । ଏହି ବିଷୟ ରେ କିଛି ଦିନ ତଳେ ତାଙ୍କ ସ୍ତ୍ରୀ ତନ୍ଦ୍ରା ରାୟ ହିଁ ସୂଚନା ଦେଇ ଥିଲେ । ଏମିତି ବେଳେ ବର୍ତମାନ ସମୟ ରେ ଆଉ ଗୋଟିଏ ଖବର ସାମ୍ନା କୁ ଆସୁଛି କି ସେ ଭୂବନେଶ୍ୱର ଫେରୁଛନ୍ତି । ଏମିତି ରେ ତେବେ ଯଦି ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ କଥା ଜାଣି ନାହାଁନ୍ତି ତେବେ ଆମେ କହୁଛୁ ।

bijaa

କିଛି ଦିନ ତଳେ ବିଜୟ ମହାନ୍ତି ଏବଂ ସ୍ତ୍ରୀ ତନ୍ଦ୍ରା ରୟ ଝିଅ ପାଖକୁ ହାଇଦ୍ରାବାଦ ଜାଇ ଥିଲେ । ଏବଂ ସେହି ଠାରେ କିଛି ଦିନ ବିତେଇବା ପରେ ହଠାତ୍ ଗତ 3 ତାରିଖ ଦିନ ସଂନ୍ଧ୍ଯା ରେ ଛାତି ରେ ଯନ୍ତ୍ରଣା ଅନୁଭବ କରି ଥିଲେ । ଏବଂ ତାଙ୍କୁ ସେହି ଠାରେ ଗୋଟିଏ ଘୋରଇ ହସ୍ପିଟାଲ ରେ ଭର୍ତ୍ତି କରା ଜାଇ ଥିଲା । ପରେ ତାଙ୍କର ଅବସ୍ତା ସଂମ୍ପର୍ଣ୍ଣ ଭାବେ ବିଗିଡି ବାରେ ଲାଗି ଥିଲା ବୋଲି ପରିବାର ଲୋକ ମାନଙ୍କୁ ଠାରୁ ଦେଖିବା ପାଇଁ ମିଳି ଥିଲା । ଏମିତି ମଧ୍ୟ ରେ ବର୍ତମମାନ ସମୟ ରେ ସେହି ଠାର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଠାରେ ବିଜୟ ମହାନ୍ତି ଶୋଇଛନ୍ତି ଏବଂ ସେ କଥା କହିବା ଅବସ୍ଥା ରେ ବି ନାହାଁନ୍ତି ତେବେ ସେମିତି ବେଳେ ବାଉଳୀ ହୋଇ ସେ କେବଳ ଏତିକି କହୁଛନ୍ତି କି ସେ ଆସୁଛନ୍ତି ବହୁତ ଶୀଘ୍ର ଭୁବନେଶ୍ୱର କୁ । ହେଲେ ଗତ 2 ଦିନ ତଳେ ଭୁବେନଶ୍ୱର ସାଂସଦ ଆପରାଜିତା ଷଡଙ୍ଗୀଙ୍କ ସାହାଯ୍ୟରେ ଭୁବେନଶ୍ୱର ଫେରିଥିଲେ ବିଜୟ ,

ତେବେ ସେ ଭୁବେନଶ୍ୱର ର କେୟାର ହସ୍ପିଟାଲରେ ଚିକିତ୍ସା ଧୀନରେ ରହିଥିଲେ , ବର୍ତ୍ତମାନ ମିଳିଥିବା ତାଜା ସୁଚନା ଅନୁସାରେ ବିଜୟଙ୍କ ଫ୍ୟାନଙ୍କ ପାଇଁ ରହିଛି ଖୁସି ଖବର , କେୟାର ହସ୍ପିଟାଲର ଜଣେ କର୍ମୀଙ୍କ କହିବା ଅନୁସାରେ ବିଜୟ ମହାନ୍ତିଙ୍କ ସ୍ୱାସ୍ତ୍ୟ ଅବସ୍ତାରେ ଆସୁଛି ପରିବର୍ତ୍ତମ , ସେ ଧିରେ ଧିରେ ସୁସ୍ତ ହେବାରେ ଲାଗୁଛନ୍ତି , ତେବେ ସମ୍ପୁର୍ଣ୍ଣ ସୁସ୍ତ ହେବା ପରେ ତାଙ୍କୁ ଘରକୁ ଡିସଚାର୍ଜ କରି ଦିଆୟିବ ବୋଲି ସୁଚନା ରହିଛି

bijayyya

ଏହା ପାଇଁ ବର୍ତମାନ ସମୟ ରେ ତାଙ୍କର ଫେନ୍ ମାନେ ବହୁତ ଦୁଖିଃତ ରହିଛନ୍ତି । ଏବଂ ସେମାନେ ପୁଣି ଥରେ ଚାହୁଁଛନ୍ତି ତାଙ୍କୁ ସିନେମା ରେ ଦେଖିବା ପାଇଁ । ତେବେ ବର୍ତମାନ ସମୟ ରେ ପରିବାର ଲୋକ ମାନେ ତାଙ୍କର ଏମିତି ଅବସ୍ଥା ପାଇଁ ସଂମ୍ପର୍ଣ୍ଣ ଭାଙ୍ଗି ପଡିଛନ୍ତି । ଆପଣ ମାନେ ତାଙ୍କୁ ଫେରିବା ପାଇଁ ଭଗବାନ ଙ୍କୁ ଥରେ ଡାକନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *