ଦିପା ସାହୁଙ୍କୁ ଓଡିଆ କଳାକାର ମାନେ କଲେ ସାହାର୍ଯ୍ୟ , ଦେଖନ୍ତୁ କିଏ କେତେ ଟଙ୍କା କଲେ ସାହାର୍ଯ୍ୟ

deepaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କର୍କଟ ରୋଗ ରେ ପୀଡିତ ହୋଇ ଗତ ଶନିବାର ଦିନ ଭୁବନେଶ୍ୱର କେପିଟାଲ ହସ୍ପିଟାଲ ରେ ଭର୍ତି ହୋଇ ଥିଲା ଦିପା ସାହୁ । ତେବେ ପୂର୍ବ 1 ବର୍ଷ ରୁ ତାଙ୍କ ମଧ୍ୟ ରେ ଏହି କର୍କଟ ରୋଗ ରହି ଥିବାରୁ ଇତି ମଧ୍ୟ ରେ ସେ ଶନିବାର ଦିନ ଅତ୍ୟାଧିକ ଗୁରୁତ୍ୱର ହୋଇ ଜାଇ ଥିବାରୁ । ତାଙ୍କୁ କେପିଟାଲ ହସ୍ପିଟାଲ ରେ ଅଖିଳ ଭର୍ତି କରି ଥିଲେ । ଏବଂ ଭର୍ତି କରିବା ପରେ ଅନେକ ଆଡୁ ସାହାଯ୍ୟ ରାଶି ର ସୁଅ ଛୁଟିଛି ।

deepa

ଏହି ମଧ୍ୟ ରୁ ଆଜି ଜାଇ ଶ୍ରୀତମ୍ ଦାସ୍ , ବିଦ୍ୟୁତସ୍ମିତା, ଜିନା ପାଣିଗ୍ରାହୀ ଏବଂ ଅନେକ କଳାକାର ମାନେ । ଏବଂ ଏମାନେ ଦିପା ଙ୍କ ସ୍ୱାସ୍ଥ ଅବସ୍ଥା ବିଷୟ ରେ ପଚାରିବା ସହିତ ସେମାନେ କିଛି ରାଶି ପ୍ରଦାନ କରିଛନ୍ତି । ଜାହାକି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଭଲ ହେବ ବୋଲି ବିଦ୍ୟୁ ସ୍ମିତା କହିଛନ୍ତି । ଏବଂ ତାଙ୍କର କହିବା ଅନୁସାରେ ବର୍ତମାନ ସମୟ ରେ ଦିପା ବହୁତ ସୁସ୍ଥ ହୋଇ ଗଲେଣୀ । ଏବଂ ଖୁବ୍ ଶିଘ୍ର ଫେରିବେ ମଧ୍ୟ ସେହି ପରି ବେଳେ ଏହି ଦିନ ରେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା ବି ଦିପା ଙ୍କୁ ଭେଟି କରି କିଛି ରାଶି ର ସହାୟୟତା ପ୍ରଦାନ କରି ଥିଲେ ।

ଏହା ସହିତ ସେ ଦିପା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ । ଆପଣ ମାନେ ଜାଣି ଥିବେ ଦିପା ହେଉଛନ୍ତି 90 ଦଶକ ର ଜଣେ ଭଲ ଅଭିନେତ୍ରୀ ଏବଂ ସେ ଭଲ ଆଲବମ୍ କରି ଲୋକ ମାନଙ୍କ ମନ ରେ ଜାଗା କିଣି ଛନ୍ତି । ହେଲେ ପ୍ରାୟ 6 ରୁ 7 ବର୍ଷ ହେବ ସେ ଓଲିଉଡ ରେ ଦେଖା ଦେଇ ନ ଥିଲେ । ଏବଂ ସ୍ୱାମୀ ଙ୍କ ସହିତ ବାହାରେ ରହୁ ଥିଲେ । ହେଲେ ହଠାତ୍ ଖବର ଆସିଲା କି ଦିପା କର୍କଟ ରେ ପୀଡିତ ରହିଛନ୍ତି ।

deepaaa

ସେହି ପରି କ୍ଷେତ୍ର ରେ ତାଙ୍କ ପାଖରେ ଏହି ଚିକିତ୍ସା ପାଇଁ ଏତେ ପରିମାଣ ରେ ସଂମୃକ୍ତ ଚିକିତ୍ସା ରାଶି ନାହିଁ ଯେଉଁ ଥିରେ ସେ ଚିକିତ୍ସା ହୋଇ ପାରିବେ ସେହିଥି ପାଇଁ ବର୍ତମାନ ସମୟ ରେ ମିଳୁ ଥିବା ସାହାଯ୍ୟ ରାଶି ପାଇଁ ଦିପା ବହୁତ ପରିମାଣ ରେ ଖୁସୀ ରହିଛନ୍ତି । ତାଙ୍କର ଅବସ୍ଥା ଏତେ ଭଳ ନ ହେଲେ ବି ଟିକେ ଟିକେ ଭଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *