NHAI ରେ ଚାକିରୀ ସୁଯୋଗ , ଦରମା ବହୁତ ଅଧିକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । National Highway Authority Of India Recruitment ନେଇ କରି ଆସିଛୁ । ମାନେ ଏହା ସେଣ୍ଟ୍ରାଲ ଗମେଣ୍ଟ ଜବ୍ ରହିଛି ଏଠାରେ ଆପଣ ମାନେ ସମସ୍ତ ଜିଲ୍ଲା ର ପ୍ରାଥୀ ଆବେଦନ କରି ପାରିବେ । ତେବେ କଣ ରହିଛି ଏହାର ଭେକେନ୍ସି କଣ ରହିଛି ଏହାର ଅଫିସିଆଲ ନୋଟିଫିକେସନ ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ । ,ତେବେ ଏହି ଜବ୍ ଟି NHAI ତରଫ ରୁ ଆସିଛି । ଏଠାରେ ପୋଷ୍ଟ ଟି କଣ ରହିଛି ନା Deputy Manager (Technical)ତରଫ ରୁ ଆପଣ ମାନଙ୍କୁ 48 ଟି ପୋଷ୍ଟ ରହିଛି ।

jobb

ତା ପରେ ରହିଲା ଏହି ପୋଷ୍ଟ ପାଇଁ କ୍ୱାଲିଫିକେସନ କଣ ରହିଛି ନା Degree in Civil Engineering ଯେଉଁ ମାନେ କରି ଥିବେ ସେହି ମାନେ ହିଁ ଏହି ପୋଷ୍ଟ ପାଇଁ ଆପ୍ଲାୟ କରି ପାରିବେ । ଏହା ପରେ ଆପଣ ମାନଙ୍କର ବୟସ ଲିମିଟ୍ ରହିଛି ଆପଣ ମନଙ୍କୁ 18 ରୁ 30 ବୟସ ମଧ୍ୟ ରେ ହୋଇ ଥିବ ତେବେ ଆପଣ ମାନେ ଏହି ଥିରେ ଆପ୍ଲାୟ କରି ପାରିବେ । ତା ପରେ ରହିଛି ଆପଣ ମାନେ କିପରି ଏହାକୁ ଆପ୍ଲାୟ କରିବେ ଏହା ପାଇଁ ଆପଣ ମାନଙ୍କୁ ଅନଲାଇନ୍ ମୋର୍ଡ ରେ ହିଁ ଆପ୍ଲାୟ କରିବା ପାଇଁ ପଡିବ ଏହାର ଯେଉଁ ଅଫିସିଆଲ ୱେବସାଇଟ୍ ଟି ରହିଛି ତାହା ହେଲା https://nhai.gov.in

jobbb

ତେବେ ଆପଣ ମାନେ ଏହି ଠାରେ ଜାଇ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ନେଇ ପାରିବେ ଏହି ଜବ୍ ବିଷୟ ରେ ଯଦି ଆପଣ ମାନେ ଏହି ପୋଷ୍ଟ ଆପ୍ଲାୟ ର ଡାଇରେକ୍ଟ ଲିଙ୍କ୍ ରେ ଯିବା ପାଇଁ ଚାହାଁନ୍ତି ତେବେ https://nhai.gov.in/Vacancy/DMApplicationForm.aspx ରେ ଆପଣ ମାନେ ଜାଇ ସେଠାରେ ଫର୍ମ କୁ ପୂରଣ କରି ପାରିବେ । ଏହି ସବୁ ଆପ୍ଲାୟ କରିବାର ସେଷ ତାରିଖ ରହିଛି 15/06/2020 ଆପଣ ମାନେ ଆପ୍ଲାୟ କରିବାର ଥିଲେ ଜଲ୍ଦି କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *