କଣ ସତରେ 20 ହଜାର ଟଙ୍କିଆ ମୋବାଇଲ ମିଳୁଛି ମାତ୍ର 4 ହଜାର ଟଙ୍କାରେ !

mobile

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ମାନେ ଅନ ଲାଇନ ରୁ ମୋବାଇଲ କିଣି ଥିିବେ ନିଶ୍ଚିତ ଭାବେ । ଚାହେ ସେ ଆମାଜନ୍ ରୁ ହେଉ ବା ପ୍ଲିପକାର୍ଟ ରୁ ହେଉ । ଆପଣ ମାନେ ଜାଣି ଥିବେ ଅନ ଲାଇନ ରେ ଏହି ଦୁଇଟି ସାଇଟ୍ ରୁ ମୋବାଇଲ କିଣିଲେ ବହୁତ ଭଲ ପଡେ । ସେମିତି ରେ ଏହି କିଛି ଦିନ ତଳେ କ୍ରିପଟନ ମୋବାଇଲ ଭାଇରଲ ହୋଇ ଥିବା ବେଳେ ତାହାକୁ ବି ଆମେ ନ କିଣିିବା ପାଇଁ ମନା କରି ଥିଲୁ କାରଣ ତାହା ବହୁତ କମ୍ ପ୍ରାଇସ୍ ରେ ଏହି ମୋବାଇଲ କୁ ସେଲିଂ କରୁ ଥିଲା । ଏବଂ ଏହା ପରେ ପରେ ଠିକ୍ ସେହି ପରି ଭାବେ ଆଉ ଗୋଟିଏ ମୋବାଇଲ ଫୋନ ର କମ୍ପାନୀ ଲଞ୍ଚ ହୋଇଛି ଜାହାର ନାମ TIPad ବୋଲି ଜଣା ପଡିଛି ।

mobile

ସେମିତି ରେ ଏହି ମୋବାଇଲ ପୂର୍ବ ରୁ ଯେଉଁ କ୍ରିପଟନ୍ ମୋବାଇଲ ଲଞ୍ଚ ହୋଇ ଥିଲା ତାହାକୁ ବି ଆମେ ନେବା ପାଇଁ ମନା କରି ଦେଇ ଥିଲୁ କାରଣ ତାହା ସଂମ୍ପର୍ଣ୍ଣ ଫ୍ରଡ୍ କଂମ୍ପାନୀ ବୋଲି ଜଣା ପଡି ଥିଲା ଏବଂ ବର୍ତମାନ ସମୟ ରେ MYnotchPhone ବୋଲି ଗୋଟିଏ ୱେବେସାଇଟ୍ ଆସିିଛି ଏବଂ ସେହି ଠାରେ ବି ଏମିତି ଭାବେ ବହୁତ ଚିପ୍ ପ୍ରାଇସ୍ ରେ ମୋବାଇଲ ସେଲିଂ କରୁ ଥିବାର ଦେଖିବା ପାଇଁ ମିଳିଛି । ସେହି ପରି ଭାବେ ଏହି ୱେବସାଇଟ୍ ବର୍ତମାନ ସମୟ ରେ ୱେବ୍ ସହିତ ୟୁଟ୍ୟୟୁବ୍ ବି ଏହାର ଆର୍ଡ ସୋ କରୁଛି ଜାହା କୁ ଆପଣ ମାନେ ଦେଖି ଯଦି ଥରେ କିଣି ନେଲେ ତେବେ ଜାଣନ୍ତୁ ଆପଣଙ୍କର ବେଳା ବୁଡିଲା

mobil

ଏହା ଆପଣ ମାନଙ୍କୁ କୈଣସି ଫୋନ ର ଡେଲିଭରି ର ଦେବ ହିଁ ନାହିଁ । ଏବଂ ଆପଣ ମାନଙ୍କ ପଇସା ରୁ ଚାଲି ଯିିବ । ଏବଂ ଯଦି ଆପଣ ମାନେ ଅନଲାଇନ୍ ମାଧ୍ୟମ ରେ ପେମେଣ୍ଟ ବି କରି ଥିଲେ ତେବେ ସେ ଆପଣ ମାନଙ୍କ ସଂମ୍ପର୍ଣ୍ଣ ପଇସା ବି ଲୁଟି ନେବେ । ତେବେ ଏହି ଭଳି ଭାବେ ବର୍ତମାନ ସମୟ ରେ ମୋବାଇଲ ଫୋନ ଆସି ସାରିଛି । ତେବେ ଆଗରୁ ଯେମିତି ଆସି ଥିଲା କ୍ରିପଟନନ୍ ମୋବାଇଲ ଏବଂ ବର୍ତମାନ ସମୟ ରେ ଆସସି ଜାଇଛି ଟି ପେଡ୍ ମୋବାଇଲ ।ତେବେ ଆପଣ ମାନେ ଏହାକୁ ନେଇ ନିଶ୍ଚିତ ଭାବେ ସତର୍କ ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *