ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଡିସ୍କୋ ଡେନ୍ସର ଭାବେ ପରିଚିତ ହୋଇ ଥିବା ମିଥୁନ ଚଚକ୍ରବତୀ ଙ୍କୁ ହିନ୍ଧି ସିନେମା ମାନେ ବଲିଉଡ ରେ ସବୁଠୁ ଭଲ ଅଭିନେତା ଭାବେ ପରିଚିତ କରା ଜାଇ ଥାଏ । ସେ ନିଜର ସୁନ୍ଦରତା କଳାକାରୀତା ର ପଦର୍ଶନ କରି ସେ ନିଜର ଗୋଟିଏ ନାମ ଆଜି ଦିନ ରେ ଲୋକ ମାନଙ୍କ ମଧ୍ୟ ରେ ଛାଡି ଦେଇଛନ୍ତି ।
ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ମିଥୁନ ଚକ୍ରବତୀ ଙ୍କ ସବୁଠୁ ଛୋଟ ପୁଅ ଙ୍କ ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବାକୁ ଚାହିଁବୁ କାରଣ ତାଙ୍କର ମୁହଁ ସଂମ୍ପର୍ଣ୍ଣ ମିଥୁନ ଚକ୍ରବର୍ତୀ ଙ୍କ ପରି ହିଁ । ଆପଣ ମାନେ ଦୁହିଁଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ । ତାଙ୍କର ନାମ ନମାସୀ ଚକ୍ରବର୍ତୀ ସେ ନିଜର ବାପା ମିଥୁନ ଙ୍କ ପରି ଦେଖା ଜାଉ ଥିବାରୁ ଲୋକ ମାନଙ୍କ ମଧ୍ୟ ରେ ତାଙ୍କର ବି କ୍ରେଜ ରହିଛି ।
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ମିଥୁନ ଚକ୍ରବର୍ତୀ ଙ୍କ କାର୍ବନ କପି କୁ ଦେଖି କରି ଆଶ୍ଚର୍ଯ୍ୟ ହେଉ ଥିବେ । ଏମିତି ରେ ଏହି ଦିନରେ ସେ ନିଜର ଭାଗ୍ୟ କୁ ପରିବର୍ତନ କରିବାରେ ଲାଗି ଥିବା ବେଳେ ସେ ବହୁତ ଜଲ୍ଦି ଫିଲ୍ମ ରେ ଡେଭ୍ୟୁ ଦେଇ ପାରନ୍ତି । ତେବେ ଆପଣ ମାନଙ୍କୁ ମିଥୁନ ଚକ୍ରବର୍ତୀ ଙ୍କ ପୁଅ ନମାସୀ ଚକ୍ରବର୍ତୀ କେମିତି ଲାଗିଲେ । ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।