ଶ୍ରୀକୃଷ୍ଣ ସିରିଏଲର ଛୋଟ ଶ୍ରାକୃଷ୍ଣ 20 ବର୍ଷ ପରେ ଏବେ ଏମିତି ଦେଖା ଜାଉଛନ୍ତି

sri-krr

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ବହୁତ ସିରିଏଲ ରେ ବହୁତ ସାରା ଛୋଟ ପିଲା ମାନଙ୍କୁ କୃଷ୍ଣ ରୋଲ କରୁ ଥିବାର ଦେଖି ଥିବେ । ଏବଂ ଲୋକ ମାନେ ତାଙ୍କୁ ବହୁତ ଅଧିକ ବି ପସନ୍ଦ କରନ୍ତି । ହେଲେ କଲର୍ସ ଟିଭି ରେ ପ୍ରଶାରିତ ହେଉ ଥିବା ଜୟ ଶ୍ରୀକୃଷ୍ଣ ର କଥା ହିଁ କିଛି ଅଲଗା ଥିଲା ଯେଉଁ ଥିରେ । ଗୋଟିଏ ଛୋଟ ପିଲା ହିଁ କୃଷ୍ଣ ର ରୋଲ କରି ଲୋକ ମାନଙ୍କ ମନ ମୋହି ନେଇ ଥିଲା । ଏବଂ ଆଜିର ସମୟ ରେ ବି ଦର୍ଶକ ମାନେ ସେହି ପିଲା କୁ ବହୁତ ପସନ୍ଦ କରନ୍ତି । ହେଲେ ଆଜି ଏହି ସିରିଏଲ କୁ ବନ୍ଦ ହେବାର ବହୁତ ସମୟ ବିତି ଜାଇଛି ଏବଂ ଏହି ସବୁ ବର୍ଷ ମଧ୍ୟ ରେ ଜୟ ଶ୍ରୀକୃଷ୍ଣ ର କୃଷ୍ଣ ବି ବହୁତ ବଦଳି ଜାଇଛି ତେବେ ଆସନ୍ତୁ ସେ କିଏ ଏବଂ କେମିତି ଦେଖା ଜାଉଛନ୍ତି ସେହି ବିଷୟ ରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କହିବୁ ।

sri-krushna

ହେଲେ ଏହା ପୂର୍ବ ରୁ ଆପଣ ମାନଙ୍କକୁ କହିବୁ କି ସେହି ଛୋଟ ପିଲା ଟି ପୁଅ ନୁହେଁ ବରଂ ଝିଅ ଅଟେ ଜାହାର ନାମ ଧିର୍ତି ଭାଟିଆ ଅଟେ । ସେ ନିଜର କେରିଅର କେବଳ ଅଢେଇ ବର୍ଷ ବୟସ ରୁ କରି ଥିଲେ । ଜାହା ଜୟ ଶ୍ରୀକୃଷ୍ଣ ଥିଲା ଏବଂ ଏହା ପରେ ସେ ନିଜର ପାଠପଢା କୁ ନେଇ ଛୋଟ ପରଦା ରୁ ଦୂର ହୋଇ ଜାଇ ଥିଲେ । ଏବଂ ଆଜି ସେ 11 ବର୍ଷ ର ହୋଇ ସାରିଛନ୍ତି । ଏବଂ ଦେଖିବା ପାଇଂ ସେ ବହୁତ କିୟୁଟ ବି ନଜର ଆସୁଛନ୍ତି ।

sri-kruss

ସେ ଏବେ ବି ନିଜର ପଠପଢା କୁ ନେଇ ବହୁତ ବ୍ୟସ୍ତ ରହିଛନ୍ତି ସେହିଥି ପାଇଁ ସେ ଏବେ କୈଣସି ବି ସିରିଏଲ ର କାମ କରିବା ପାଇଁ ଚାହାଁନ୍ତି ନାହିଁ । ଏବଂ ସେ ନିଜର କେରିଅର କୁ କୋରିଓ ଗ୍ରାଫୀ ରେ କରିବା ପାଇଁ ଚାହାଁନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *