ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ରାନୀ ପଣ୍ଡା ର ବିବାଦ କୁ ନେଇ ସାରା ଓଡ଼ିଶା ରେ ହଇ ଚଇ ସୃଷ୍ଟି ହୋଇଛି । ଏବଂ ଏହି ବିଷୟ ରେ ରାନୀ ଙ୍କ ଷ୍ଟେଟ୍ ମେଣ୍ଟ ସୁଣି ଲୋକ ମାନଙ୍କ ର ହୋସ ଏହି ଉଡିବାରେ ଲାଗିଛି । ତେବେ ରାନୀ କଣ ପାଇଁ ସେ ଗୋଟିଏ ଯାତ୍ରା ରେ ଆଇଟମ୍ ଡ୍ୟନସର ହେଲେ ଏବଂ ତାଙ୍କର ଏହି ଦିନ ରେ କହି ଥିବା କିଛିଟା କଥା ଜାହା କି ତାଙ୍କୁ ବିବାଦିତ ଅଭିନେତ୍ରୀ କହୁ ଥିବା ଲୋକ ମାନଙ୍କୁ ଶକ୍ତ ଆଘାତ ଦେବ । ତେବେ ସେହି ବିଷୟ ରେ ଆଜି ଆଲୋଚନା କରିବା ।
ଆପଣ ମାନଙ୍କୁ ଜଣେଇବୁ କି ବିଗତ ଦିନ ରେ ରାନୀ ପଣ୍ଡା ନିଜର ହଟ ଲୁକ୍ ଏବଂ ନିଜର କପଡା ଖୋଲି ଡେନ୍ସ କରିବାରେ ପପୁଲାର ରହିଛନ୍ତି ଏବଂ ଏହି ସବୁ କୁ ନେଇ ଲୋକ ମାନଙ୍କ ପ୍ରତିକ୍ରିଆ ଖରାପ ଆସିବା ପରେ ସେ କହିଛନ୍ତି କି ଗୋଟିଏ ଫିଲ୍ମ କୁ ବି ଧରନ୍ତି ହିରୋ ରହିଛି , ଭିଲିଆନ ରହିଛି , ହିରୋଇନ ରହିଛି , ଏବଂ ତା ସହିତ ସୋପ୍ଟିଂ କେରେକ୍ଟର ରହିଛି । ତା ଭିତରେ ଗୋଟିଏ ଛୋଟିଆ ଜିନିଷ ଥାଏ ଜାହା ଫିଲ୍ମ ର ବମ ବ୍ଲାଷ୍ଟ କରି ଥାଏ । ଆଉ ତାହାକୁ ଆମେ ଆଇଟମ୍ ବୋଲି କହି ଥାଉ ।
ଏବଂ ଯେତେ ବେଳେ ସେ ହେତୁ ପାଇଲେ ଏବଂ ଯେତେ ବେଳେ ସେ ହେଲରେ ଫିଲ୍ମ କୁ ଦେଖି ଥିଲେ ସେ ସେହି ଦିନ ରୁ ଗୋଟିଏ ଆଇଟମ ଡ୍ୟନସର ହେବେ ବୋଲି ଭାବି ଦେଇ ଥିଲେ ଏବଂ ସେ ଏହି କଥା କହିଛନ୍ତି କି ଗୋଟିଏ ଆଇଟମ୍ ଡ୍ୟନସର ସବୁ ପ୍ରକାରର କ୍ୟରେକ୍ଟର କରି ପାରିବ । ତା ବୋଲି ଏହା ନୁହେଁ ଯେ କି କେବଳ ଦେହ ଦେଖେଇବ ।
ସେହି ଦେହ ଦେଖେଇବା ବି ଗୋଟିଏ ଆକ୍ଟ । ଏବଂ ସବୁ କଳାକାର ମାନେ ଦେହ ଦେଖେଇ ନାଚି ପାରିବେ ନାହିଁ ସେ ପିଲା ବେଳୁ ହିଁ ଦେଖି ଥିଲେ ସ୍ୱପ୍ନ କି ସେ ଦିନେ ନା ଦିନେ ହେଲେନ୍ ,ବିଦ୍ୟାବାଲାନ , ଏବଂ ଏମିତି ବହୁତ ଭଲ ବଲିଉଡ କଳାକାର ପରି ହେବା ପାଇଁ ହେଲେ ଆଜିର ଦିନ ରେ ମତେ ବିବାଦିୟ କରି ଦିଆ ଗଲା ବୋଲି ସେ କହି ଥିବାର ଦୃଶ୍ୟ ମାନ ହୋଇ ଛନ୍ତି । ତେବେ ରାନୀ ପଣ୍ଡା କୁ ନେଇ ଆପଣ ମାନଙ୍କର କଣ ମତ ରହିଛି ଆପଣ ମାନେ ଆମକୁ କମେଣ୍ଟ ରେ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।