ଜିଓ କେବଳ 222 ରେ ଏକ ବର୍ଷ ଦେଉଛି ସମ୍ପୁର୍ଣ୍ଣ ମାଗଣା | ଜାଣନ୍ତୁ କେମିତି ପାଇ ପାରିବେ

jioo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ ଜିଓର ଗୋଟିଏ ଅଫର ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ ଯେଉଁ ଥିରେ ଆପଣ ମାନେ ଜାଣି ପାରିବେ କି ଆପଣ ମାନେ କେମିତି ଭାବେ 222 ଟଙ୍କା ର ରିଚାର୍ଜ ରେ ସଂମ୍ପର୍ଣ୍ଣ ଗୋଟିଏ ବର୍ଷ ଯାଏ ଆପଣ ମାନେ ମାଗଣା ଚଲେଇ ପାରିବେ । ଏହା ସହିତ ଆପଣ ମାନଙ୍କୁ ଗୋଟିଏ ଖୁସୀ ଖବର ବି ଦେବାକୁ ଯାଉଛୁ ତେବେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ଜାଣି ପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ଯଦି 400 ଟଙ୍କା ରେ କେମିତି ତିନି ମାସ ର ପ୍ଲାନ୍ ପାଇ ପାରିବେ ସେହି ବିଷୟ ରେ ଜାଣିବା ପାଇଁ ଚାହାଁନ୍ତି ତେବେ କମେଣ୍ଟ କରନ୍ତୁ ।

JIOO

ତେବେ ଆପଣ ମାନଙ୍କୁ ଯେଉଁ 222 ରେ ଗୋଟିଏ ବର୍ଷ ପାଇଁ ମିଳିବ ତାହା କେବଳ Disney+ Hotstar VIP ମିଳି ପାରିବ । ଏବଂ ଏହି ସହିତ ଆପଣ ମାନଙ୍କୁ ଗୋଟିଏ ବର୍ଷ ପାଇଁ 15 ଜିବି ର ଡା଼ଟା ମଧ୍ୟ ଆପଣ ମାନଙ୍କୁ ମିଳି ପାରିବ । ଯେମିତି କି ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ତଳେ ଜିଓ ଏନାଉନ୍ସ କରି ଥିଲା କି ସମସ୍ତ ଙ୍କୁ Disney ଏବଂ Hotstar VIP ସବସ୍କୃବସନ ସମସ୍ତ ଙ୍କୁ ମିଳି ଯିବ ବୋଲି । ଏମିତି ରେ ଯେଉଁ ଜିନିଷ ଆପଣ ମାନଙ୍କୁ କେବଳ 3 ମାସ ର ଅବଧି ଆପଣ ମାନଙ୍କ ପାଇଁ ରଖି ଥିଲା ହେଲେ ବର୍ତମାନ ସମୟ ରେ ତାହା ବଢେଇ କରି ଏକ ବର୍ଷ ର ଅବଧି କରି ଦେଇଛି ।

ଏବଂ ଯେମିକି କି ମଝିରେ ସୁଣିବା ପାଇଁ ମିଳି ଥିଲା କି ଏହା ସଂମ୍ପର୍ଣ୍ଣ ମାଗଣା ରେ ଦେବ ବୋଲି ହେଲେ ବର୍ତମାନ ସମୟ ରେ ଜଣା ପଡିଛି ଏହା ପାଇଁ ସେ 222 ଟଙ୍କା ଚାର୍ଜେସ୍ କରୁଛି ବୋଲି । ହେଲେ ଆପଣ ମାନେ 2599 ରେ ବର୍ଷେ ପାଇଁ ରହି ଥିବା ପ୍ଲାନ୍ ରେ ଆପଣ ମାନଙ୍କୁ ଏହା ସଂମ୍ପର୍ଣ୍ଣ ଭାବେ ମାଗଣା ମିଳି ପାରିବ । ଏହା ସହିତ 12 ହଜାର ମିନିଟ୍ ଡେଲି 2GB ଲେଖାଏ ଡାଟା ବି ଆପଣ ମାନଙ୍କୁ ମିଳି ପାରିବ ।

JIO-DIG

ସେମିତି ରେ ଆପଣ ମାନଙ୍କ ପାଇଁ ଏହା ଖୁସୀ ଖବର ରହିଛି କି ଆପଣ ମାନଙ୍କୁ Hotstar VIP ରେ ରହି ଥିବା ଯେଉଁ ଭିଡ଼ିଓ ବା ୱେବ ସିରିଜ୍ ପାଇଁ ପେଡ୍ କରିବା ପାଇଁ ପଡୁ ଥିଲା ତେବେ ବର୍ତମାନ ସମୟ ରେ ଏହା ହେବ ନାହିଁ ଏହା ଆପଣ ମାନଙ୍କୁ କେବଳ 222 ରେ ସଂମ୍ପର୍ଣ୍ଣ ମାଗଣା ରେ ମିଳି ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *