ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଜୟୀ ଭାଈ ଜାହାଙ୍କୁ ଆମେ ଓଡ଼ିଆ ସିନେମା ଜଗତ ର କମେଡି କିଙ୍ଗ୍ ବା ବାଦସାହ ବୋଲି କହିଲେ ବା ତାଙ୍କୁ ଯେକୈଣସି ଶବ୍ଦ କହିଲେ ବି କମ୍ ପଡି ଥାଏ । ଆମେ ଆଜି ଆପଣ ମାନଙ୍କୁ ସେହି ଜୟୀ ଭାଈ ଙ୍କ ବିଷୟରେ ତାଙ୍କର ପରିବାର ଏବଂ ତାଙ୍କର ଏମିତି ଅନ୍ୟାନ ଖବର ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତାଙ୍କର ସଂମ୍ପର୍ଣ୍ଣ ନାମ ହେଲା ଜୟୀରାମ ସାମଲ । ତାଙ୍କୁ ବର୍ତମାନ ସମୟ ରେ 72 ବର୍ଷ ବୟସ ହୋଇଛି ।
ତାଙ୍କର ଜନ୍ମ କଟକ ଜିଲ୍ଲା ର ମହଙ୍ଗା ଗ୍ରାମ ରେ । 2008 ମସିହା କୁ ଜୟୀ ଭାଈ ଙ୍କର 30 ବର୍ଷ ର କେରିଅର ପୂରଣ ହୋଇ ଥିଲା । ଏବଂ ତାଙ୍କୁ ସେହିଥି ପାଇଁ ଲାଇଫ ଟାଇମ୍ ଆଚିଭ ମ୍ୟଣ୍ଟ ରେ ଆୱର୍ଡ ଦିଆ ଜାଇ ଥିଲା । ସେ ଜଣେ ଓଡ଼ିଆ ଫିଲ୍ମ ର କମେଡିଆନ ନ ଥିଲେ ସେ ବହୁତ ଫିଲ୍ମ ରେ କମେଡିଆନ ଭାବେ ବି କାମ କରିଛନ୍ତି । ଜୟୀ ଭାଈ ନିଜର ଜିବନ କାଳ ରେ 300 ଫିଲ୍ମ ଏବଂ ନାଟକ ରେ କାମ କରିଛନ୍ତି। ଏବଂ ଆପଣ ମାନେ ଜୟୀ ଭାଈ ଙ୍କ ନାତୁଣୀ ଙ୍କ ଫୋଟ କୁ ଦେଖି ପାରୁ ଥିବେ । ତାଙ୍କର ନାମ ହେଲା ଅନିତା ସାମଲ ।
ସେ ବି ମଧ୍ୟ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିବା ପାଇଁ ସ୍ୱପ୍ନ ଦେଖିଛନ୍ତି । ଏବଂ ବର୍ତମାନ ସମୟ ରେ ସେ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ୍ ରହୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଆପଣ ମାନଙ୍କୁ ଜଣେଇ ବୁ କି ବର୍ତମାନ ସମୟ ରେ ସେ ଓଲିଉଡ ରେ ଡେଭ୍ୟୁ ବି କରି ନାହାଁନ୍ତି ହେଲେ ବର୍ତମାନ ସମୟ ରେ ତାଙ୍କର ବହୁତ ଗୁଡ଼ିଏ ଫେନ୍ ମଧ୍ୟ ରହି ସାରିଛନ୍ତତି
ସେ ଆଜିର ସମୟ ରେ ଟିକଟକ୍ ସହିତ ଇନଷ୍ଟା ଗ୍ରାମ୍ ରେ ବହୁତ ପରିମାଣ ରେ ଆକ୍ଟିଭ୍ ରହୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।