IG ପାର୍କ ଭୁବନେଶ୍ୱର ରେ tiktok ଭିଡ଼ିଓ ପାଇଁ ଅର୍ଦ୍ଧ ନଗ୍ନ ହେଇ ଭିଡ଼ିଓ କରୁଥିଲେ , ତାପରେ ଯାହା ହେଲା ଦେଖିଲେ !

ig-park

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୁଣି ଗୋଟିଏ ଟିକଟକ ର ଜବର୍ଦୋସ୍ତ ଖବର ରହିଛି । ଧରାପଡିଲେ ଯୁବକ ଯୁବତୀ ଛାଡିଗଲା ଟିକଟକ ନିଶା ହାତରେ ପଡିଲା ହାତକଡି । ତେବେ ଏହି ଖବର କୈଣସି ଆଡେ ନୁହେଁ ବରଂ ଏହି ଖବର ଭୁବନେଶ୍ୱର IG ପାର୍କ ର ଅଟେ। ସଂମ୍ପର୍ଣ୍ଣ ଖବର ଆପଣ ମାନେ ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର କଣ ରହିଛି ସେହି ବିଷୟରେ ଜାଣି ନେବା ।

ପଞୁରୀ ରୁ ଯନ୍ତୁ ବାହାରିବା ପରେ ଯେମିତି ହୁଏ କୋରନା ର କୋହଳ ପରେ ସେମିତି ହେଉଛନ୍ତି ଟିକଟକ୍ ପ୍ରେମୀ । ଏମିତି ରେ ଏହି ସମୟ ରେ ଲୋକ ମାନେ ବହୁତ ପ୍ରକାରର ଭିଡ଼ିଓ କରିବା ପାଇଁ ପ୍ରସ୍ତୁତ ହୋଇ ଯାଉଛନ୍ତି । ଗୁରୁବାର ଦିନ IG ପାର୍କ ରୁ କେପିଟାଲ ଥାନା ପୋଲିସ୍ ଏମିତି କିଛି ଯୁବକ ଯୁବତୀ ଙ୍କୁ ଧରି ଥିଲା ସେମାନଙ୍କୁ ଥାନା କୁ ନେଇ 500 ଶହ ଟଙ୍କା ଫାଇନ କରି ଥିଲା ତେବେ ସଂମ୍ପର୍ଣ୍ଣ ଘଟଣା କଣ ଥିଲା ନା ଜଗସିହଂପୁର ର ରୁପକ ସାହୁ ତାଙ୍କ ପ୍ରେମିକା ଇତିସା ଜାହା (ଛଦ୍ମ ନାମ ) ଙ୍କୁ ଧରି ଗୁରୁବାର ପହଁଚି ଥିଲା IG ପାର୍କ ରେ ଏବଂ କିଛି ସମୟ ପରେ ସେଠାରେ ପହଁଚି ଥିଲେ ପୁରଣା ଭୁବନେଶ୍ୱର ରେ ରହୁ ଥିବା ତାଙ୍କର ତିନି ଜଣ ପୁରୁଷ ବନ୍ଧୁ ।

ig-pa

ଏମିତି ସେଠାରେ ପହଁଚିବା ପରେ ସେମାନେ ମ୍ୟୁଜିକ୍ ଲଗେଇ ଆରମ୍ଭ କରି ଥିଲେ ଡେନ୍ସ । ଏମାନେ ମାସ୍କ ପିନ୍ଧି ଥିଲେ ନା ସାମାଜିକ ଦୂରତ୍ୱ ପାଳନ କରି ଥିଲେ । ଏମିତି ରେ ସେମାନେ ସେଠାରେ ସିନେମା ସୁଟିଂ ପରି ରି ଟେକ୍ ପରେ ରି ଟେକ୍ ନେଇ ଚାଲୁ ଥିଲେ । ଏବଂ ସେମାନେ ଗୋଟିଏ ଗୀତ ର ସୁଟିଂ ପରେ ଡ୍ରେସ୍ ବି ବଦଳି କରି ଆସୁ ଥିଲେ । ଯୁବକ ମାନଙ୍କ ଉପସ୍ଥିତି ରେ ଯୁବତୀ ଡ୍ରେସ ବଦଳୁ ଥିଲେ ଏମିତି ରେ ପରିବାରିକ ଲୋକ ମାନେ କିଛି ବରିଷ୍ଠ ଲୋକ ମାନେ ଏହାକୁ ଦେଖି ପୋଲିସ କୋଣ୍ଟ୍ରଲ ରୋମ୍ 100 କୁ ଫୋନ କରି ଘଟଣା ବିଷୟ ରେ ଜଣେଇ ଥିଲେ ।

ig-par

ଏମିତି ରେ ରୂପକ ଙ୍କ ପ୍ରେମୀକା ଇତିସା କହି ଥିଲେ ସେ ଏଠାରେ ମନିଂ ୱାପ୍କ ପାଇଁ ଆସି ଥିବା ବେଳେ ଫ୍ରେଣ୍ଡ ବାଧ୍ୟ କରି ଥିଲେ ଏବଂ ସେହିଥି ପାଇଁ ସେ ଭିଡ଼ିଓ କରି ଥିଲେ ହେଲେ ସମୟ 11.30 ଏବଂ ଜିନ୍ସ ପିନ୍ଧି ଏମିତି କହୁ ଥିଲେ ଏମିତି ସେ ତରବର ହୋଇ ଥିଲେ ଏବଂ ସେମାନଙ୍କୁ ପୋଲିସ ଥାନା କୁ ନେଇ ଫାଇନ କରି ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *