ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1: ଏମିତି କେଉଁ ଜିନିଷ ରହିଛି ଜାହା ଆପଣଙ୍କର ହେଲେ ଅନ୍ୟ ଲୋକ ମାନେ ବି ବ୍ୟବହାର କରନ୍ତି ? ଏହାର ସଠିକ୍ ଉତ୍ତର ହେଲା ଆପଣ ଙ୍କ ନାମ କୁ ।
2: ଏମିତି କେଉଁ ଜିନିଷ ରହିଛି ଜାହାକୁ ପୁରୁଷ ଲୁଚେଇ ଚାଲେ ଏବଂ ସ୍ତ୍ରୀ ଦେଖେଇ କରି ଚାଲେ ? ଏହାର ସଠିକ୍ ଉତ୍ତର ହେଲା ପର୍ସ ପୁରୁଷ ଲୁଚେଇ ଚାଲେ ଏବଂ ସ୍ତ୍ରୀ ଦେଖେଇ କରି ଚାଲେ ।
3: ମୁଁ ସମୁଦ୍ର ରେ ଜନ୍ମ ନେଇ ଥାଏ ଏବଂ ଆପଣ ମାନଙ୍କ ଘରେ ରହି ଥାଏ କୁହନ୍ତୁ ମୁଁ କିଏ ? ଏହାର ସଠିକ୍ ଉତ୍ତର ହେଲା ଲୁଣ ।
4: ଏମିତି କେଉଁ ଫଳ ରହିଛି ଜାହା କଞ୍ଚା ରେ ମିଠା ହେଲେ ପାକି ଗଲେ ଖଟା ବା ରାଗୁଆ ଲାଗେ ? ଏହାର ସଠିକ୍ ଉତ୍ତର ହେଲା ଅନାରସ ।
5 : ବିଶ୍ୱ ର ସବୁଠୁ ଦାମୀ ଫଳ କେଉଁ ଦେଶ ରେ ପାଆ ଜାଇ ଥାଏ ? ଏହାର ସଠିକ୍ ଉତ୍ତର ହେଲା ଜପାନ୍ ର ତରଭୂଜ ।
6: ଭାରତ ରେ କେଉଁ ରାଜ୍ୟ ରେ ଆଧର କାର୍ଡ ବନା ଯାଇ ନ ଥାଏ ? ଏହାର ସଠିକ୍ ଉତ୍ତର ହେଲା କାଶ୍ମିର ରେ ।
7: ପାକିସ୍ତାନ ର ରାଷ୍ଟ୍ରୀୟ ପଶୁ ର ନାମ କଣ ? ଏହାର ସଠିକେ ଉତ୍ତର ହେଲା ମାର୍ଖୋର ଛେଳୀ ।
8: କେଉଁ ପଶୁ ର ହାତ କାଟି ଗଲେ ଦ୍ୱତୀୟ ହାତ ଆସି ଯାଏ ? ଏହାର ସଠିକ୍ ଉତ୍ତର ହେଲା ଲିଜର୍ଡ ର ।
9 ; ଏମିତି କେଉଁ ବର୍ଷ ଅଛି , ଯାହାକୁ ଓଲଟା ଲେଖ ବା ସିଧା କିଛି ଫରକ ପଡେନା , ଏହାର ଉତ୍ତର ଆମକୁ କମେଣ୍ଟରେ ଜଣାନ୍ତୁ , ଏହା ପର ପୋଷ୍ଟରେ ଆମେ ଏହାର ଉତ୍ତର ଆପଣଙ୍କୁ ଜଣେଇବୁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।