ମରିଗଲେବି କରନ୍ତୁନାହିଁ ଏହି ( ୮ଟି ଭୁଲ୍ ) – ଦାଣ୍ଡର ଭିକାରୀ ହୋଇଜିବେ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ମହିଳା ଏବଂ ପୁରୁଷ ମାନଙ୍କ ଏମିତି 8 ଟି ଭୁଲ ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଆପଣ ମାନଙ୍କୁ କେବେ ବି କରିବା କଥା ନୁହେଁ ନଚେତ୍ ଆପଣ ମାନଙ୍କ ଘରୁ ହନୁ ମାନ ବାହାରି ଜାଇ ଥାନ୍ତି । ଯଦି ଆପଣ ମାନେ ଏମିତି କିଛି ଭୁଲ କରି ଥାନ୍ତି ତେବେ ସେମିତି ବ୍ୟକ୍ତି ଙ୍କୁ ହନୁମାନ ଦଣ୍ଡ ର ପ୍ରାପ୍ତି ବୋଲି ଭାବି ଥାନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି କାର୍ଯ୍ୟ ବିଷୟ ରେ କହିବୁ ଯେଉଁ ଘରେ ଏମିତି କିଛି କାର୍ଯ୍ୟ କରନ୍ତି ତେବେ ସେହି ଘରେ ମାଆ ଲକ୍ଷ୍ମୀ ସହିତ ହୁନମାନ ବି ବବାହାରି ଜାଇ ଥାନ୍ତି । ତବେ ଆସନ୍ତୁ ସେହି ସବୁ ଭୁଲ ବିଷୟରେ ଜାଣିବା ।

hanum

ପ୍ରଥମେ ଯେଉଁ ଘରେ କୈହି ବି ଦେବୀ ଦେବତା ଉପରେ ବିଶ୍ୱାସ କରନ୍ତି ନାହିଁ ଏବଂ ଯେଉଁଠୀ ଦେବୀ ଦେବତା ଙ୍କର ଅପମାନ କରା ଯାଏ । ଏମିତି ଘରେ ରହୁ ଥିବା ଲୋକ ଙ୍କ ଉପରେ କେବେ ବି ହନୁମାନ କୃପା କରନ୍ତି ନାହିଁ । ଏବଂ ଯେଉଁ ଠାରେ ପ୍ରଭୁ ଶ୍ରୀ ରାମ ଙ୍କ ଅପମାନ କରା ଯାଏ ସେହି ପରି ଦୁଷ୍ଟ ଦଣ୍ଡ ର ପ୍ରାପ୍ତି ବୋଲି ହନୁମାନ ଭାବି ନିଅନ୍ତି । ସେହି ପରି ଯେଉଁ ଘରେ ମାଂସ ଆଇଁଶ ସବୁ ଦିନ ଭୋଜନ କରା ଯାଏ । ଏବଂ ମଦ୍ୟ ପାନ ହୋଇ ଥାଏ ଏମିତି ଘରୁ ଦେବୀ ଲକ୍ଷ୍ମୀ ପଳେଇ ଜାଇ ଥାନ୍ତି ।

ସେହି ପରି ଯେଉଁ ଘରେ ପୁରୁଷ ନିଜର ମର୍ଦ ପଣିଆ ଦେଖେଇବା ପାଇଁ ମହିଳା ମାନଙ୍କ ଉପରେ ହାତ ଉଠେଇ ଥାଏ । ସେହି ଠାରେ ଏମିତି ବ୍ୟକ୍ତି ମାନଙ୍କୁ ଦଣ୍ଡ ର ପାତ୍ର ବୋଲି ବୁଝନ୍ତି । ସେହି ପରି ଯେଉଁ ଘରେ ଏକ ତରଫା ଭାଈ ଭାଈ ମଧ୍ୟ ରେ ସବୁ ବେଳେ ଝଗଡା ହେଉ ଥାଏ ସେହି ଘର ଉପରେ କେବେ ବି ହନୁମାନ କୃପା କରନ୍ତି ନାହିଁ ।

laxmiii

ସେହି ପରି ଯେଉଁ ଘରେ ଅପରିସ୍କାର ଏବଂ ଅସନା କାର୍ଯ୍ୟ କରା ଯାଉ ଥାଏ । ଏବଂ ଏହା ସହିତ ମାଆ ଲକ୍ଷ୍ମୀ ଙ୍କୁ ନିନ୍ଧା କରି ଥାନ୍ତି ସେହି ପରି ଲୋକ ମାନଙ୍କ ଘର କୁ କେବେ ବି ଲକ୍ଷ୍ମୀ ଙ୍କ ସହିତ ହନୁମାନ ବି ପ୍ରବେଶ କରନ୍ତି ନାହିଁ । ବ୍ରାହ୍ମଣ ଙ୍କ ଅପମାନ ଏବଂ ପଶୁ ମାନଙ୍କ ହତ୍ୟା ହେଉ ଥିବା ଘର କୁ କେବେ ବି ହନୁମାନ ପ୍ରବେଶ କରିନ୍ତି ନାହିଁ ବରଂ ସେ ଦଣ୍ଡ ର ଅଧିକାରୀ ହୋଇ ଥାନ୍ତି ସେମାନଙ୍କୁ ହନୁମାନ ଦଣ୍ଡ ପ୍ରଦାନ ମଧ୍ୟ କରି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *