କିପରି ଘରେ ମାସ୍କ ତିଆରି କରି ହେବ ଶିଖେଇଲେ ଅରିନ୍ଦମ , ଦେଖନ୍ତୁ

arindam-royy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଏହି ଦିନରେ କୋରନା କୁ ନେଇ ସରକାର ବହୁଚ ଚିନ୍ତା ପ୍ରକଟ କରୁଛନ୍ତି । ସେହି ପରି କ୍ଷେତ୍ର ରେ ଏହି ଦିନ ରେ ଏହି ସଂଖ୍ୟା ଆମ ଓଡ଼ିଶା ରେ ବଢିବା ପରେ ପରେ ଲୋକ ମାନଙ୍କୁ ସବୁ ସମୟ ରେ ମାସ୍କ ପିନ୍ଧିବାର ଭାଧ୍ୟତାମୂଳକ କରି ଦିଆଜାଇଚି ବୋଲି ସୂଚନା ଦିଆଜାଇଛି । ଏମିତି ବେଳେ ଲୋକ ମାନଙ୍କୁ ସରକାର ସବୁ ବେଳେ ମାସ୍କ ର ଧାରଣ କରିବା ପାଇଁ କହିଲେ ସତ ହେଲେ ଏଠାରେ ଯେଉଁ ଲୋକ ମାନେ ଅଭାବ ଅନଟନ ରେ ବଞ୍ଚୁଛନ୍ତି ସେମାନେ କେମିତି ଭାବେ ଏହି ମାସ୍କ ର ବ୍ୟବହାର କରିବେ । ସେମାନଙ୍କ ପାଖରେ ଟଙ୍କା ଏତେ ଟଙ୍କା ନାହିଁ କି ସେମାନେ ମାସ୍କ ର ବ୍ୟବହାର କରି ପାରିବେ ମାନେ ଆମେ ଦିନ ମଜୁରିଆ ଙ୍କ କଥା କହୁଛୁ ।

arind

ଏହି ସବୁ କୁ ଆଖି ଆଗରେ ରଖିକରି ଆମର ଓଲିଉଡ ର ଅଭିନେତା ଅରବିନ୍ଦମ୍ ରୟ ଆପଣ ମାନେ କେମିତି ଭାବେ ଘରେ ବସି କରି ନିଜର ପାଖରେ ରହି ଥିବା ରୁମାଲ ସାହାଯ୍ୟ ରେ ଆପଣ ମାନେ କେମିତି ଗୋଟିଏ ମାସ୍କ ତିଆରୀ କରି ପାରିବେ ସେହି ବିଷୟ ରେ ସେ କହି ଥିବାର ଦେଖିବା ପାଇଁ ମିଳିଛନ୍ତି । ତାଙ୍କର କହିବା କଥା କି ଏବେ ସମସ୍ତେ ମାସ୍କ ବ୍ୟବହାର କରିବା ନିହାତି ଜରିରୀ । ତାଙ୍କ ପାଇଁ ଯେଉଁ ମାନଙ୍କ ପାଖରେ ମାସ୍କ ନାହିଁ ସେମାନେ କଣ କରିବେ ନା ଗୋଟିଏ ରୁମାଲ କୁ ନେବେ ଏବଂ ଗୋଟିଏ ସଫା ସ୍ଥାନ ରେ ଖୋଲି ରଖନ୍ତୁ । ଏବଂ ପରେ ଗୋଟିଏ ସାଇଟ୍ ରୁ ହାଫ୍ ଫଲ୍ଡ କରିବେ । ସେହି ପରି ଭାବେ ଅନ୍ୟ ସାଇଟ୍ ରୁ ଆପଣ ମାନେ ହାଫ୍ ଫଲ୍ଡ କରିବେ । ଏବଂ ପରେ ପୁଣି ଥରେ ଆପଣ ମାନେ ଫଲ୍ଡ କରନ୍ତୁ ।

arindamm

ଏହା ପରେ ଆପଣ ମାନଙ୍କ ଘରେ ରବର ବ୍ୟଣ୍ଡ ରହିଥିବ । ସିମ୍ପଲ ରବର ବ୍ୟଣ୍ଡ ଆପଣ ମାନେ ଏଥିରେ ଗୋଟିଏ ପଟେ ପୁରାନ୍ତୁ । ଏବଂ ଅନ୍ୟ ସାଇଟ୍ ରେ ବି ସେହି ପରି ରବର କୁ ଲଗାନ୍ତୁ । ପରେ ସେହି ରୁମାଲ ର ଫଲ୍ଡିଂ କୁ ଆପଣ ମାନେ ଗୋଟିଏ ମଧ୍ୟ ରେ ଆଉ ଗୋଟିଏ ପୁରେଇ ଦେଲେ ଆପଣଙ୍କର ମାସ୍କ ସଂମ୍ପର୍ଣ୍ଣ ଭାବେ ତିଆରି ହୋଇ ଯିିବ । ତେବେ ଆପଣ ମାନେ ଯଦି ଆମର କଥା ରୁ ସଂମ୍ପର୍ଣ୍ଣ ଭାବେ ବୁଝି ପାରିଲେ ନାହିଁ । ତେବେ ଆପଣ ଙ୍କ ପାଇଁ ଆମେ ଭିଡ଼ିଓ ବି ରଖିଛୁ ଆପଣ ମାନେ ତଳେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *