କରୋନା ସମୟରେ ଗରୀବ ମାନଙ୍କୁ କେତେ ଟଙ୍କା ସାହାର୍ଯ୍ୟ କଲେ ହ୍ୟୁମାନ ସାଗର , ଜାଣନ୍ତୁ ଏହି ପୋଷ୍ଟରୁ

humannn

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମନେ ବର୍ତମାନ ସମୟରେ କୋରନା ର ପେଣ୍ଡେମିକ୍ ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ ସେମିତି ବେଳେ ବର୍ତମାନ ସମୟ ରେ ବହୁତ ଲୋକ ମାନେ ଏହି ଭାଇରସ ର ଶୀକାର ହେଉ ଥିବା ବେଳେ ବହୁତ ଲୋକ ମାନେ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଛନ୍ତି । ତେବେ ଏହି ପରି ଗୋଟିଏ ପରିସ୍ଥିତି ରେ ଯେଉଁ ପରି ଭାବେ କୋରନା ର ପେଣ୍ଡାମିକ୍ ବଢିବାରେ ଲାଗିଛି ସେମିତି ବେଳେ କେବଳ ଏହି ରୋଗ ର ଭୟ ନୁହେଁ ବରଂ ଏହା ଠାରୁ ବଡ ପରିସ୍ଥିତି ହେଲା ବର୍ତମାନ ସମୟରେ ଲୋକ ମାନେ ମୁଠେ ଖାଇବା ପାଇଁ ପାଉ ନାହାଁନ୍ତି

human-sagar

ଏହି ସବୁ କୁ ନେଇ ଏହି ଦିନ ରେ ହ୍ୟୁମନ ସାଗର ନିଜର ରାୟ ରଖିଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେ କହି ଥିବା କଥା ବିଷୟ ରେ କହିବୁ । ସେ ଏଠାରେ କହିଛନ୍ତି କି କୋରନା କୁ ନେଇ ବର୍ତମାନ ସମୟ ରେ କେତେ ଜିବନ ଜାଉଛି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ସର୍ବ ପ୍ରଥମେ ଆମ ଗରିବ ଭାଈ ମାନେ ବହୁତ କଷ୍ଟରେ ରହୁଛନ୍ତି ଯେଉଁ ମାନେ ଖାଇବା ପାଇଁ ପାଉ ନାହାଁନ୍ତି । ଏବଂ ସ୍ପେସିଆଲି ଆମ ର କଳାକାର ଭାଈ ଯେଉଁ ମାନଙ୍କୁ କିଛି ସୋ କରିଲେ ହିଁ ଖାଇବା ପାଇଁ ମିଳେ । ସେହି ମାନଙ୍କର ସେହି କାମ ବର୍ତମାନ ସମୟ ରେ ବନ୍ଦ ହୋଇ ଜାଇଛି ।

human

ଏମିତି ମଧ୍ୟ ରେ ସେ 500 କଳାକାର ଏବଂ 500 ଗରିବ ଲୋକ ମାନଙ୍କୁ ସାହାଯ୍ୟ କରି ଥିବାର କହିଛନ୍ତି । ଏବଂ ଏମିତି ବି କହିଛନ୍ତି କି ସେ ଏହା ପାଇଁ ଲଜିତ କି ସେ କେବଳ 500 ଲୋକ ମାନଙ୍କର ହିଁ ସାହାଯ୍ୟ କରି ପାରିଲେ। ପ୍ରଥମେ ଓଡ଼ିଶା ମେଲୋଡୀ ଆସୋସେସନ କୁ ଯିଏ ତାଙ୍କର ସେହି ଟଙ୍କା କୁ ସମସ୍ତ ଙ୍କ ପାଖରେ ପହଁଚେଇଲେ ଏହା ସହିତ ସେ ଏହି କଥା ବି କହିଛନ୍ତି କି ତାଙ୍କର ସେତେ ପରିମାଣ ରେ ଯୋଗ୍ୟତା ନାହିଁ ସେ ବି ଗୋଟିଏ ଛୋଟ ମଣିଷ ଅଟନ୍ତି ।ତେବେ ସେ ନିଜର ପାରୁ ପର୍ଯ୍ୟନ୍ତ ସେ ଚେଷ୍ଟା କରିଛନ୍ତି ।

ଏବଂ ଯେତେ ଦିନ ଯାଏ ବଞ୍ଚି ଥିବି ସେ ଏମିତି ହିଁ ଲୋକ ମାନଙ୍କୁ ସାହାଯ୍ୟ କରିବେ ବୋଲି ସେ କହି ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *