ପାଣିପାଗ ବିଭାଗ ଦେଲା ସର୍ତକ ବାଣୀ , ଆଗାମୀ 6 ଦିନ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

RAINCARD

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ବି ଓଡ଼ିଶା ରେ ତାଣ୍ଡବ ମଚାଉଛି କାଳବୈଶାଖୀ ।ପ୍ରବଳ ରୁ ଅତି ପ୍ରବଳ ବର୍ଷା ଏବଂ ଏହା ସହିତ 50 ରୁ 60 କିଲୋ ମିଟର ର ପବନ ବହିବା ସହିତ ବିଜୁଳୀ ଘଡଘଡ଼ୀ ର ସମ୍ଭାବନା ନେଇ ଏହି ଦିନ ରେ 14 ଟି ଜିଲ୍ଲା କୁ ଅରଞ୍ଚେ ୱାର୍ଣ୍ଣି ଜାରୀ କରିଛି ଆଞ୍ଚଳିକ ପାଣି ପାଗ ବିବାଘ । ତେବେ ବନ୍ଧୁଗଣ ଏହି ସବୁ ମଧ୍ୟ ରେ କେଉଁ କେଉଁ ଜିଲ୍ଲା ମାନଙ୍କ ଲିଷ୍ଟ ରହିଛି ଏହି ଅରଞ୍ଚ ୱାର୍ଣ୍ଣି ମଧ୍ୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

cycloneee12

ପାଣିପାଗ ବିଭାଗ ର ସୂଚନା ଅନୁସାରେ ରାଜ୍ୟ ରେ ଏବେ ତାପମାତ୍ରା ଧିରେ ଧିରେ କମିବ । ଏବଂ ହଁ କିଛି କିଛି ସ୍ଥାନ ରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିବ ହେଲେ ସବୁ ସ୍ଥାନରେ ନୁହେଁ । ତେବେ ଏହି ଜିଲ୍ଲା ମାନଙ୍କ ମଧ୍ୟ ରୁ ଝାଡସୁଗୁଡା , ସୁନ୍ଦର ଗଡ , ସମମ୍ବଲପୁର , ଦେଓ ଗଡ , କେନ୍ଦୁ ଝର , ମୟୁରଭଞ୍, ଗଜପତି , ଗଞାମ୍ , ଏବଂ କନ୍ଧମାଳ ଆଦି ଜିଲ୍ଲା ରେ ଘଡଘଡୀ ସହିତ ବର୍ଷା ଏବଂ ପବନ ହେବାର ବହୁତ ସମ୍ବାବନା ରହିଛି ।

ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଆଗାମୀ 6 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ 13ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏ ନେଇ ସୂଚନା ଦେଇଛି ଆଇଏମଡି ।

cyc

ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ । କିନ୍ତୁ ଓଡ଼ିଶାକୁ କେବେ ପ୍ରବେଶ କରିବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର 10ରୁ 11 ଦିନ ମଧ୍ୟରେ ଓଡ଼ିଶାକୁ ଆଗମନ ହୁଏ । କିନ୍ତୁ ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏଥିରେ ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ସହ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *