ସତର୍କ ସୂଚନା – ଆଜି ଭୟଙ୍କର ବର୍ଷା ସହ ଝଡ଼ ତୋଫାନ ସବୁ ଭାସିଯିବ | ଏହି ସବୁ ଜିଲ୍ଲା ପାଇଁ ବିପଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଆଉ ଦୁଇ ଦିନ ପ୍ରବଳ ବର୍ଷା । 23 ତାରିଖ ପାଗ ସୁଖିଲା ହେଲେ ଆଜି ପ୍ରବଳ ରୁ ପ୍ରବଳ ବର୍ଷା ର ସମ୍ଭାବନା । ତେବେ ଏହି ସବୁ କ୍ଷେତ୍ର ରେ କିଛି ଜିଲ୍ଲା ମାନଙ୍କୁ ଏହି ନେଇ ଅରେଞ ୱାର୍ଣିଂ ଜାରୀ ହୋଇଛି । ଆହୁରୀ ଦୁଇ ଦିନ ଏମିତି ପରିସ୍ଥିତି ରହିବ ବୋଲି ପାଣିପାଗ ବିଭାଗ କହିଛି । ସେମିତି ରେ କେଉଁ କେଉଁ ଜିଲ୍ଲା କୁ ଏହି ସମୟ ରେ ଅରେଞ୍ ୱାର୍ଣିଂ ରହିଛି ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ଜାଣି ପାରିବେ ।

RAINCARD

ଆପଣ ମାନେ ଜାଣି ଥିବେ କିଛି ସ୍ଥାନ ରେ 2 ଦିନ ତଳେ ପ୍ରବଳ ବର୍ଷା ହୋଇ ଥିଲା ବେଳେ କିଛି ସ୍ଥାନ ଅତି ପ୍ରବଳ ବର୍ଷା ହୋଇଛି । ସେମିତି ରେ ବିଶେଷ କରି ରାଜଜ୍ୟରେ 6 ଟି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ସେହି ପରି ପାଣିପାଗ ର ସୂଚନା ଅନୁସାରେ ଘୂର୍ଣ୍ଣି ବଳୟ ଟି ଏବେ ଉତ୍ତର ଓଡ଼ିଶା ଏବଂ ଶୈଳଗ୍ନ ଅଂଞ୍ଚଳ ଉପରେ ରହିଛିି । ସେହିଥି ପାଇଁ ଆସନ୍ତା ଦୁଇ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ବିଶେଷ କରି ବରଗଡ, ବଲାଙ୍ଗିର, ସୋନପୁର , ବୈଦ୍ଧ , ସୋନ ପୁର , ଏବଂ ଝାଡସୁଗୁଡା ଆଦିର କିଛି କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଆଜି ସୁନ୍ଦରଗଡ , ଦେବଗଡ଼଼, କେନ୍ଦ୍ରା ପଡା , କଳାହାଣ୍ଡୀ , କନ୍ଧମାଳ , କଟକ, ଏବଂ ଅନୁଗୁଳ , ଆଦି ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

cycloneee12

ତେବେ ଏହା ପରେ ପାଗ ସୁଖିଲା ଏବଂ ଖରା ଟିଆ ରହିବ ଜୁନ ସେଷ ଯାଏ ରାଜ୍ୟ ରେ ଅଳ୍ପ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହି ପରି ଆସନ୍ତା 24 ଘଣ୍ଚା ଯାଏ ରାଜଧାନୀ ଏବଂ ତାର ଆଖ ପାଖ ଅଂଚଳ ମେଘୁଆ ରହିବା ସହିତ କିଛିସ୍ଥାନ ରେ ବର୍ଷା ର ସମ୍ଭାବନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *