ଫ୍ରିଜ ପାଣି ପିଉଥିଲେ ହୋଇ ଜାଆନ୍ତୁ ସାବଧାନ , ପଡିବେ ଏହି ଗମ୍ଭୀର ରୋଗ ରେ

cold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଯଦି ଥଣ୍ଡା ର ସେବନ କରୁ ଥାନ୍ତି ମାନେ କୋଲଡ୍ରୀଙ୍କ୍ , କୋଲା ପାଣି , ସବଡ୍ରୀଙ୍କ୍ , ଏବଂ କୁଲ ପାଣି ଆଦି । ତେବେ ଆପଣ ମାନେ ହାର୍ଟ ବ୍ରେନ୍, କିଡ୍ନି ଆଦି ରୋଗ ରେ ଏହି ଥିରୁ ପଡି ପାରନ୍ତି । ଏଠାରେ ଆମେ କହିବୁ କି ଏହି ଥଣ୍ଡା ପାଣି ପିଇଲେ ଆପଣ ମାନଙ୍କର କଣ ସବୁ କ୍ଷେତି ହୋଇ ଥାଏ ।

A2

ଯେତେ ବେଳେ ବି ଆପଣ ମାନେ ଥଣ୍ଡା ପାଣି ପିଅନ୍ତୁ ତେବେ ସେହି ସମୟ ରେ ପାଣି ପେଟ ମଧ୍ୟ କୁ ଆସିଲେ ପେଟ ଏବଂ ପାଣି ମଧ୍ୟ ରେ ଫାଇଟ୍ ହୋଇ ଥାଏ । ନା ପେଟ ଚେଷ୍ଟା କରିବ କି ସେହି ଥଣ୍ଡା ପାଣି କୁ ଗରମ କରିବା ପାଇଁ ଏବଂ ଯେଉଁ ଥଣ୍ଡା ପାଣି ପିଇଛନ୍ତି ତାହା ଆପଣ ମାନଙ୍କ ପେଟ କୁ ଥଣ୍ଡା କରିବା ପାଇଁ ଚେଷ୍ଟା କରିବ । ଏଠାରେ ଯଦି ପାଣି ଯିତେ ତେବେ ସେ ଆପଣ ମାନଙ୍କ ପେଟ, ହୃଦୟ ଏବଂ ବ୍ରେନ୍ କୁ ଥଣ୍ଡା କରି ଦେଇ ଥାଏ । ଏବଂ ପରେ ଆପଣ ମାନଙ୍କର ରାମନାମ ସତ୍ୟ ହୁଏ ।

ଏମିତି ରେ ଯଦି ପେଟ ଯିତେ । ତେବେ ଆପଣ ମାନଙ୍କ ପେଟ ରେ ସେହି ପାଣି କୁ ଗରମ କରିବା ପାଇଁ ବହୁତ ଉର୍ଜା ର ଜରୁରୀ ହୁଏ ଏବଂ ଏହା ରକ୍ତ ହିଁ କରି ଥାଏ । ତେବେ ଏମିତି କ୍ଷେତ୍ର ରେ ଶରୀର ର ସବୁ ରକ୍ଟ ପେଟ କୁ ଆସେ ଏବଂ ଜାହା ଫଳ ରେ ଅନ୍ୟ ଅଙ୍ଗ ରେ ରକ୍ତ ର ପରିମାଣ କମେ ଏହା ପରେ ଏହି ପ୍ରକ୍ରିଆ ବହୁତ ସମୟ ପର୍ଯ୍ୟନ୍ତ ଲାଗି ରହିଲେ ହାର୍ଟଷ୍ଟୋକ୍ , ବ୍ରେନ ହେମେଜ୍ , ଏବଂ ପାରାଲିସିସ୍ ଭଳି ଜିନିଷ ଦେଖିବା ପାଇଁ ମିଳେ ।

water

ଏବଂ ଏହା ବ୍ୟତିତ ଆପଣ ମାନେ ଥଣ୍ଡା ପାଣି ର ସେବନ କରନ୍ତି ତେବେ ଆପଣ ମାନଙ୍କ କନଷ୍ଟିପେସନ ଠିକ୍ ହୋଇ ନ ଥାଏ ମାନେ ଆପଣ ମାନଙ୍କର ଝାଡା କିଲିୟର ହୋଇ ନ ଥାଏ । ତେବେ ଏହି ସବୁ ଅସୁବିଧା ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *