ଜିଲ୍ଲା କଲେକ୍ଟର ଅଫିସରେ ନିଯୁକ୍ତି , ଯୋଗ୍ୟତା ଦଶମ ପାସ

jobbbaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣ ମାନଙ୍କ ପାଇଁ Government of Odisha – Puri ଜିଲ୍ଲା ତରଫ ରୁ ଏହା ରହିଛି ଆପଣ ମାନେ ଓଡ଼ିଶା ର ସମସ୍ତ ପ୍ରାଥି ଆପଣ ମାନେ ଆପ୍ଲାୟ କରି ପାରିବେ । ତେବେ ଏଠାରେ ଆମେ ପ୍ରଥମେ ଭେକେନ୍ସି ଉପର କୁ ଆସିବା କଣ ରହିଛି ନା Odisha launch Driver ରେ 24 ଟି ଭେକେନ୍ସି ରହିଛି । ଏବଂ ଆପଣ ମାନଙ୍କୁ 8 ହଜାର 800 ଟଙ୍କା ଦରମା ମିଳିବ ।

jobb

ସେହି ପରି ବେଳେ ଦ୍ୱତୀୟ ପୋଷ୍ଟ ଟି ରହିଛି Khalasi Recruitment ଏଠାରେ ଆପଣ ମାନଙ୍କୁ 60 ପୋଷ୍ଟ ରହିଛି ମୋର୍ ଉପରେ ଆପଣ ମାନଙ୍କୁ 50 ଭେକେନ୍ସି ରହିଛି । ଆପଣ ମାନେ ଚାହିଁଲେ ଆପ୍ଲାୟ କରି ପାରିବେ । ଏହାର ବି ଦରମା ସେହି ସମାନ ରହିବ । ସେମିତି ରେ ଏହା ପାଇଁ ଆପଣ ମାନଙ୍କୁ ମିନିମମ୍ 2nd କ୍ଲାସ୍ ଡ୍ରାଇଭିଙ୍ଗ ସାର୍ଟିଫିକେଟ୍ ଜରୁରୀ ଅଟେ । ଏହା ସହିତ ଏହି ଥିରେ ଫ୍ରେସର ପିଲା ବି ଆପ୍ଲାୟ କରି ପାରିବେ । କେଉଁ ଥି୍ରେ ନା ବୋର୍ଟ ଖୋଲାସୀ ରେ ଆପଣ ମାନେ ମିନିମମମ୍ ସପ୍ତମ ବି ପାସ୍ କରି ଥିବେ ତେବେ ଆପଣ ମାନେ ଆପ୍ଲାୟ କରି ପାରିବେ । କିନ୍ତୁ ଆପଣ ମାନଙ୍କୁ ଏଠାରେ ଦେଇଛି କଣ ନା ଆପଣ ମାନେ 20 ମିନିଟ୍ ରେ 200 ମିଟର ଯେମିତି ସୁଇମିଂ କରି ପାରୁ ଥି୍ବେ । ତେବେ ଏଠାରେ ଆପଣ ମାନଙ୍କୁ ଜୟନିଂ 30/11/2020 ରେ ମିଳି ଯିବ ।

jobbb

ଏହାକୁ ଆପ୍ଲାୟ କରିବା ପାଇଁ ଆପଣ ମାନଙ୍କୁ ଜନ୍ ମାସର 14/06/2020 ସେଷ ତାରିଖ ରହିଛି । ଏହି ସବୁ ପଠେଇବା ପାଇଁ District Emergency Section, Collectorate, Puri” ଏଡ୍ରେସ୍ ଦେବେ । ଏବଂ ଆପଣ ମାନେ ଏହି ସବୁ କୁ ରେଜିଷ୍ଟର ପୋଷ୍ଟ ମାଧ୍ୟମ ରେ ହିଁ ପଠେଇ ପାରିବେ । ଆପଣ ମାନେ ଅଧିକ ଏହି ସବୁ ପୋଷ୍ଟ ବିଷୟ ରେ ଜାଣିବା ପାଇଁ ଚାହୁଁ ଥିଲେ ଆପଣ ମାନେ ଏହାର ଅଫିସିଆଲ ୱେବସାଇଟ୍ https://puri.nic.in ରେ ଜାଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *