ଧୋନିଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ଅଧିକ

dhon

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ସାରା ବିଶ୍ୱ ରେ ସବୁଠୁ ବଡ ୱିକେଟ୍ କିପର ଏବଂ ସବୁଠୁ ବଡ କ୍ୟପଟେନ୍ ହେଉଛନ୍ତି ମେହେନ୍ଦ୍ର ସିହଂ ଧୋନୀ । ତାଙ୍କର ଏହି କ୍ୟପଟେନ୍ ସିପ୍ ପାଇଁ ଭାରତ 2011 ରେ ୱାର୍ଡକପ୍ ଜିତି ଥିଲା । ଏବଂ 2013 ରେ ଚମ୍ପିଆନ ଟ୍ରଫି ଜିତି ଥିଲା । ଏବଂ ଏହା ସହିତ 2007 ରେ ICC 20_20 ୱାଲ୍ଡ କପ୍ ବି ଜିତି ଥିଲା । ସେ ଆମର ଭାରତର କ୍ରିକେଟ ଟିମ୍ କୁ ବିଶ୍ୱ ର ନଂ ୱାନ କ୍ରିକେଟ ଟିମ୍ ଭାବେ ପରିଚିତ କରେଇ ଥିଲେ । ଆମେ ଆଜି ସେହି ମହେନ୍ଦ୍ର ସିହଂ ଙ୍କ ପରିବାର , ସଂମ୍ପତୀ , ଘର , ଗାଡୀ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

dhonii

ଏମ୍ ଏସ୍ ଧୋନୀ ଙ୍କ ଜନ୍ମ ଝାଡଖଣ୍ଡ ର ରାଜଧାନୀ ରାଞ୍ଚି ରେ । ମହେନ୍ଦ୍ର ସିହଂ ଧୋନୀ ତାଙ୍କର ଗୋଟିଏ ସ୍କୁଲ ମେଟେ ଙ୍କୁ ବିବାହ କରି ଥିଲେ ଜାହାଙ୍କ ନାମ ହେଲା ସାକ୍ଷୀ ସିହଂ । ତାଙ୍କର ଗୋଟିଏ ଝିଅ ସନ୍ତାନ ମଧ୍ୟ ରହିଛି ଜାହାଙ୍କ ନାମ ଜିଭା । ଏମ୍ ଏସ୍ ଧୋନୀ ଙ୍କୁ ବହୁତ ସାରା ପୁରସ୍କାର ମିଳିଛି ଆମ ଭାରତ ର ସବୁଠୁ ବଡ ଆୱାର୍ଡ ରାଜିବୀ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ମଧ୍ୟ ତାଙ୍କୁ ମିଳି ସାରିଛି । ତା ସହିତ ପଦ୍ମ ଭୂଷଣ ଏବଂ ପଦ୍ମ ଶ୍ରୀ ମଧ୍ୟ ତାଙ୍କୁ ମିଳି ସାରିଛି ।

ତାଙ୍କର ସଂମ୍ପତୀ ବିଷୟ ରେ ଜାଣିବା ତାଙ୍କର ଆୟ ର ମୂଖ୍ୟ ସ୍ରୋତ ହେଲା ବ୍ରାଣ୍ଡ ଏଣ୍ଡୋର୍ସ ମେଣ୍ଟ । ସେ ବର୍ତମାନ ସମୟ ରେ 32 ବ୍ରାଣ୍ଡ ର ଆମ୍ଭାସେଟର ରହିଛନ୍ତି । ଏବଂ ଗୋଟିଏ ବ୍ରାଣ୍ଡ ପ୍ରୋମସନ ପାଇଁ 7 ରୁ 10 କୋଟି ନିଅନ୍ତି । ସେହି ପରି ଦ୍ୱତୀୟ ଆୟ ହେଲା IPL ସେ ଚେନ୍ନାଇ ସୁପର କିଙ୍ଗ ର କ୍ୟପଟେନ୍ ଆପଣ ଜାଣି ଥିବେ । ଯେଉଁଥି ପାଇଁ ସେ 31 କୋଟି ନିଅନ୍ତି ।

ms-dhonii

ସେହି ପରି ତାଙ୍କ ପାଖରେ ବହୁତ ଗୁଡାଏ ଲଗ୍ଡଜୋରୀ କାର ରହିଛି ଜାହାର ଦାମ୍ 10 ରୁ 15 କୋଟି । ଏବଂ ତାଙ୍କୁ BCCI ରୁ ବର୍ଷ କୁ 7 କୋଟି ମିଳେ । କାରଣ ସେ A ଗ୍ରେଡ୍ ର ଖେଳାଳି ମଧ୍ୟ ରେ ଆସନ୍ତି ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ର ଆକଳନ ହୋଇଛି କି ତାହା 890 କୋଚି ଟଙ୍କା ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *