ବିଜେପି ନେତା ମନୋଜ ତିୱାରୀ ସାହାଯ୍ୟ କରିବେ |ସୁଶାନ୍ତ ଙ୍କୁ ମିଳିବ ନ୍ୟାୟ | ଏଥର ବନ୍ଧା ହେବେ ଅଭିଯୁକ୍ତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସୁଶାନ୍ତ ସିହଂ ରାଜପୁତ ଙ୍କ ଆତ୍ମହତ୍ୟା କୁ ନେଇ ବହୁତ ବଡ ବଡ ଆପଡେଟ୍ ଆସିଛି ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ସୁଶାନ୍ତ ସିହଂ ରାଜପୁତ ଯେଉଁ ଦିନ ଆତ୍ମହତ୍ୟା କରି ଥିଲେ ମାନେ 14 ଜୁୁନ୍ କୁ  ନୋପଟିଜମ୍ ଡେ ଭାବେ ପାଳନ କରିବା ପାଇଁ ସୁଶାନ୍ତ ସିହଂ ରାଜପୁତ ଙ୍କ କୋଟି କୋଟି ସମର୍ଥକ ମାନେ ସରକାର ଙ୍କୁ କହିଛନ୍ତିି । ଏହା ଦ୍ୱାରା ସେ ଆମ ପାଇଁ ଅମର ମଧ୍ୟ ହୋଇ ଯିବେ ।

sushhhh

ସେହି ପରି ଆପଣ ମାନଙ୍କୁ କହିବୁ ବର୍ତମାନ ସମୟ ରେ ଗୁଗୁୁଲ ରେ ସବୁଠୁ ଅଧିକ ସର୍ଚ୍ଚ କରା ଜାଇ ଥିବା କି ୱାର୍ଡ ହେଲା ସୁଶାନ୍ତ ସିହଂ ରାଜପୁତ ଆଜି ଯାଏ ଏତେ ପରିମାଣ ରେ କେବେ କୈଣସି ସେଲିବ୍ରଟି ଙ୍କୁ ସର୍ଚ୍ଚ କରା ଜାଇ ନାହିଁ । ସେହି ପରି ମନୋଜ୍ ତିୱାରୀ ଯିଏ ବିଜେପି ର ନେତା ଏବଂ ଭଜପୁରୀ ସୁପର ଷ୍ଟାର ସେ ସାହାଯ୍ୟ ର ହାତ ବଢେଇଛନ୍ତି । ଏହି ଦିନ ରେ ସୁଶାନ୍ତ ଙ୍କ ପରିବାର ସହିତ ଦେଖା କରିବା ସହିତ CBI ଇନକ୍ୱାରୀ ପାଇଁ ଦାବା କରିଛନ୍ତି ।

ସେହି ପରି ସେ ମହାରାଷ୍ଟ୍ର ର ମୂଖ୍ୟ ମନ୍ତ୍ରୀ ଉଦ୍ଧବ ଠାକୁର ଙ୍କୁ ମଧ୍ୟ ଚିଠୀ କରି କହିଛନ୍ତ କି ଏହି ଉପରେ CBI ଏବଂ ହାଇ ଲେବୁଲ ର ଇନକ୍ୱାରୀ କରିବା ପାଇଁ । କାରଣ ସୁଶାନ୍ତ ସିହଂ ରାଜପୁତ ଙ୍କ ପରି ଜଣେ ଶିକ୍ଷିତ ଯୁବକ । ଯିଏ ଇଣ୍ଡିଆ ଟପ୍ପର ଥିଲା ଯିଏ ସାଇଣ୍ଟିସଷ୍ଟ ପରି ରିସର୍ଚ୍ଚ କରୁ ଥିଲା ଏବଂ ଚନ୍ଦ୍ର ରେ ମଧ୍ୟ ଜାଗା କିଣି ଥିଲା । ଏବଂ ସେ ଏହି କଥା କହିଛନ୍ତି କି ପୋଲିସ୍ ଇନକ୍ୱାରୀ କୁ ବନ୍ଦ କରିବା ପାଇଁ କାରଣ ପୋଲିସ୍ ଆଗରେ ଜାହା ଦେଖେ ସେହି କଥା ହିଁ କୁହେ ହେଲେ CBI ଇନକ୍ୱାରୀ ରେ ଏହାର ଭିତର କଥା କୁ ସଂମ୍ପର୍ଣ୍ଣ ଭାବେ ଜାଣି ହେବ ।

susant

ବହୁତ ବଡ ବଡ ଚେହେରା ସାମ୍ନା କୁ ମଧ୍ୟ ଆସିବ । ଏବଂ ବର୍ତମାନ ସମୟ ରେ ବହୁତ ଗୁଡିଏ ବଡ ସେଲିବ୍ରେଟି ଙ୍କ ନାମ ରେ କେଶ୍ ଦର୍ଜ କରା ସରିଛି । ହେଲେ ସେମାନଙ୍କ ବିରୋଧ ରେ କୈଣସି ବି ପ୍ରମାଣ ଆମ ପାଖରେ ନାହିଁ ସେହି ପାଇଁ ସେମାନଙ୍କୁ କିଛି କରି ହେବ ନାହିଁ । ହେଲେ CBI ଇନକ୍ୱାରୀ ରେ ସବୁ ସଢଯନ୍ତ୍ର କାରୀ ଏବଂ ସବୁ ପ୍ରମାଣ ବି ହାତ ରେ ଲାଗିବ ଏବଂ ପ୍ରକୃତ ଦୋଶୀ ଧରା ପଡିବ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *