ସୁଶାନ୍ତ ସଂ ରାଜପୁତଙ୍କ ସମ୍ପୁର୍ଣ୍ଣ ଜୀବନ କାହାଣୀ ( ବାୟୋଗ୍ରାଫି ) – ପଢିଲେ ଆଖିଲେ ଲୁହ ଆସିଜିବ

sushantttta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ପରେ ଗୋଟିଏ ବଲିଉଡ ର ଖରାପ ଖବର ମଧ୍ୟରେ ଏବେ ଆଉ ଗୋଟିଏ ଖରାପ ଖବର ଯୋଡି ଜାଇଛି । ତେବେ ଖବର ଅନୁସାରେ ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି । ଏବଂ ତାଙ୍କର ଚାକର ହିଁ ଏହି ସବୁ ର ଖବର ପୋଲିସ ଯାଏ ପହଁଚାଇଛି । ସେମିତି ରେ ଏବେ ଯାଏ ଏହି ଆତ୍ମହତ୍ୟା ଖାସ୍ କାରଣ ଜଣା ପଡି ନାହିଁ ହେଲେ ଏହି ଆତ୍ମହତ୍ୟା ର କାରଣ ଡିପରେସନ ବୋଲି ଜଣା ପଡିଛି ।

susant

ଏହି ସମୟ ରେ ତାଙ୍କର 34 ବର୍ଷ ହୋଇ ଥିବା ବେଳେ ଏହି ଖବର ସୁଣି ମୋନରଂଞନ ଜଗତ ରେ ଶୋକ ର ଛାୟା ଖେଳି ଜାଇଛି । ସେ ନିଜର କାବିଲିୟତ ବଳ ରେ ସଫଳତା ପାଇଁ ହିଁ ଜଣା ଜାଇ ଥିଲେ । ସେ ଏମିତି ଜଣେ ଅଭିନେତା ଥିଲେ ଅଭିନୟ ସହିତ ଡେନ୍ସ ରେ ବି ମାହାରଥ ହାସଲ କରି ଥିଲେ । 21 ଜାନୁଆରୀ 1986 କୁ ବିହାର ରେ ଜନ୍ମ ଗ୍ରହଣ କରି ଥିବା ଶୁସାନନ୍ତ ଙ୍କୁ ପ୍ରଥମ ରୁ ହିଁ ଅଭିନୟ ରେ ରୁଚକ ଥିଲା । ଏବଂ ଯଲ୍ଦି ହିଁ ମାଆ ଙ୍କ ମୃତ୍ୟୁ ପରେ ତାଙ୍କର ଏହି ରାସ୍ତା ବହୁତ କଠିନ ହୋଇ ଥିଲା । ହେଲେ ହାରିଲେ ନାହିଁ ସେ ପ୍ରଥମେ ସେଣ୍ଟନାର ପାଟାନା ହାଇସ୍କୁଲ ରୁ ପାଠ ପଢି ଥିଲେ । ଏବଂ ପରେ ସେ ଦିଲ୍ଲୀ କଲେଜ ଅଫ ଇଞିନିୟରିଂ ମେକାନିକାଲ ରେ ଆଡମିଶନ ନେଇ ଥିଲେ ।

susan

ସେ ନିଜର ଅଭିନୟ ସହିତ ପଠପଢା ରେ ସେ ମହାରଥ ହାସିଲ କରି ଥିଲେ । ଏବଂ ସେ ଫିଜିକ୍ସ ରେ ନେସନାଲ ଅଲମ୍ପିଆଲ ଆୱାଡ ପାଇ ଥିଲେ । ସେହି ସମୟ ରେ ତାଙ୍କର ଡେନ୍ସ ରେ ମନ ଲାଗିଲା ହେଲେ ସେହି ସମୟ ରେ ପରିବାର ଲୋକ ରାଜି ହୋଇ ନ ଥିଲେ । ହେଲେ ଫେମିଲି ର ଏଗ୍ନେଷ୍ଟ ଜାଇ ବି ସେ ସେହି ଥିଲେ ପାଦ ଦେଇ ଥିଲେ ଏବଂ ବହୁତ ଜଲ୍ଦି ସେ ଫିଲ୍ମ ଫେୟାର ଆୱର୍ଡ ପାଇ ଥିଲେ। ଏବଂ ସେହି ସମୟ ରେ ବାଲାଜୀ ଟେଲି ଫିଲ୍ମ ରୁ ଅଫର ଆସି ଥିଲା କିସ୍ ଦେଶ ମେ ହେ ମେରା ଦିଲ୍ଲୀ ସିରିଏଲ ପାଇଁ ହେଲେ ତାଙ୍କୁ ସଫଳତା ପବିତ୍ର ରିସ୍ତା ନାମକ ସୋ ରୁ ହିଁ ସଫଳତା ମିଳି ଥିଲା । ଯେଉଁ ଠାରେ ସେ ମନବ ଦେସମୁଖ ର ରୋଲ କରି ଥିଲେ । ଏବଂ ଲୋକ ମାନଙ୍କ ମଧ୍ୟ ରେ ଖୁବ୍ ନାମ କମେଇ ଥିଲେ ।

susa

ଏବଂ ପରେ ସେ 2013 ରେ କାଇ ପେଛେ ରୁ ନିଜର ଡେଭ୍ୟୁ କରି ଥିଲେ । ଏହା ପରେ ସୁଦ୍ଧ ଦେଶୀ ରୋମାନ୍ସ PK ଏହା ପରେ ଏମ ଏସ୍ ଧୋନୀ , ରାବତା , କେଦାର ନାଥ , କୋଞ୍ଚି ରେଇଆ ଏବଂ ଛିଛୋରେ ଯେମିତି ଫିଲ୍ମ ଭେଟି ଦେଇ ଥିଲେ । ହେଲେ ତାଙ୍କର ସମୟ ଏହି ସମୟ ଯାଏ ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *