ମେଡିକାଲରୁ ଦୀପାଙ୍କ ବିଷୟରେ ଆସିଲା ସାଙ୍ଘାତିକ ଖବର , ନିଶ୍ଚୟ ପଢନ୍ତୁ

deepaa-sah

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କର୍କଟ ରୋଗ ରେ ପୀଡିତ ହୋଇ ଗତ ଶନିବାର ଦିନ ଭୁବନେଶ୍ୱର କେପିଟାଲ ହସ୍ପିଟାଲ ରେ ଭର୍ତି ହୋଇ ଥିଲା ଦିପା ସାହୁ । ତେବେ ପୂର୍ବ 1 ବର୍ଷ ରୁ ତାଙ୍କ ମଧ୍ୟ ରେ ଏହି କର୍କଟ ରୋଗ ରହି ଥିବାରୁ ଇତି ମଧ୍ୟ ରେ ସେ ଶନିବାର ଦିନ ଅତ୍ୟାଧିକ ଗୁରୁତ୍ୱର ହୋଇ ଜାଇ ଥିବାରୁ । ତାଙ୍କୁ କେପିଟାଲ ହସ୍ପିଟାଲ ରେ ଅଖିଳ ଭର୍ତି କରି ଥିଲେ । ଏବଂ ଭର୍ତି କରିବା ପରେ ଅନେକ ଆଡୁ ସାହାଯ୍ୟ ରାଶି ର ସୁଅ ଛୁଟିଛି ।

deepa

ବର୍ତମାନ ସମୟ ରେ ଦିପା ସାହୁ ଙ୍କର ଅର୍ଥ ର ଅଭାବ ରହି ଥିବାରୁ ସେ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଯାଇ ପାରୁ ନାହାଁନ୍ତି । ସେହି ପରି କ୍ଷେତ୍ର ରେ ସେ ସାରା ଓଡ଼ିଶା ବାସୀ ଏବଂ ନିଜ ଫେନ୍ ମାନଙ୍କୁ ନିଜର ସକ୍ଷ୍ୟମ ଅନୁସାରେ ସାହାଯ୍ୟ ମାଗି ଥିବାର ଦେଖିବା ପାଇଁ ମିଳିଛି । ଜାହା ଫଳ ରେ ସେ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଜାଇ ପାରିବ ।

ତେବେ ଏହି ସମୟରେ ଦୀପାଙ୍କୁ ସାହାର୍ଯ୍ୟ କରିବାକୁ ଆଗକୁ ଆସିଛନ୍ତି ଅନେକ ଓଲିଉଡ କଳାକାର , ଦୀପାଙ୍କ କଥା ସୁଣବା ପରେ ଅଭିନେତ୍ରୀ ରାନୀ ପଣ୍ଡା ଦିପା ସାହୁ ଙ୍କ ପାଖରେ ପହଁଚି ଥିଲେ । ଏବଂ ତାଙ୍କର ସୁଖ ଦୁଖଃ ବୁଝି ଥିଲେ । ଏହା ପରେ ସେ ନିଜର ସକ୍ଷ୍ୟମ ଅନୁସାରେ ଦିପା ଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଦେଇ ଥିଲେ । ଆପଣ ମାନେ ବି ଏହି ସମୟ ରେ ଦିପା ସହୁ ଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ ଜାହା ଫଳ ରେ ତାଙ୍କର ଏହି ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ପାରିବ ଯେମିତି ବୋଲି ମଧ୍ୟ ରାନୀ ନିଜ ଫ୍ୟାନ ମାନଙ୍କୁ ଅନୁରୋଧ କରି କହିଥିଲେ ।

deepaaa

ସେହିପରି ଅନ୍ୟ ଓଡିଆ କଳାକାର , ଶ୍ରୀତମ୍ ଦାସ୍ , ବିଦ୍ୟୁତସ୍ମିତା, ଜିନା ପାଣିଗ୍ରାହୀ ଏବଂ ଅନେକ କଳାକାର ମାନେ ମେଡିକାଲ ଜାଇ ଦିପା ଙ୍କ ସ୍ୱାସ୍ଥ ଅବସ୍ଥା ବିଷୟ ରେ ପଚାରିବା ସହିତ ସେମାନେ କିଛି ରାଶି ପ୍ରଦାନ କରିଛନ୍ତି । ଜାହାକି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଭଲ ହେବ ବୋଲି ବିଦ୍ୟୁତ ସ୍ମିତା କହିଛନ୍ତି । ଏବଂ ତାଙ୍କର କହିବା ଅନୁସାରେ ବର୍ତମାନ ସମୟ ରେ ଦିପା ବହୁତ ସୁସ୍ଥ ହୋଇ ଗଲେଣୀ । ଏବଂ ଖୁବ୍ ଶିଘ୍ର ଫେରିବେ ମଧ୍ୟ ,

deep

ତେବେ ମେଡିକାଲରୁ ମିଳିଥିବା ସୁଚନା ଅନୁସାରେ ଦୀପା ଅଧିକ ଚିକିତ୍ସା ପାଇଁ ଏହି କିଛି ଦିନ ମଧ୍ୟରେ ମୁମ୍ବାଇ ଯିବେ ଏବଂ ସେ ନିଶ୍ଚିନ୍ତ ଶୁସ୍ତ ହୋଇ ଫେରିବେ ବୋଲି ସମସ୍ତଙ୍କର ଆଶା ଓ ବିଶ୍ୱାସ ରହିଛି , ତେବେ ଏହି ଖବର ନିଶ୍ଚିନ୍ତ ରୁପେ ତାଙ୍କର ସମସ୍ତ ପ୍ରଶମସକଙ୍କ ପାଇଁ ଏକ ଭଲ ଖବର ,ସେମିତି ରେ ଦୀପା ଙ୍କ କଥା କହିବା ସେ ବହୁତ ଆଲବମ୍ କରିବା ସହିତ କିଛି ଟେଲୀ ଧାରାବାହୀକ ରେ ବି ଦେଖିବା ପାଇଁ ମିଳିଛନ୍ତି । ତେବେ ବର୍ତମାନ ସମୟ ରେ ଦୀପା ଙ୍କ ଯେଉଁ ପରିସ୍ଥିତି ସେ ଜଲ୍ଦି ଆରୋଗ୍ୟ ଲାଭ କରନ୍ତୁ ବୋଲି ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଗୁହାରୀ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *