ଖୁସି ଖବର, ମାତ୍ର ୧୦ ଦିନରେ ଭଲ ହେବ କରୋନା, ଏହି ଖାସ୍ ମେଡିସିନ୍‌ର ପରୀକ୍ଷଣ ଦ୍ୱିତୀୟ ସୋପାନରେ , ଜଲଦି ଆସିବ ବଜାରକୁ

carona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କୋରନା କୁ ନେଇ ଆସିଲା ଆଉ ଗୋଟିଏ ବଡ ଖବର ସନଫାର୍ମା ର ଦାବୀ କି କେବଳ 10 ଦିନ ରେ ଭଲ ହେବେ କୋରନା ରୋଗୀ । ଏହି ମେଡିସିନ୍ ପରିକ୍ଷଣ ର ଦ୍ୱତୀୟ ସ୍ୱପାନ ରେ ପହଁଚି ଜାଇଛି । ତେବେ ଏହି ସବୁ କୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ଆସନ୍ତୁ ଜାଣିବା । ଏହି ଦିନ ରେ ସନଫାର୍ମା ତରଫ ରୁ ହୋଇ ଥିବା ପରିକ୍ଷଣ ରେ ଭାରତୀୟ କୋରନା ମେଡିସିନ୍ ର ପରିକ୍ଷଣ ର ଦ୍ୱତୀୟ ସ୍ୱପାନ ରେ ପହଁଚି ସାରିଛି ତେବେ ସବୁ କିଛି ଯଦି ଠିକ୍ ରୁହେ ତେବେ କେବଳ 10 ଦିନ ରେ ଭଲ ହେବ କୋରନା ।

caron

ଏମିତି ରେ ଦେଶ ର ବହୁତ ବଡ ବଡ କମ୍ପାନୀ ବି ଏହି ରୋଗ ର ମେଡିସିନ୍ ପାଇଁ ବହୁତ ଜୋର ସୋର ରେ ଅପରେସନ ଚଳେଇ ଥିବା ବେଳେ ଏହି ସବୁ ବେଳେ ସନଫାର୍ମାସିଟିକାଲ କମ୍ପାନୀ ଏକ ଗଛ ରୁ ଉତ୍ପନ୍ନ ଅର୍ଖ ଏକ୍ସେଇଜ୍ କୁ ନେଇ ଏକ ମେଡିସିନ୍ ତିଆରି କରିବା ପାଇଁ ଯାଉଛି । ଯେଉଁ ଥିରେ କୋରନା ରୋଗ ର ଚିକିତ୍ସା କରା ଜାଇ ପାରିବ । ତେବେ ଏହା ସଂମ୍ପର୍ଣ୍ଣ ପ୍ରସ୍ତୁତି ହେବା ପରେ ପରେ ଦେଶ ର 12 ଟି ସ୍ଥାନ ର ଲୋକ ମାନଙ୍କ ଉପରେ ଏହାର ପରିକ୍ଷଣ କରା ଯିବ । ଏବଂ ଏହାର ଚିକିତ୍ସା ଅବଧି 10 ଦିନ ରହିବ ।

ଏହି ସବୁ ର ଫଳାଫଳ ଅକ୍ଟୋବର ମାସ ସୁଧା ଦିଆ ଯିବ ବୋଲି କମ୍ପାନୀ କହିଛି । ତେବେ ଏହା ଡେଙ୍ଗୁ ରୋଗ ପାଇଁ କରି ସଫଳତା ମିଳି ଥିବା ବେଳେ ଏବେ ଏହାର ବ୍ୟବହାର କୋରନା ରୋଗ ରେ କରା ଯିବାକୁ ଯାଉଛି । ଏହି ଥି୍ରେ ଭୂତାଣୁ ନିରୋଧକ ରହୁ ଥିବାରୁ ଏହା କୋରନା ରୋଗ ପାଇଁ ଭଲ କାମ କରିବ ବୋଲି ସେମାନେ କହିଛନ୍ତି ।

carona

ଏମିତି ବେଳେ ନିକଟ ରେ ସ୍ପେନ କମ୍ପାନୀ ମାନେ ସବୁ ମେଡିସିନ୍ ଉପରେ ରିସର୍ଚ୍ଚ କରି ସେମାନେ ଏମମିତି ଦୁଇଟି ମେଡିସିନ୍ ର ଠାବ କରିଛନ୍ତି । ସେ ଜାହାବି ହେଉ ଯଦି ସନଫାର୍ମା କଂମ୍ପାନୀ ର ଏହି ପରି ପରିକ୍ଷଣ ର ତୃତୀୟ ସୋପାନ ଯଦି ସଂମ୍ପର୍ଣ୍ଣ ହେବ ତେବେ ଏହା କୋରନା ପାଇଁ ଗୋଟିଏ ଅମଙ୍ଗ ଅସ୍ତ୍ର ଭାବେ କାମ କରିବ ବୋଲି ସେ କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *