ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବହୁତ କମ୍ ସମୟ ରେ ବଲିଉଡ ର ଚର୍ଚ୍ଚା କୁ ଆସି ଥିବା ସ୍ମାଇଲ୍ ବୟ ସୁଶାନ୍ତ ସିହଂ ରାଜପୁତ ଙ୍କ ମୃତ୍ୟୁ କୁ ବହୁତ ଦିନ ବିତି ଗଲାଣୀ । ଏବଂ ଏହି ମଧ୍ୟ ରେ ସୁଶାନ୍ତ ସିହଂ ରାଜପୁତ ମୃତ୍ୟୁ ବହୁତ ମୋଡ ନେଲାଣୀ । ଏବଂ ନିଜେ ହାଇ ଡିପ୍ରେସନ ରେ ଆସି ସୁଶାନ୍ତ ସିହଂ ରାଜପୁତ ଏମିତି ଗୋଟିଏ ଡିସିସନ୍ ନେଲେ , ସେହି ଉପରେ ଏବେ ଏହି କଥାରୁ ଗୁମର ଫିଟିବା ପାଇଁ ଲାଗିଛି । ସେମିତି ରେ ଆପଣ ମାନଙ୍କୁ ଜଣେଇବୁ କି ଆଜି ସୁଶାନ୍ତ ସିହଂ ରାଜପୁତ ଙ୍କ ଓକିଲୋ ଏହି ଘଟଣା ର ପର୍ଦାଫାସ୍ କରି ଥିବା ଦେଖିବା ପାଇଁ ମିଳିଛି ।
ବର୍ତମାନ ସମୟରେ ଓକିଲୋ ନାମୀ ଦାମୀ କଳାକାର ଙ୍କ ବିରୋଧ ରେ ମାମଲା ରୁଜୁ କରିଛନ୍ତି । ତେବେ ଏହି ମାମଲା ବଲିଉଡ ସୁପର ଷ୍ଟାର ସଲମାନ ଖାନ୍ , ଫିଲ୍ମ ନିର୍ମାତା କୋରନ ଜୋହର , ଏକତା କୋପୁର , ଏବଂ ଆଲିଆ ଭଟ୍ଟ ଭଳି ଭଲ କଳାକାର ଏବଂ ନିର୍ଦ୍ଧେଶକ ଙ୍କ ନାମ ରେ । ସେମିତି ରେ ଏହି ତିନି ଜଣ ଏହି ଦିନ ରେ ଥାନା କୁ ଯିିବାର ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିଲା । ସେମିତି ରେ କୋରନ୍ ଙ୍କ ବିଷୟ ରେ ଓକିଲୋ କହିଛନ୍ତି କି କୋରନ ଜୋହର କିଛି ଦିନ ତଳେ ସୁଶାନ୍ତ ସିହଂ ରାଜପୁତ ଙ୍କୁ ଗୋଟିଏ ଫିଲ୍ମ ଦେଇ ଥିଲେ ଏବଂ ତାହା 2018 ରେ ରିଲିଜ୍ ହୋଇ ଥାନ୍ତା ।
ହେଲେ ପରେ ତାରିଖ ଘୁଞ୍ଚେଇ ଦେଇ ମାର୍ଚ୍ଚ 2019 ରେ ରିଲିଜ୍ କରିବେ ବୋଲି କହି ଥିଲେ । ହେଲେ ରିଲିଜ୍ ଡେଟ୍ ଆସିବା ପରେ ସେ ବଡ ପରଦା ରେ ରିଲିଜ୍ ନ କରିି ସେ ନେଟ ଫ୍ଲିକ୍ସ ରେ ରିଲିଜ୍ କରି ଥିଲେ । ଏବଂ ଏହା ପରେ ସୁଶାନ୍ତ ଙ୍କ ଫୋନ ଆଉ ଉଠେଇ ନ ଥିଲେ । ଏହା ପରେ ସଲମାନ ଙ୍କ ସହିତ ବିବାଦ ହୋଇ ଥିଲା ଏବଂ ତାଙ୍କୁ ମିଳି ଥିବା ସାତ ଟି ଫିଲ୍ମ ବି ଛଡେଇ ନିଆ ଜାଇ ଥିଲା । ଏବଂ ବ୍ରାଣ୍ଡ ପ୍ରୋମସନ ରୁ ବି ହଟେଇ ଦିଆ ଗଲା । ଫଳ ରେ ସୁଶାନ୍ତ ସିହଂ ରାଜପୁତ ମାନଶୀକ ଚାପ ରେ ରହି ଏହି ପରି ନିସ୍ପତି ନେଇ ଥିଲେ ।
ସେହି ପରି ସୁଶାନ୍ତ ଙ୍କ ଭଉଣୀ ଙ୍କ କହିବା ଅନୁସାରେ ସେ ତିନି ମାସ ହେଲା ଏଣ୍ଟି ଡିପରେସନ ର ମେଡିସିନ୍ ଖାଉ ଥିଲେ । କେବଳ ଏହି ସବୁ ପାଇଁ ବର୍ତମାନ ସମୟ ରେ ପୋଲିସ୍ ଅଧିକାଶଂ ଜଣା ସୁଣା କଳାକାର ଙ୍କୁ ଡକେଇ ପଚରା ଉଚୁରା କରୁଛିି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।