ବଡ ଖବର – ପୋଲିସକୁ ସୁଶାନ୍ତଙ୍କ ଡାଇରି ରୁ ମିଳିଲା ତାଙ୍କ ମୃତ୍ୟୁ ର ଅସଲ କାରଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସୁଶାନ୍ତ ଙ୍କ ରୁମ୍ ରୁ ପୋଲିସ୍ କୁ 5 ଟି ପର୍ସିନାଲ ଡାଇରୀ ମିଳିଛି । ତେବେ ଏହି ଡାଇରୀ ର ତଥ୍ୟ ଅନୁସାରେ ସୁଶାନ୍ତ ଙ୍କ ମୃତ୍ୟୁ ର ରହସ୍ୟ ଖୋଲା ଜାଇ ପାରିବ ବୋଲି ପୋଲିସ୍ କହିଛି । ସେମିତି ରେ ଏହି ଡାଇରୀ ଅନୁସାରେ ପୋଲିସ୍ ଲୋକ ମାନଙ୍କୁ ପଚରା ଉଚୁରା କରୁ ଥିବା ବେଳେ ଏହି ଦିନ ରେ ସୁଶାନ୍ତ ଙ୍କ ଗାର୍ଲ ଫ୍ରେଣ୍ଡ ରିଆ ଚକ୍ରବର୍ତି ଙ୍କୁ ପୋଲିସ୍ ପଚରା ଉଚୁରା କରି ସାରିଛି । ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଗତ ଜୁନ 14 ତାରିଖ ରେ ସୁଶାନ୍ତ ନିଜ ରୁମ୍ ରେ ସୁଇସାଇଟ କରି ଥିଲେ । ଆଉ ଏହାର କାରଣ ଥିଲା ଅତ୍ୟାଧିକ ମାତ୍ରା ରେ ଡିପରେସନ ।

susant

ତେବେ ଏହି ଡିପରେସନ ର କାରଣ କଣ ସେହିଥି ପାଇଁ ସୁଶାନ୍ତ ସିହଂ ରାଜପୁତ ଙ୍କ ବିଷୟରେ ପୋଲିସ ହାତ ରେ ଲାଗିଛି ପାଞ୍ଚଟି ଡାଇରୀ । ଏବଂ ଏହିଥିରୁ ଏବେ ବହୁତ ସାରା ଗୁମର ଖୋଲିବା ପାଇଁ ଲାଗିଛି । ଏହି ଡାଇରୀ ରେ ସୁଶାନ୍ତ ଙ୍କ ସହିତ ହୋଇ ଥିବା ଭଲ ଏବଂ ଖରାପ ବ୍ୟବହାର ବିଷୟ ରେ କହିଛନ୍ତି ।ତେବେ ବର୍ତମାନ ସମୟ ରେ ଶୁସାନ୍ତ ଙ୍କ ଡାଇରୀ ରେ କଣ ଖରାପ ବ୍ୟବହାର ବିଷୟ ରେ ଲେଖା ରହିଛି ସେହି ବିଷୟ ରେ ମିଡ଼ିଆ ସାମ୍ନା ରେ ପୋଲିସ କହି ନାହିଁ ।

ସେମିତି ରେ ପୋଲିସ୍ କହିଛି ଅଙ୍କିତା ଲୋଖଣ୍ଡେ ତାଙ୍କର ଜଣେ ଭଲ ସାଙ୍ଗ ଯେତେ ବେଳେ ଇଣ୍ଡଷ୍ଟ୍ରୀ ରେ କେହି ତାଙ୍କ ସହିତ ଛିଡା ହୋଇ ନ ଥିଲେ ସେ ଛିଡା ହୋଇ ଥିଲେ । ଆଉ ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ସେହି ପରି କ୍ରିତି ସାନନ୍ନ ଙ୍କ ବିଷୟ ରେ ବି ସେ ଲେଖିଛନ୍ତି ଏବଂ ସେ ବହୁତ ଭଲ ସାଙ୍ଗ ବୋଲି ସେ କହିଛନ୍ତି । ସେହି ପରି ଭାବେ ତାଙ୍କୁ ମିଳି ଥିବା 7 ଟି ଫିଲ୍ମ କେଉଁ ପରି ଭାବେ ଗୋଟି ଗୋଟି କରି ଛଡେଇ ନିଆ ଜାଇ ଥିଲା ସେହି ବିଷୟରେ ବି ସେ କହିଛନ୍ତି । ସେହିଥି ପାଇଁ ସେ ଡିପରେସନ ରେ ରହୁ ଥିଲେ ।

susan

ସେମିତି ରେ ରିଆ ଚକ୍ରବର୍ତି ଙ୍କ କହିବା ଅନୁସାରେ ସେମାନେ ବିଗତ ଦିନ ରେ ସାଥିରେ ରହୁ ଥିଲେ ହେଲେ କୈଣସି କାରଣ ରୁ ସେମାନେ ଅଲଗା ହୋଇ ଥିଲେ । ଏବଂ ପରେ ବି ସେମାନେ ମୋବାଇଲ ରେ କଥା ହେଉ ଥିଲେ ହେଲେ ପୂର୍ବ ଦିନ ସଂନ୍ଧ୍ୟା ରେ ବି ସେ ଫୋନ ରେ ମୋ ସହିତ କଥା ହୋଇ ଥିଲେ ବୋଲି ସେ ପୋଲିସ୍ କୁ କହିଛନ୍ତି ଏବଂ ରାତ୍ରୀ ର 12 ପରେ ଯେତେ ବେଳେ ସେ ମତେ ଫୋନ କରି ଥିଲେ ହେଲେ ଦୂର୍ଭାଘ୍ୟ ବଶତ ସେ ଶୋଇ ପଡି ଥିଲେ ସେହିଥି ପାଇଁ ଫୋନ ଉଠେଇ ପାରି ନ ଥିଲେ ହେଲେ ଉଠେଇ ଥିଲେ ଆଜି ହୁଏତ ସେ ବଞ୍ଚି ଥାନ୍ତେ । ଏହା କହି ସେ ପୋଲିସ୍ ସାମ୍ନା ରେ କାନ୍ଧି ପକେଇ ଥିବାର ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *