ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଏବେ ଆଉ କିଛି ବଡ ଖବର ରହିଛି । ଦ୍ୱତୀୟ ପାଳୀ ରୁ ଦ୍ୱତୀୟ ବର୍ଷ ଆରମ୍ବ ରୁ ବଡ ନିସ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ଦିନ ରେ ଦେଶ ରେ ମୈଶୁମି ପଶି ଥିବାରୁ ଦେଶ ର ଖରିଫ୍ ଚାଷ ଉପରେ ଦର ନିର୍ନୟ କରିଛନ୍ତି ମୋଦି ସରକାର । ଏବଂ ଏହି ସହିତ କୃଷି ଋଣ ପୈଠ କରିବାର ସମୟ କୁ ବି ବୃଦ୍ଧି କରାଛନ୍ତି ସରକାର । ଏବଂ ଏହା ସହିତ କିଛି ଋଣ ବି ଛାଡ଼ କରିବାକୁ ନେଇ ନିସ୍ପତି ଏଠାରେ କରିଛନ୍ତି । ତେବେ କଣ ରହିଛି ଆଜିର ଅପଡେଟ ଟି ସଂମ୍ପର୍ଣ୍ଣ ଭାବେ ଆସନ୍ତୁ ଆମେ ଜାଣି ନେବା ।
ଏହି ଦିନ ରେ ପ୍ରଧାନ ମନ୍ତ୍ରୀ ଙ୍କ ଅଦକ୍ଷ୍ୟତା ରେ କେନ୍ଦ୍ର କେବିନେଟ୍ କୃଷି ଏବଂ ଆନୁସଂଙ୍ଗୀକ କାର୍ଯ୍ୟ ପାଇଁ ବ୍ୟଙ୍କ ରୁ ନେଇ ଥିବା ଋଣ କୁ ପୈଠ କରିବା ଲାଗି କିଛି ସମୟ ସୀମା କୁ ବୃଦ୍ଦି କରେଇଛନ୍ତି । ଏହି ରିହାତି 1 ମାର୍ଚ୍ଚ 2020 ରୁ 31 ଅଗଷ୍ଟ ପର୍ଯ୍ୟନ୍ତ ପରିଶଦ କରିବାର ଥିବା ଋଣ ନିମନ୍ତ ଦିଆ ଜାଇଛି । ଏହି ଋଣ ଏବେ 31 ଅଗଷ୍ଟ ଯାଏ ଆପଣ ମାନେ ପୈଠ କରି ପାରିବେ ଏହି ଋଣ ଉପରେ ବ୍ୟଙ୍କ ମାନଙ୍କୁ 2 ପ୍ରତିଶତ ଋଣ ଛାଡ କରିବା ନିମନ୍ତେ ବି ପ୍ରସ୍ତାବ ମିଳିଛି ।
ତେବେ ଏହି ଭଳି ଭାବେ କିଛି କୃଷି ଋଣ ବି ଛାଡ ହୋଇଛି । ସେହି ପରି କୃଷି ଏବଂ ଅନୁସଂଙ୍ଗୀକ କାର୍ଯ୍ୟ ପାଇଁ ଦିଆ ଜାଇ ଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଜାହାର ଅବଧି 1 ମାର୍ଚ୍ଚ 2020 ରୁ 31 ଅଗଷ୍ଟ ପର୍ଯ୍ୟନ୍ତ ପରିଶଦ କରିବାର ରହିଛି ସେମାନଙ୍କୁ 31 ଅଗଷ୍ଟ ଯାଏ ବଢେଇ ଦିଆ ଯିବା ଫଳ ରେ କୃଷକ ମାନଙ୍କୁ ଚାରି ପ୍ରତିଶତ ବାର୍ଷିକ ସୁଧ ଏବଂ ଜୋରୀ ମାନା ବି ଛାଡ କରିବା ପାଇଁ ନିସ୍ପତି ହୋଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।