ଚୀନ ପ୍ରସ୍ତୁତ କରୁଛି କୃତ୍ରିମ ସୂର୍ଯ୍ୟ,ଏହି ବର୍ଷ ହୋଇଯିବ ଶେଷ

artificial-sun-ch

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସୂର୍ଯ୍ୟ ର କିରଣ ଲଗାତାର ଭାବେ କମୁ ଥିବା ବୈଜ୍ଞ୍ୟାନିକ ମାନେ ଲଗାତାର କହି ଆସୁଛନ୍ତି । ଏହି ବିଷୟ ରେ ନିଜେ ନାସା ମଧ୍ୟ ସୂର୍ଯ୍ୟ ବହୁତ ଜଲ୍ଦି ଦୂର୍ବଳ ହେଉ ଥିବା ର କହି ସାରିଛି । ଫଳରେ ପୃଥିବୀ ପୃଷ୍ଟ ରେ ବରଫ ର ପାହାଡ ସୃଷ୍ଟି ହେବାର ଆଶଂକା ରହିଛି । ଏମିତି କ୍ଷେତ୍ର ରେ ଚୀନ ଏବେ ମନୁଶ୍ୟ କୃତ ସୂର୍ଯ୍ୟ ର ନିର୍ମାଣ କରୁଛି । ଏହା ସୂର୍ଯ୍ୟ ଠାରୁ 13 ଗୁଣା ଆଲୋକ ଏବଂ ଅଧିକ ଉତପ୍ତ ବୋଲି ଚୀନ ଦାବୀ କରିଛି । ଏହି ଦିନରେ ଚୀନ ବୈଜ୍ଞ୍ୟାନିକ ମାନେ କୃତିମ ସୂର୍ଯ୍ୟ ପ୍ରସ୍ତୁତ କରିବାରେ ସହାୟକ ହୋଇଛନ୍ତି ।

ଏହା ଏମିତି ଗୋଟିଏ ପରମାଣୁ ଫିୟୁଜନ ଜାହା ପ୍ରକୃତ ସୂର୍ଯ୍ୟ ଠାରୁ ବି ଅଧିକ ଶକ୍ତି ଦେବ । ଏହି ପ୍ରକଳ୍ପ ସହିତ ଯୋଡିତ ଜଣେ ବୈଜ୍ଞ୍ୟାନିକ ଡୁଆନ ଜୁ କହିଛନ୍ତି ଯେ । ଚଳିତ ବର୍ଷ ସେଷ ସୁଧା ଏହା ପ୍ରସ୍ତୁତ ହୋଇ ଯିବ । ଏହି ଖବର ସାଇନ୍ସ ଆର୍ଲଟ ରେ ପ୍ରକାଶିତ ହୋଇଛି । କେବଳ ଚୀନ ନୁହେଁ ଏହିଥି ପାଇଁ ବହୁତ ଏମିତି ଦେଶ ଏବେ ଲାଗି ପଡିଛନ୍ତି । ଏହା 2012 ମସିହା ରେ ଆରମ୍ଭ ହୋଇ ଥିବା ବେଳେ ଏହାର ନାମ ହେଲା HL2M ତେବେ ଏହି ପରି ଗୋଟିଏ ସୂର୍ଯ୍୍ୟ ର ପ୍ରସ୍ତୁତତି ପାଇଁ ହାଇଡ୍ରଜେନ କୁ 5 କୋଟି ଡୀଗ୍ରୀ ସେଲିସେସସ୍ ରେ ଉତପ୍ତ କରା ଜାଇ ଥିଲା । ଏହାର ତାପମାତ୍ରା 102 ସେକେଣ୍ଡ ଯାଏ ସ୍ଥିିର ହୋଇ ରହି ଥିଲା ।

sunnn

ବାସ୍ତବ ରେ କହିବା ପାଇଁ ଗଲେ ସୂର୍ଯ୍ୟ ହାଇଡ୍ରୋଜେନ୍ ଏବଂ ହିଲିୟମ୍ ପରି ଗ୍ୟାାସ୍ ରେ କାମ କାମ କରି ଥାଏ । ଏହି ସମୟ ରେ 15 ମିଲିୟନ ସେଲିସିୟସ ର ଶକ୍ତି ମିଳେ । ହେଲେ ଏହି ଠାରେ ତିଆରି କରା ଜାଉ ଥିବା ସୂର୍ଯ୍ୟ ରୁ 200 ମିଲିୟନ ଯାଏ ଶକ୍ତି ଉତ୍ପାଦ କରି ହେଉଛି । ଅର୍ଥାତ ବାସ୍ତବ ସୂର୍ଯ୍ୟ ଠାରୁ 13 ଗୁଣ ଅଧିକ । ଏମିତି ହେଲେ ପୃଥିବା ର ଶକ୍ତି ସଂଙ୍କଟ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ପାରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *