ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବଲିଉଡ ଅଭିନେତା ସୁଶାନ୍ତ ସିହଂ ରାଜପୁତ ଙ୍କର ଆତ୍ମହତ୍ୟା ଖବର ରେ ସବୁ ଆଡେ ଚାଞ୍ଚଲ୍ୟ ଖେଳି ଜାଇ ଥିବା ବେଳେ ଲୋକ ମାନେ ଏଠାରେ ପ୍ରଶ୍ନ କରୁଛନ୍ତି କି ସେ ଏହି ପରି ଗୋଟିଏ ଡିସିସନ କଣ ପାଇଁ ନେଲେ । ଆପଣ ମାନେ ବିଶ୍ୱାସ ବି କରିବେ ନାହିଁ ଏହି ଦିନ ରେ ଉତ୍ତର ପ୍ରଦେଶ ର ଦରିଲି ରେ ଜଣେ ଦଶମ ଶ୍ରେଣୀ ର ଛାତ୍ର ଶୁସାନ୍ତ ସିହଂ ଙ୍କ ଆତ୍ମହତ୍ୟା ର ଖବର ସୁଣିବା ପରେ ନିଜେ ମଧ୍ୟ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ଏବଂ ସେ ସୁସାଇଟି ନୋର୍ଟ ରେ କହିଛନ୍ତି କି ଆମର ପ୍ରିୟ ଅଭିନେତା ସୁଶାନ୍ତ ସିହଂ ରାଜପୁତ ଆତ୍ମହତ୍ୟା କରି ପାରିବେ ତେବେ ମୁଁ କଣ ପାଇଁ ନୁହେଁ ।
ଏମିତି ରେ ଏହା ସହିତ ସେ ସେହି ଥିରେ ଅନ୍ୟ କିଛି ବି କାରଣ ଲେଖି ଥିଲେ କି ତାଙ୍କର କିନ୍ନର ଭଳି ଲକ୍ଷ୍ୟଣ ଥିଲା । ଏବଂ ତାଙ୍କର ଦେହ ବି ଝିଅ ଙ୍କ ମୁହଁ ସହିତ କିଛି ପରିମାଣ ରେ ମିଶି ଯାଉ ଥିଲା । ଜାହା ଫଳ ରେ ଲୋକ ମାନେ ତାଙ୍କୁ ବହୁତ ଥଟ୍ଟା କରୁ ଥିଲେ । ଏବଂ ଏହି ସମୟ ରେ ସେହି ପିଲା ର ଆତ୍ମହତ୍ୟା ର ଖବର ପାଇବା ପରେ ପୋଲିସ୍ ସେହି ଠାରେ ଇନଭେଷ୍ଟି କେସନ ବର୍ତମାନ ସମୟ ରେ ଚାଲିଛି । ସେମିତି ରେ ଆତ୍ମହତ୍ୟା କରି ଥିବା ପିଲା ର ବାପା ମୋବାଇଲ ରିପିୟାର କମ୍ପାନୀ ଚଳେଇ ଥାନ୍ତି । ଏବଂ ତାଙ୍କର ମାଆ ଅନେକ ଦିନ ଆଗରୁ ମୃତ୍ୟୁ ବରଣ କରି ଜାଇ ଥିଲେ । ଏବଂ ଛାତ୍ର ମୃତ୍ୟୁ ବରଣ କରିବା ପୂର୍ବ ରୁ ଲେଖି ଜାଇ ଥିଲେ ତାଙ୍କର ମୁହଁ ଝିଅ ଙ୍କ ପରି ଲାଗେ ଏବଂ ସେହିଥି ପାଇଁ ଲୋକ ମାନେ ଥଟ୍ଟା କରନ୍ତି ।
ଏବଂ ଏବେ ତାଙ୍କୁ ମଧ୍ୟ ଲାଗିଲାଣୀ ସେ କିନ୍ନର ବୋଲି । କାରଣ ତାଙ୍କର କଥା ବର୍ତା ଏବଂ ବ୍ୟବହାର ଟିକିଏ ଝିଅ ଙ୍କ ପରି । ଏବଂ ଏବେ ଆତ୍ମହତ୍ୟା କରିବା ଛଡା ଆଉ କିଛି ତାଙ୍କ ପାଖରେ ରାସ୍ତା ନାହିଁ ବୋଲି ସେହି ସୁଇସାଇଟି ନୋର୍ଟ ରେ ଲେଖି ଜାଇ ଥିିବାର ପୋଲିସ କହିଛି । ଏବଂ ସେମିତି ରେ ସେ ଏହି କଥା ବି ଲେଖି ଥିିବାର ଜଣା ପଡିଛି କି ସେ ଯଦି ଆତ୍ମହତ୍ୟା କରି ନ ଥାନ୍ତେ ତେବେ ବାପା ଙ୍କ ଜିବନ ଜୀବିକା ନଷ୍ଟ ହୋଇ ଜାଇ ଥାନ୍ତା ।
ତେବେ ସେହି ପିଲା ଜଣେ ସିଙ୍ଗର ଥିବା ବେଳେ ସେ ପିଲା ମାନଙ୍କୁ ଆର୍ଟ ଶିଖେଇବା ପାଇଁ ଚାହୁଁ ଥିଲେ । ଏହା ସହିତ ଭଲ ଆର୍ଟ ମଧ୍ୟ କରୁ ଥିଲେ ବୋଲି ସେ କହିଛନ୍ତି । ତେବେ ସେମିତି ବେଳେ ଏହି ଭଳି ଗୋଟିଏ ଷ୍ଟେପ୍ ତାଙ୍କର ପରିବାର କୁ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ଦେଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।