ସୂର୍ଯ୍ୟ ପରାଗ ପେର ଆଜିଠାରୁ ଏହି 5ଟି ରାଶିରେ ହେବ ଧନର ବର୍ଷା |

sollar-e

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷ  21 ଜୁନ୍ ମାନେ  ରବିବାର ବଜୟ ଅମାବାସ୍ୟା ଦିନ ହିଁ ସୂର୍ଯ୍ୟ ପରାଗ ଲାଗି ଥିଲେ । ତେବେ ଏଠାରେ ଖାସ୍ କଥା ହେଲା କି ଏହା ଭାରତ ସହିତ ଓଡ଼ିଶା ରେ ବି ଦୃଷ୍ୟ ମାନ ହୋଇଥିଲା , ହେଲେ ଓଡିଶାରେ ଆକାଶ ମେଘାଛନ୍ନ ଥିବାରୁ ଲୋକ ଏହା ଦେଖିବାକୁ ପାଇ ନଥିଲେ । ଯେତେ ବେଳେ ଚନ୍ଦ୍ରମା ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ରେ ଆସି ଜାଇ ଥାଏ ତେବେ ସେହି ସମୟ ରେ ଏମିତି ସୂର୍ଯ୍ୟ ପରାଗ ହୋଇ ଥାଏ । ସେମିତି ରେ ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟ କୁ ଗ୍ରହଣ ଲାଗିବା ଅଶୁଭ ହୋଇ ଥାଏ । ଏହି ସୂର୍ଯ୍ୟ ପରାଗ 21 ଜୁନ ରବିବାର ସକାଳ 10.38 ମିନିଟ ରୁ ଆରମ୍ଭ ହୋଇ ଏବଂ 2.09 ମିନିଟ ଯାଏ ଏହା ଚାଲୁ ରହି ଥିଲା ।

sollar-eclipsess

ସେମିତି ରେ ଜ୍ୟତିଷ ମାନଙ୍କ ମତ ରେ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ବହୁତ ରାଶି ମାନଙ୍କ ଉପରେ ପଡେ ଏବଂ ଏହା ଭଲ ବି ହୋଇ ଥାଏ ଏବଂ ଖରାପ ବି ହୋଇ ଥାଏ ତେବେ ଆସନ୍ତୁ ଜାଣି ନେବା ଏହି ଠାରେ କେଉଁ 5 ଟି ରାଶି ମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡିଛି ।

ପ୍ରଥମେ ରହିଛି ମେଷ ରାଶି

ଏହି ରାଶି ଉପରେ ସୂର୍ଯ୍ୟ ପରାଗ ବହୁତ ଭଲ ରେ କିଟବ ଏବଂ ପରାଗର ପରେ ପରେ ଏମାନଙ୍କୁ କୈଣସି ଏକ ନୂତନ ବାଟ ର ଶୁଭାରମ୍ଭ ହେବ । ସମସ୍ତ କ୍ଷତ୍ରରେ ଏମାନଙ୍କ ପଥ ଭଲ ରହିବ , ଲାଗି ରହିଥିବା ସବୁ ଅସୁବିଧା ଦୁରେଇ ଯିବ , ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ସବୁବିଧା ସୁୟୋଗ ମିଳିବ , ବହୁତ ଦିନରୁ ଅଟକି ରହିଥିବା କାମର ସମାପନ ହେବ

sollar-ecliipp

ଏହା ପରେ ରହିଛି ବୃଷ ରାଶି । ଏହି ରାଶି ର ଜାତକ ରେ ସୂର୍ଯ୍ୟ ପରାଗ ତୃତୀୟ ଭାଗ ରେ ପଡୁଛି । ଜାହା କିଛି ପରିମାଣ ରେ ଏମାନଙ୍କୁ ସାକାରାତ୍ମକ ପରିଣାମ ଦେଇ ପାରେ । ଏହି ସାକାରାତ୍ମକ ପରିଣାମ ବଢେଇବା ପାଇଁ ଓଁ ଦୁମ୍ ଦୂର୍ଗାୟ ମନଃ ଜପ କରିବା ପାଇଁ ପଡିବ । ମିଥୁନ ରାଶି । ଏହି ସୂର୍ଯ୍ୟ ପରାଗ ଆପଣ ମାନଙ୍କ ଭାଗ୍ୟ କୁ ପ୍ରଭାବିତ କରିବ । ତେବେ ଆପଣ ମାନେ ଏହାର ପ୍ରଭାବ କମେଇବା ପାଇଁ ନଜର ଇଷ୍ଟ ଦେବ ଙ୍କୁ ପୂଜା କରନ୍ତୁ । କର୍କଟ ରାଶି । ଏହି ରାଶି ଉପରେ ସୂର୍ଯ୍ୟ ପରାଗ ର ପ୍ରଭାବ ବହୁତ ଅଶୁଭ ପଡିବ । ତେବେ ଆପଣ ମାନେ ସୂର୍ଯ୍ୟ ପରାଗ ପର ଦିନ  ହିଁ ଗଣେଷ ଙ୍କୁ ସିନ୍ଧୁର ଅର୍ପଣ କରିବା ପାଇଁ ପଡିବ ।

ସିହଂ ରାଶି ର ଲୋକ ମନଙ୍କ ପାଇଁ ପଞ୍ଚମ ଭାଗ ରେ ଲାଗି ରହି ଥିବା ବେଳେ ଏମାନଙ୍କ ପାଇଁ ଏହା ଶୁଭ ରହିବ , ଏମାନଙ୍କୁ ସବୁ କାମରେ ସଫଳତା ମିଳିବ । କନ୍ୟା ରାଶି । ଏହା ସୂର୍ଯ୍ୟ ପରାଗ ର ଷଷ୍ଠ ଭାଗ ରେ ରହିବ । ଆପଣଙ୍କ ପାଇଁ ସୂର୍ଯ୍ୟ ପରାଗ ବହୁତ ମାମଲା ରେ ଶୁଭ ପରିଣାମ ଦେବ । ସେହି ପରି ତୁଳା ରାଶି ର ସୂର୍ଯ୍ୟ ପରାଗ ସପ୍ତମ ଭାଗ ରେ ଲାଗିବ । ଜାହା ସେମାନଙ୍କ ବୈବାହିକ ଜିବନ ରେ ପ୍ରତିକୂଳ ପ୍ରଭାବ ପକେଇବ । ତେବେ ଏହି ସମୟ ରେ ଓଁ ନମଃ ଭଗବତେ ବାସୁ ଦେବାୟ ନମଃ ଜପ କରନ୍ତୁ ଶୁଭ ଫଳ ମିଳିବ । ବିଛା ରାଶି ର ଦ୍ୱାଦଶ ଭାଗ ରେ ପଡିବା ପାଇଁ ଥିବା ବେଳେ ଆପଣ ମାନଙ୍କ ଖର୍ଚ୍ଚ ବଢିବା ପାଇଁ ଯାଉଛି । ଧନୁ ରାଶି ର ଲୋକ ମାନଙ୍କର ଲାଭ ଭାଗ ଉପରେ ଏହି ସୂର୍ଯ୍ୟ ପରାଗ ପଡିବ ।ତେବେ କ୍ଷେତି ହେବାର ସମ୍ଭାବନା ରହିଛି ।

sollar-eclip

ମକର ରାଶି । ଏମାନଙ୍କୁ ସୂର୍ଯ୍ୟ ପରାଗ ଶୁଭ ପ୍ରାପ୍ତି କରିବା ସହିତ ଏମାନଙ୍କୁ ଅଧିକ ଉପାୟ ର ଆବଶ୍ୟକତା ନାହିଁ । କୁମ୍ଭ ରାଶି ଆପଣଙ୍କ ଉପରେ ଦ୍ୱତୀୟ ଭାଗ ରେ ପଡି ଥିବା ବେଳେ ଆପଣ ମାନଙ୍କୁ ଆଂଶୀକ ସମସ୍ୟା ର ସାମ୍ନା କରିବା ପାଇଁ ପଡିବ । ମୀନ ରାଶି ର ଦଶମ ସ୍ଥାନ ରେ ପଡୁ ଥିବା ବେଳେ ଏମାନଙ୍କ ପିତା ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *