୯ ଦିନ ପରେ ଖୋଲିଲା ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ ସିସି ଟିଭି କ୍ୟାମେରା ରୁ , ଏବେ ଦୋଶୀ ଯିବେ ଜେଲ

ccttv

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ସୁଶାନ୍ତ ସିହଂ ରାଜ ପୁତଙ୍କ ଆତ୍ମହତ୍ୟା ର 10 ଦିନ ହୋଇ ଗଲାଣୀ । ବର୍ତମାନ ସମୟରେ ସୁଶାନ୍ତ ସିହଂ ରାଜ ପୁତ ଙ୍କ ଏକ୍ସ ଗାର୍ଲ ଫ୍ରେଣ୍ଡ ରିଆ ଚକ୍ରବର୍ତି ଙ୍କ ନାମ ରେ କେସ୍ ଦର୍ଜ ହୋଇ ସାରିଛି । କିନ୍ତୁ ବର୍ତମାନ ସମୟ ରେ ଦୁଖଃ ଖବର ଯେ ଏହି ବିଷୟ ରେ ପୋଲିସ୍ କୁ କିଛି ବି ସୁରାଖ ମିଳି ନାହିଁ । ସେହି ପରି ବେଳେ ସୁଶାନ୍ତ ସିହଂ ରାଜ ପୁତ ଯେଉଁ ବଙ୍ଗଳା ରେ ମୁମ୍ବାଇ ରେ ରହୁ ଥିଲେ ସେଠାରେ ରହି ଥିବା CCTV ଫୁଟେଜ୍ କୁ ଏହି ସମୟ ରେ ପୋଲିସ୍ ଜବତ୍ କରିଛି । ଏବଂ ସେହି CCTV ରୁ କଣ ପୋଲିସ୍ କୁ କ୍ଲ ମିଳିଛି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଆଜି କହିବୁ ।

susantaa

ସୁଶାନ୍ତ ସିହଂ ରାଜ ପୁତ ଯେଉଁ ବଙ୍ଗଳା ରେ ରହୁ ଥିଲେ ମୁମ୍ବାଇ ରେ ସେଠି ସେ ନିଜର ଗାର୍ଲ ଫ୍ରେଣ୍ଡ ଙ୍କ ସହିତ ରହୁ ଥିଲେ । ହେଲେ ତାଙ୍କର ଆତ୍ମହତ୍ୟା ର ଗୋଟିଏ ସପ୍ତାହ ପୂର୍ବ ରୁ ତାଙ୍କର ଗାର୍ଲ ଫ୍ରେଣ୍ଡ ରିଆ ଚକ୍ର ବର୍ତି ଆଉ ସେହି ଠାରେ ରହି ନ ଥିଲେ । ଆଉ ଆପଣ ମାନଙ୍କୁ କହିବୁ ସୁଶାନ୍ତ ସିହଂ ରାଜ ପୁତ ଙ୍କ ରୁମ୍ ର ଡୁପ୍ଲିକେଟ୍ ଚାବି ଟି ବର୍ତମାନ ସମୟ ରେ ମିଶିଂ ରହିଛି । ଏବଂ ଏହି ବିଷୟ ରେ ଯେତେ ବେଳେ ରିଆ ଙ୍କୁ ପଚରା ଜାଇ ଥିଲା ତେବେ ସେ କହି ଥିଲେ କି ଏହା ବହୁତ ଦିନ ରୁ ହଜି ସାରିଛି । ସେହି ପରି ସୁଶାନ୍ତ ସିହଂ ରାଜ ପୁତ ଙ୍କର CCTV କୁ ଚେକ୍ କରା ଜାଇ ଥିଲା ତେବେ ସେହି ଠାରେ ଦେଖିବା ପାଇଁ ମିଳି ଥିଲା କି ଯେଉଁ ଦିନ ସୁଶାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ଥିଲେ ସେହି ଦିନ ର ପୂର୍ବ ରାତ୍ରୀ ରେ ସେହି ଘରେ ଗୋଟିଏ ପାର୍ଟି ହୋଇ ଥିଲା ।

ଯେଉଁ ଥିରେ ତାଙ୍କର ବହୁତ ଗୁଡାଏ ସାଙ୍ଗ ଆସି ଥିଲେ । ହେଲେ ଯେଉଁ ଦିନ ସୁଶାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ଥିଲେ ସେହି ଦିନ ଏହି CCTV ଖରାପ ହୋଇ ଜାଇ ଥିଲା । ଏବଂ ସେହି ଦିନ ରେ କୈଣସି ବି ଫୁଟେଜ୍ ପୋଲିସ୍ ପାଖରେ ନାହିଁ । ସେହିଥି ପାଇଁ ଏହି ଥି୍ରୁ ଜଣା ପଡୁଛି କି ତାଙ୍କ ବିପକ୍ଷ ରେ କୈଣସି ନା କୈଣସି ସଢଯନ୍ତ୍ର ଚାଲି ଥିଲା

susan

ଏବଂ ଏହି ବିଷୟ ରେ ମୋନଜ ତିୱାରୀ ମହାରାଷ୍ଚ୍ର ସରକାର ଙ୍କୁ ଚିଠି ଲେଖି କହିଛନ୍ତି କି ଏହାକୁ CBI ଇନକ୍ୱାରୀ କରିବା ପାଇଁ ତେବେ ଜାଇ ଅସଲ ଦୋଷୀ ଧରା ପଡିବ । ସେହି ପରି ଏହି ବିଷୟ ରେ ସୁଶାନ୍ତ ଙ୍କ ପରିବାର ବି ପୋଲିସ୍ କୁ ରିକ୍ୱେଷ୍ଟ କରିଛନ୍ତି ଏହାର ଇନଭେଷ୍ଟି କେସନ ପାଇଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *