27 ବର୍ଷ ପରେ ଏବେ ଏତେ ସୁନ୍ଦର ଦେଖା ଯାଉଛନ୍ତି ଶ୍ରୀକୃଷ୍ଣ ସିରିୟଲ ର ଯଶୋଦା , ଦେଖନ୍ତୁ ଫଟୋ

yaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ଦୂରଦର୍ଶନ ରେ ପୁଣି ଆରମ୍ଭ ହୋଇ ଥିବା ଶ୍ରୀକୃଷ୍ଣ କୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ଏହି ସିରିଏଲ ରେ ଶ୍ରୀକୃଷ୍ଣ ର ରୋଲ ସର୍ବଦାଣ୍ଡୀ ବାନାର୍ଜି ନିଭେଇ ଥିଲେ । ଏବଂ ଯୋଶଦା ର ରୋଲ ଦାମିନୀ କୋନଭଲ ସେଠୀ କରି ଥିଲେ ଏହି ସିରିଏଲ ରେ ଶ୍ରୀକୃଷ୍ଣ ର ରୋଲ ସର୍ବଦାଣ୍ଡୀ ବାନାର୍ଜି ଙ୍କୁ ଯେତେ ଲୋକ ପ୍ରିୟତା ମିଳଶି ଥିଲା ସେତିକି ପରିମାଣ ରେ ଲୋକ ପ୍ରିୟତା ଦାମିନୀ କୋନଭଲ ସେଠୀ ଙ୍କୁ ବି ମିଳି ଥିଲା ।

yosadha

ଯଦି ଆମେ ବର୍ତମାନ ସମୟ ରେ ଦାମିନୀ କୋନଭଲ ସେଠୀ ଙ୍କ ବିଷୟ ରେ କହିବା ସେ ବର୍ତମାନ ସମୟ ରେ ନିଜର ପ୍ରୋଡକ୍ଟସନ ହାଉସ୍ ଚଳେଇ ଥାନ୍ତି । ଏବଂ ଆଜିର ଦିନ ରେ ସେ ଜଣେ ସଫଳ ପ୍ରଡ୍ୟୁସର ରୂପେ ଜଣା ଜାଆନ୍ତି ।

yosaa

ଏମିତି ବେଳେ ଏହି ଦିନ ରେ ଦାମିନୀ କୋନଭଲ ସେଠୀ ଙ୍କ ଗୋଟିଏ ଫୋଟ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଗୁଡ଼ିଏ ଚର୍ଚ୍ଚା ହୋଇ ଥିଲା ଯେଉଁ ଠାରେ ସେ ନିଜର ସେହି ସମୟ ର ମାନେ ଯୋଶଦା ସମୟ ର ଫୋଟ ଏବଂ ବର୍ତମାନ ସମୟ ର ଫୋଟ କୁ ସେ ସୋସିଆଲ ମିଡ଼ିଆ ରେ ଛାଡି ଥିଲେ ଏବଂ କହି ଥିଲେ ମୁଁ ନିଜକୁ ହିଁ ଚିହ୍ନି ପରିଲି ନାହିଁ ।

yosa

କଣ ଆପଣ ମାନେ ଏହାକୁ ଚିହ୍ନି ପାରିଲେ କୁହନ୍ତୁ ଏହାକୁ ଦେଖିବା ପାଇଁ ବର୍ତମାନ ସମୟ ରେ ବି ଦୂରଦର୍ଷନ ରେ ଭୀଡ ଦେଖିବା ପାଇଁ ମିଳୁଛି । ତେବେ ଆପଣ ମାନଙ୍କୁ ଦାମିନୀ କୋନଭଲ ସେଠୀ ଙ୍କ ଅଭିନୟ କେମିତି ଲାଗିଲା ଯୋଶଦା ରୋଲ ରେ ଆପଣ ମାନେ ଆମଙ୍କୁ କେମେଣ୍ଟ କରନ୍ତୁ । ତଥା ଆମର ଏହି ସବୁ ସୂଚନା ଆପଣ ମାନଙ୍କୁ କେଉଁ ପରି ଲାଗୁଛି ଆପଣ ମାନେ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ପାରିବେ । କେମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *