ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭୟ ଦେବଲ ଖୋଲିଲେ ବଲିଉଡର କଳା ସତ୍ୟା , ପଢିଲେ ରାଗରେ ଲାଲ ହୋଇଯିବେ ଆପଣ

SUSH

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସୁଶାନ୍ତ ସିହଂ ରାଜପୁତ ଙ୍କ ମୃତ୍ୟୁ ପରେ ଏବେ ଅଭୟ ଦେୱଲ ବି ନେପୁଟିଜମ୍ ମାମଲା ରେ ମୁହଁ ଖୋଲିଛନ୍ତି । ତେବେ କଣ ସବୁ କହିଛନ୍ତି ଏହି ନେପୁଟିଜମ୍ ଉପରେ ଅଭୟ ଦେୱଲ ଆପଣ ମାନଙ୍କୁ କହିବୁ । ତେବେ ବର୍ତମାନ ସମୟରେ ସୁଶାନ୍ତ ସିହଂ ରାଜପୁତ ଙ୍କ ମୃୃତ୍ୟୁ ପରେ ପରେ ଅଧିକାଶଂ ଅଭିନେତା ମାନେ ନିଜ ନିଜର ରାୟ ଏବେ ରଖୁଛନ୍ତି ।

susant

ଏହି ମଧ୍ୟ ରେ ବଲିଉଡ ଅଭିନେତା ଅଭୟ ଦେୱଲ ବି ମୁହଁ ଖୋଲିଛନ୍ତି ସେ ଏହି ଦିନ ରେ ଗୋଟିଏ ମିଡ଼ିଆ ରେ କହିଛନ୍ତି କି ସୁଶାନ୍ତ ଙ୍କ ମୃତ୍ୟୁ ଏବେ ମେତେ କହିବା ପାଇଁ ମଜବୁର କରି ସାରିଛି । ଏହା ମୋର ପ୍ରଥମ କହିବା ନୁହେଁ ବରଂ ଏହା ପୂର୍ବ ରୁ ମୁଁ ଏହି ଉପରେ ବହୁତ ଥର କହି ଆସିଛି । ମତେ ଏହି କଥା ର ବହୁତ ଦୁଖଃ ଅଟେ କି କାହାକୁ ଜଗେଇବା ପାଇଁ କାହାକୁ ନିଜର ଜିବନ ହରେଇବା ପାଇଁ ପଡିଲା । ହେଲେ ମତେ ଖୁସୀ ହେଉଛି କି ଲୋକ ମାନେ ଏବେ ଏହି କଥା ଉପରେ ଧ୍ୟାନ ଦେଉଛନ୍ତି । ସେ କେବଳ ଇଣ୍ଡଷ୍ଟ୍ରୀ ବାହାରେ ନୁହେଁ ବରଂ ଭିତରୁ ବି ପରିବର୍ତନ ସେ ଚାହୁଁଛନ୍ତି ।

ସେହି ପରି ବେଳେ ଅଭୟ ଦେୱାଲ ଏହି ସମୟ ରେ ସୋସିଆଲ ମଡ଼ିଆ ରେ ନିଜର ଫିଲ୍ମ ଜିନ୍ଦେଗୀ ନା ମିଲେଗୀ ଦୁବାରା ର ଫୋଟ ବି ସେୟାର କରିଛନ୍ତି । ସେ ସେଠାରେ କହିଛନ୍ତି କି ଯେତେ ବେଳେ 2011 ରେ ଏହି ଫିଲ୍ମ ଟି ଯେତେ ବେଳେ ରିଲିଜ୍ ହୋଇ ଥିଲା ତେବେ ସେହି ସମୟ ରେ ଏହି ଫିଲ୍ମ ର ଆୱାର୍ଡଡ ପାଇଁ ବହୁତ ଡିମୋଟିବେଟ୍ କରା ଜାଇ ଥିଲା । ଏବଂ ସେହି ସମୟ ରେ ହ୍ରିତିକ୍ ରୋସନ କୁ ଲିଡ୍ ରୋଲ ପାଇଁ ନୋମିନେଟ୍ କରା ଜାଇ ଥିଲା ।ହେଲେ ବଲିଉଡର ଆୱାଡ ସୋ ମାନେ ଭଲ ଫିଲ୍ମକୁ ଆୱାଡ ନ ଦେଇ ପଇସା ନେଇ ଅଲଗା ଫିଲ୍ମକୁ ଆୱାଡ ଦେଇ ଦେଇଥିଲେ ,

ABHYA-DEOL

ତେବେ ବର୍ତମାନ ସମୟ ରେ ଏହି ଉପରେ ସୋସିଆଲ ମିଡ଼ିଆ ରେ ବେହେସ୍ ଆରମ୍ଭ ହୋଇ ସାରିଛି । ତେବେ ଏହା ଉପର ଆପଣ ମାନଙ୍କ ରାୟ କଣ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *