ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆକାଶ ରୁ ଖସିଲା ରହସ୍ୟ ମୟ ପଥର ଖଣ୍ଡ । ଏବଂ ଏହାର ଶବ୍ଦ ଦୁଇ କିଲୋ ମିଟର ଯାଏ ଶୁଣା ଗଲା । ଏହା ରଜସ୍ତାନ ଜୟ ପୁର ରେ ପଡି ଥିବା ପଥର ଅଟେ। ପ୍ରଚଣ୍ଡ ଶବ୍ଦ ରେ ପୁରା ଅଂଚଳ ରେ ଖେଳି ଗଲା ଆତଙ୍କ । ତେବେ ବର୍ତମାନ ସମୟ ରେ କେହି ଏହାକୁ ଉଲ୍କା ପିଣ୍ଡ କହୁ ଥିବା ବେଳେ କେହି ଏହାକୁ ମୋର୍ଟାଲର ବୋଲି କହୁଛନ୍ତି । ଏପରି କି କିଛି ଲୋକ ମାନେ ଏହାକୁ ବିମାନ ର ଭଗ୍ନାଅଂଶ ବୋଲି କହୁଛନ୍ତି । ତେବେ ଏହି ରହସ୍ୟ ମୟ ପଥର ଖଣ୍ଡ ବାସ୍ତବ ରେ କଣ ତାହା ଏବେ ଯାଏ ପ୍ରଷ୍ଟ ହୋଇ ନାହିଁ ।
ମଳି ଥିବା ସୂଚନା ଅନୁସାରେ ରାଜସ୍ତାନ ର ଜୟ ପୁର ର ନ୍ୟୁ ଗାୟତ୍ରୀ କଲେଜ୍ ସାମ୍ନା ରେ ଶୁକ୍ରବାର ସକାଳ 7 ଟା ସମୟ ରେ ଆକାଶା ରୁ ପ୍ରଚଣ୍ଡ ଶବ୍ଦ ହେବାର ସୁଣିବା ପାଇଁ ମିଳି ଥିଲା .। ଏହା ଅତି ଖୀପ୍ର ଗତି ରେ ମାଟି ରେ 2 ରୁ 3 ଫୁଟ ତଳକୁ ପୋତି ହୋଇ ଜାଇ ଥିଲା । ଏମିତି ରେ ଲୋକ ମାନେ ଏହା ପରେ ଭୀଡ ସେଠାରେ ଜମେଇ ସେହି ପଥର କୁ ଦେଖିବାରେ ଲାଗି ଥିଲେ ହେଲେ ଏହି ଉକ୍ତ ପଥର ବିଷୟ ରେ ପୋଲିସ୍ କୁ ଜଣା ପଡିବା ପରେ ସେମାନେ ଆସି ଏହି ରହସ୍ୟ ମୟ ଧାତୁ କୁ ଉଦ୍ଧାର କରି ଥିଲେ । ଏପରି କି ଏହା ମାଟିରେ ପଡିିବାର 3 ଘଣ୍ଟା ଯାଏ ଉତପ୍ତ ହୋଇ ରହି ଥିଲା।
ଏହା କୈଣସି ବିସ୍ଫୋର୍କ ସାମଗ୍ରୀ କହି ଲୋକ ମାନଙ୍କୁ ଦୂରେଇ ରହିବା କୁ କହି ଥିଲା ପୋଲିସ୍ ଏବେ ଏହାର ଜାଞ୍ଚ ଚାଲିଛି । 2.5 କିଲୋ ରୁ ଅଧିକ ଓଜନ ବିଶିଷ୍ଟ ଏବଂ ସଂମ୍ପର୍ଣ୍ଣ ଭାବେ କଳା ରଙ୍ଗ ର ଦେଖା ଦେଉ ଥିବା ଏହି ପଥର ପଡିବା ପରେ ମାଟି ରେ ଗର୍ତ ସୃଷ୍ଟି ହୋଇ ଥିଲା । ଏବେ ଲୋକ ମାନେ ଏହାକୁ ରହସ୍ୟ ମୟ ପଥର ବୋଲି କହିବାରେ ଲାଗିଛନ୍ତି ।
ସେମିତି ସାଧାରଣ ଭାବେ ଆକାଶ ରୁ ପଡୁ ଥିବା ଉଲ୍କା ପଡିବା ସମୟ ରେ ହିଁ ବାୟୁ ମଣ୍ଡଳ ରେ ଜଳି ଜାଇ ଥାଏ । ହେଲେ ଯେଉଁ ଗୁଡିକ ବାୟୁ ମଣ୍ଡଳ ରେ ଜଳେ ନାହିଁ ତାହାକୁ କୋଚିନୋକ ବୋଲି କୁହା ଯାଏ । ତେବେ ଏହା ସାଧାରଣ ଭାବେ କିଛି ଅଲଗା ହୋଇ ଥାଏ ଏବଂ ବାୟୁ ମଣ୍ଡଳ ରେ ଜଳେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।