ବଡ ଖୁସିର ଖବର, ବାହା ହେଲେ ହିରୋଇନ ଗାର୍ଗୀ ମହାନ୍ତି, ଜାଣନ୍ତୁ କାହାକୁ ହେଲେ ବାହା ଦେଖନ୍ତୁ

gargi-mohanty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଶେଷ ରେ ବିବାହ ବନ୍ଧନ ରେ ବାନ୍ଧି ହେଲେ ଗାର୍ଗୀ ମହାନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ସେ କାହାକୁ ବିବାହ କରିଛନ୍ତି । ତେବେ ବହୁତ ପ୍ରତିକ୍ଷା ର ଅନ୍ତ ଘଟେଇ ନିଜର ପ୍ରିୟତମା ର ହାତ ଧରିଛନ୍ତି । ଓଲିଉଡ ର ଚୁଲବୁଲି ନାୟିକା ଗାର୍ଗୀ ମହାନ୍ତି । ଏହି ଦିନରେ ସେ ନିଜର ବନ୍ଧୁ ରବିନ୍ଦ୍ର ଙ୍କୁ ନିଜର ଜିବନ ସାଥି ଭାବେ ବାଛି ନେଇଛନ୍ତି । ଏହି ସମୟ ରେ ଲକଡାଉନ ରେ ଦୁଇ ପରିବାର ର ସହମତି ମଧ୍ୟ ରେ ହିଁ ଏହି ବିବାହ କାର୍ଯ୍ୟ କର୍ମ ଆରମ୍ଭ ହୋଇ ଥିଲା ।

garrr

ତେବେ ବହୁତ ଦିନରୁ ଗାର୍ଗୀ ଙ୍କ ଫ୍ୟାନ୍ ମାନେ ଯେଉଁ ଜିବନ ସାଥି ଙ୍କୁ ଦେଖିବା ପାଇଁ ଛାହୁଁ ଥି୍ଲେ । ତାଙ୍କୁ ସମସ୍ତ ଙ୍କ ସାମ୍ନା କୁ ଆଣିଛନ୍ତି ନିଜେ ଗାର୍ଗୀ । ତେବେ ଗାର୍ଗୀ ଅନେକ ଚଳଚିତ୍ର ତଥା ଅନେକ ଟିଭି ଧାରା ବାହିକ ରେ କାର୍ଯ୍ୟ କରି ଅନେକ କ୍ଷ୍ୟାତି ଅର୍ଜନ କରିଛନ୍ତି । ଉଭୟ ଧାରାବାହୀକ ଏବଂ ସିନେମା ରେ ଲୋକ ମାନେ ତାଙ୍କୁ ଦେଖିବା ପାଇଁ ବହୁତ ଉତ୍ସକ ରହି ଥିବାର ଜଣା ପଡିଛି ।

gargi

ସେ ବହୁତ କମ୍ ଦିନ ମଧ୍ୟ ରେ ଲୋକ ମାନଙ୍କର ଅତି ପ୍ରିୟ ମଧ୍ୟ ପାଲଟି ପାରି ଥିଲେ । ତେବେ ଏହି ହିରୋଇନ ଜଣଙ୍କ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାଙ୍କର ବନ୍ଧୁ ବା ତାଙ୍କର ସାଙ୍ଗ ଙ୍କୁ ବିବାହ କରିଛନ୍ତି । ତେବେ ଆପଣ ମାନେ ତାଙ୍କର କିଛି ଫୋଟ ବି ଦେଖି ପାରିବେ ଏହି ଲକଡାଉନ୍ ସମୟ ରେ ହିଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଗାର୍ଗୀ ମହାନ୍ତି । ତେବେ ବର୍ତମାନ ସମୟ ରେ ବିବାହ କରି ଥିବା ଗାର୍ଗୀ ମହାନ୍ତି ଏବଂ ତାଙ୍କର ସ୍ୱାମୀ ଙ୍କ ଯୋଡି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *