ସୁଶାନ୍ତଙ୍କ ଏକାଦଶ ଦିନ ତାଙ୍କ ବାପା ଖୋଲିଲେ ମୃତ ପଛର ରାଜ , କହିଲେ ଏମିତି କିଛି

sushant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବଲିଉଡ ର ଅଭିନେତା ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ବିୟୋଗ ରେ ତାଙ୍କର ପରିବାର ଲୋକ ମାନେ ସ୍ତବ୍ଦ ହୋଇ ଜାଇଛନ୍ତି । ସେମାନେ ସହଜ ରେ ସୁଶାନ୍ତ ଙ୍କ ବିୟୋଗ କୁ ଏକ୍ସେପ୍ଟ କରି ପାରୁ ନାହାଁନ୍ତି । ସୁଶାନ୍ତ ଙ୍କ କାର୍ଯ୍ୟ ଏବଂ ନିଆରା ଷ୍ଟାଇଲ୍ ଯୋଗୁଁ ସେ ଲୋକ ମାନଙ୍କ ମନ ରେ ଗୋଟିଏ ନିଆରା ପରିଚୟ ସୃଷ୍ଟି କରି ଥିଲେ । ସୁଶାନ୍ତ ଙ୍କ ପ୍ରଶଂଶକ ମାନେ ସବୁ ବେଳେ ସୁଶାନ୍ତ ଙ୍କ କେସ୍ ରେ ଇନଭେଷ୍ଟି କେସନ ପାଇଁ ଅନୁରୋଧ କରୁଛନ୍ତି ଏବଂ ଏହା ହାଇ ଲେବୁଲ ର ଇନଭେଷ୍ଟି କେସନ କରିବା ପାଇଁ କହୁଛନ୍ତି ।

susss

ଏହି ସମୟ ରେ ସୁଶାନ୍ତ ଙ୍କ ପାର୍ଥନା ସଭା ର ଫୋଟ ଜାହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁ ଥିରେ ସୁଶାନ୍ତ ଙ୍କ ଫୋଟ ପାଖରେ ତାଙ୍କର ବାପା ବସି ଥିବାର ଦେଖିବା ପାଇଁ ମିଳି ଛନ୍ତି । ସୁଶାନ୍ତ ଙ୍କ ବାପା ଙ୍କ ଏହି ଫୋଟ କୁ ତାଙ୍କର ଟୁଇଟର ଏକାଉଣ୍ଟ ସହିତ ତାଙ୍କର ଫେନ୍ ପେଜ୍ ରେ ବି ସେୟାର କରା ଜାଇଛି । ଯେଉଁ ଥିରେ ଦେଖିବା ପାଇଁ ମିଳିଛି କି ସୁଶାନ୍ତ ଙ୍କ ବାପା କୃଷ୍ଣ କୁମାର ସିହଂ ତାଙ୍କ ଫୋଟ ପାଖରେ ବସିଛନ୍ତି । ଏବଂ ସୁଶାନ୍ତ ଙ୍କ ଫୋଟ ଚାରି ପାଖରେ ଧଳା ଫୁଲ ରେ ସଜା ହୋଇଛି ।

ତାଙ୍କ ବାପା ମନ ଦୁଖଃ ରେ ଫୋଟ ପାଖରେ ବସିଛନ୍ତି । ସୂଚନା ଅନୁସାରେ ପବିତ୍ର ରିସ୍ତା ସିରିଏଲ ରେ ଅଭିନୟ କରି ସୁଶାନ୍ତ ବହୁତ ଲୋକ ପ୍ରିୟତା ହାସଲ କରି ଥିଲେ । ଏବଂ ସେଷ ଥର ପାଇଁ ତାଙ୍କୁ ଫିଲ୍ମ ଛିଛୋରେ ରେ ଦେଖିବା ପାଇଁ ମିଳି ଥିଲା । ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା କାଇ ପୋଛ୍ । ସେ ଏହା ସହିତ pk , କେଦାର ନାଥ୍ ଭଳି ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି ।

susantaa

ବାୟୋପିକ୍ ଧୋନୀ ଦା ଅନ ଟୋଲ୍ଡ ଷ୍ଟୋରୀ ରେ ତାଙ୍କର ଅଭିନୟ ବହୁତ ଚମତ୍କାର ଥିଲା । ଫିଲ୍ମ ଟି ମଧ୍ୟ ବକ୍ସ ଅଫିସ୍ ରେ ହିଟ୍ କରି ଥିଲା । ତେବେ ବର୍ତମାନ ସମୟ ରେ ଫେନ୍ ମାନେ ତାଙ୍କୁ ବହୁତ ପରିମାଣ ରେ ମନେ ପକାଉଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *