ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୁଶାନ୍ତ ଙ୍କ ଭଳି ଅଉ ଜଣେ ଯୁବକ , ଦେଖିବାକୁ ଅବିକଳ ସୁଶାନ୍ତ

su

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ମୃତ୍ୟୁ ପରେ ପରେ ଏବେ ସାରା ଦେଶ ରେ ଶୋକ ର ଛାୟା ଘେରି ରହିଛି । ଆଜି ବି ତାଙ୍କର ଆତ୍ମହତ୍ୟା ବିଷୟ ରେ ସୋସିଆଲ ମିଡ଼ିଆ ସହିତ ସାମାନ୍ୟ ମିଡିଆ ରେ ବି ବହୁତ ଚର୍ଚା ରେ ରହିଛି । ଏବଂ ଏବେ ଏହି ବିଷୟରେ ବହୁତ ପ୍ରଶ୍ନ ବି ଉଠୁଛି ।

susha

ସେମିତି ରେ କେବେ ବି ଆପଣ ମାନଙ୍କୁ କୈଣସି ବି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ପରି ଦେଖା ଯାଉ ଥିବା ସକ୍ସ ସବୁ ବେଳେ୍ ଦେଖିବା ପାଇଁ ମିଳି ଜାଉ ଥିବେ । ହେଲେ ଆମେ ଆଜି ଆପଣ ମାନଙ୍କୁ ଜଣେ ଏମିତି ଲୋକ ଙ୍କ ସହିତ ମିଳେଇବା ପାଇଁ ଯାଉଛୁ ଯିଏ ସଂମ୍ପର୍ଣ୍ଣ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ପରି ନଜର ଆସି ଥାଆନ୍ତି ।

susant

ଜାହାଙ୍କୁ ଦେଖି ଆପଣ ମାନେ ବି ଚମକି ପଡିବେ । ସୁଶାନ୍ତ ସିହଂ ରାଜପୁତ୍ ଙ୍କ ପରି ଦେଖା ଯାଉ ଥିବା ଏହି ଯୁବକ ଜଣଙ୍କ ହେଲେ ଉତ୍ତର ପ୍ରଦେଶ ର ଏବଂ ତାଙ୍କର ଅସଲ ନାମ ହେଲା ସଚିନ୍ ତିୱାରୀ ଅଟେ । ଏବଂ ଆପଣ ମାନଙ୍କୁ କହିବୁ ସଚିନ୍ ଟିକଟକ୍ ରେ ଭିଡ଼ିଓ ବନେଇ ଥାନ୍ତି । ଯେଉଁ ଠାରେ ବି ସେ ସଂମ୍ପର୍ଣ୍ଣ ଭାବେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ପରି ନଜର ଆସି ଥାନ୍ତି । ସେମିତି ରେ ଏହି ଦିନ ରେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଯିବା ପରେ ପରେ ସଚିନ ଙ୍କ ID ରେ ବହୁତ ଫୋଲୱୟାର ବଢିଛନ୍ତି । ଏହି ସହିତ ଏହି ସମୟ ରେ ତାଙ୍କର ଗୋଟିଏ ଭିଡ଼ିଓ ବି ଭାଇରଲ ହୋଇଛି ।

susss

ଯେଉଁ ଥିରେ ବର୍ତମାନ ସମୟ ରେ ତାଙ୍କୁ 24 ମିଲିୟୟନ୍ ରୁ ଅଧିକ ଲୋକ ମାନେ ଦେଖିଛନ୍ତି । ଲୋକ ତାଙ୍କର ଭିଡ଼ିଓ ଉପରେ ବହୁତ କମେଣ୍ଟ କରୁଛନ୍ତି । ଏବଂ କହୁଛନ୍ତି କି ଆପଣ ବି ସୁଶାନ୍ତ ଙ୍କ ପରି ବଲିଉଡ ରେ କାମ କରନ୍ତୁ । ସେମିତି ରେ ଏଠାରେ ଆପଣଙ୍କର କଣ ରାୟ ରହିଛି କଣ ସଚିନ୍ କୁ ବଲିଉଡ ରେ କାମ କରିବା ଦରକାର କି ନାହିଁ । ଆପଣ ମାନେ ଆଣକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *