ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ଆଉ ଜଣେ ବଡ ଟିକ ଟକ ଷ୍ଟାର , କାରଣ ଜାଣନ୍ତୁ

tikk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 2020 ମସିହା ଟି ମନରଂଞନ ଦୁନିଆଁ ପାଇଁ ଏକ କାଳ ପାଲଟିଛି । ପ୍ରଥମେ ଇର୍ଫାନ ଖାନ୍ ଏବଂ ପରେ ରିସି କୋପୁର , ଏବଂ ପରେ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ସୁଶାନ୍ତ ସିହଂ ଙ୍କ ଆତ୍ମହତ୍ୟା ଲୋକ ମାନଙ୍କୁ ଗୋଟିଏ ଶଦ୍ମା ରେ ପକେଇ ଦେଇଛି । ଏବଂ ଏହା ପରେ ପରେ ଆଉ ଜଣଙ୍କ ଆତ୍ମହତ୍ୟା ର ଖବର ଆସିଛି ଯେକି ଜଣେ ବହୁତ ବଡ ଟିକ୍ ଟକ୍ ଷ୍ଟାର । ଦିନ 3 ଟା ସମୟ ରେ ସେ ଆତ୍ମହତ୍ୟା କରିଛନ୍ତି ।

girl

ଏହି ପର୍ଯ୍ୟନ୍ତ ତାଙ୍କର ଆତ୍ମହତ୍ୟା ପଛରେ କୈଣସି କାରଣ ଜଣା ପଡି ନାହିଁ । ଏବଂ ସିଆ କର୍କର ଙ୍କ ବୟସ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ କେବଳ 16 ବର୍ଷ ର ବୟସ ରେ ଏମିତି କରି ଥିବାର ଦେଖିବା ପାଇଁ ମିଳିଛି । ଏବଂ ସେ ବହୁତ କମ୍ ବୟସ ରୁ ହିଁ ବହୁତ ଗୁଡିଏ କ୍ଷ୍ୟାତି ଅର୍ଜନ କରି ଥିଲେ । ତାଙ୍କର ମ୍ୟନେଜର ଅର୍ଜୁନ ସେରି କହିବା ଅନୁସାରେ । ଗତ ରାତି ରେ ସେ ବହୁତ ଖୁସୀ ଥିଲେ । ଏବଂ ବହୁତ ବଡ ପ୍ରୋଜେକ୍ଟ ରେ ସାଇନ କରି ଥିଲେ । କିନ୍ତୁ ସେ ଅଚାନକ ଭାବେ ଆଜି ନିଜର ରୁମ୍ ମଧ୍ୟ ରେ ଆତ୍ମହତ୍ୟା କରିଛନ୍ତି । ଆପଣ ମାନେ ଟିକ୍ ଟକ୍ ବି ତାଙ୍କର ଆଇଡି କୁ ସର୍ଚ୍ଚ କରି ଦେଖି ପାରିବେ କି ତାଙ୍କର ବହୁତ ଗୁଡିଏ ଫେନ୍ ରହିଛନ୍ତି ପାଖା ପାଖି 11 ଲକ୍ଷ ଲୋକ ତାଙ୍କର ଫ୍ୟନ୍ ରହିଛନ୍ତି ।

ସେହି ପରି ବେଳେ ତାଙ୍କର ଇନଷ୍ଟାଗ୍ରାମ୍ ରେ ବି ଏକ ଲକ୍ଷ କୋଡିଏ ହଜାର ଫୋଲୱିଆର ରହିଛନ୍ତି । ତେବେ ଏହି ପରି ଗୋଟିଏ ଘଟଣା ପରେ ଏହି ଉପରେ ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି । ତେବେ ମିଳି ଥିବା ସୂଚନା ଅନୁସାରେ ତାଙ୍କର କିଛି ପର୍ସିନାଲ ଅସୁବିଧା ରହି ଥିଲା । ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିଛନ୍ତି ।

girll

ଏବଂ ଆପଣ ମାନେ ନିଶ୍ଚିତ ଭାବେ ତାଙ୍କର ଟିକ୍ ଟକ୍ ଭିଡ଼ିଓ ଦେଖି ତାଙ୍କର ନିଶ୍ଚିତ ଭାବେ ଫ୍ୟନ୍ ହୋଇ ଯିବେ । ତେବେ ବର୍ତମାନ ସମୟ ରେ ତାଙ୍କର ଇନଭେଷ୍ଟି କେସନ ର କୈଣସି ବି ଖବର ମିଳି ନାହିଁ ତେବେ ଆସିଲେ ଆମେ ଆପଣ ମାନଙ୍କୁ ନିଶ୍ଚିତ ଭାବେ କହିବୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *