କଣ ଆପଣ ଜାଣନ୍ତି ଗ୍ରହଣ ସମୟରେ ଖାଦ୍ୟ ଖାଇବାକୁ କାହିଁକି ମନା | ଜାଣନ୍ତୁ ଏହାର କାରଣ

eclipse

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଗତ 22 ତାରିଖରେ ଦୃଶ୍ୟ ମାନ ହୋଇଛି । ସେମିତି ରେ ଯେତେ ବେଳେ ସୂର୍ଯ୍ୟ ଗ୍ରହଣ ଲାଗେ ସେତେ ବେଳେ ତାହାକୁ ଖାଲି ଆଖିରେ ଦେଖିିବା ଉଚିତ ନୁହେଁ । ଏବଂ ଏହା ସହିତ ଏହା ଦୃଷ୍ୟ ମାନ ହେବା ସମୟ ରେ ନଖାଇବା ପାଇଁ ମଧ୍ୟ ପରାମର୍ଶ ଦିଆ ଯାଏ । ବର୍ତମାନ ଯାଏ ଆମେ ମାନେ ଜାଣୁ ଯେ ଖାଲି ଆଖି ରେ ସବର୍ଯ୍ୟ କୁ ଦେଖିଲେ ଆମ ଆଖି ର କ୍ଷେତି ହୋଇ ପାରେ । ଏବଂ କେତେକ କ୍ଷେତ୍ର ରେ ମନୁଶ୍ୟ ଅନ୍ଧା ମଧ୍ୟ ହୋଇ ପାରେ । ଏବଂ ଏହି ସମୟ ମଧ୍ୟ ରେ ନ ଖାଇବା ର କାରଣ କଣ ।

sollar-eclipsess

ଯଦି ଆପଣ ମାନେ ନିଶ୍ଚିତ ନୁହେଁ ତେବେ ଆପଣ ମାନେ ଏହି ପୋଷ୍ଟ କୁ ନିଶ୍ଚିତ ଭାବେ ପଢନ୍ତୁ । ବନ୍ଧୁଗଣ ସୂର୍ଯ୍ୟ ଗ୍ରହଣ ସମୟରେ ନ ଖାଇବା ଗୋଟିଏ ବିଶ୍ୱାସ । ଶାସ୍ତ୍ର ରେ ମଧ୍ୟ ଏହି ବିଷୟ ରେ ଉଲ୍ଲେଖ ରହିଛି କି ଗ୍ରହଣ ଅବଧି ଦୃଭାଗ୍ୟ ଜନକ । ତେଣୁ ଏହି ସମୟରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏମିତି ରେ ପବିତ୍ର ସ୍କନ୍ଦ ରେ ଲଖା ରହିଛି କି । ଯେଉଁ ମାନେ ଗ୍ରହଣ ସମୟ ରେ ଖାଦ୍ୟ ଖାଇ ଥାନ୍ତି ସେମାନେ ପରେ ଖରାପ ସ୍ୱାସ୍ଥ୍ୟ ର ଶୀକାର ହୁଅନ୍ତି । ତେବେ ଗ୍ରହଣ ସମୟ ରେ ଜଣେ ଖାଇବା ଉଚିତ କି ନୁହେଁ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ ।

ଯେତେ ବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟ ରେ ଚନ୍ଦ୍ର ଆସେ ତେବେ ସୂର୍ଯ୍ୟ ଗ୍ରହଣ ହୋଇ ଥାଏ । ସେମିତି ରେ ଯେଉଁ ସମୟ ରେ ଏମିତି ପକ୍ରିଆ ହୋଇ ଥାଏ । ତେବେ ପୃଥିବୀ ଉପରେ କ୍ଷେତି କାରକ ବିକିରଣ ମୁକ୍ତ କରେ ଏବଂ ଏହି କ୍ଷେତି କାରକ ବିକିରଣ ଆପଣ ମାନଙ୍କ ଖାଦ୍ୟ ଉପରେ ବି ପ୍ରଭାବ ପକେଇ ପାରେ । ଏବଂ ଏହି କିରଣ ରେ ରହି ଥିବା ଜିବାଣୁ ଆପଣ ମାନଙ୍କ ଖାଦ୍ୟ କୁ ନଷ୍ଟ କରି ପାରେ । ନଷ୍ଟ ହୋଇ ଥିବା ଖାଦ୍ୟ ଗୁରୁତ୍ୱର ରୋଗ ର କାରଣ ହୋଇ ପାରେ ।

sollar-ecliipp

କେତେକ ବିଶ୍ୱାସ ଅନୁସାରେ ଏହି ବିକିରଣ ଏତେ ଶକ୍ତି ଶାଳୀ କି ପରିବର୍ତି ଜନ୍ମ ରେ ବି ଏହା କ୍ଷେତି କାରକ ହୋଇ ପାରେ । ହେଲେ ଏହି ଦାବୀ ଉପରେ କୈଣସି ବି ବୈଜ୍ଞ୍ୟାନିକ ଙ୍କର ମତ ମିଳି ନାହିଁ । ହେଲେ କିଛି ବିଶେଷଜ୍ଞ୍ୟ ମାନଙ୍କ କହିବା ଅନୁସାରେ ଏହି ସମୟ ରେ ଖାଇଲେ ଅଜିନ୍ନ ବା ପେଟ ସମନ୍ଧିତ ସମସ୍ୟା ହୋଇ ପାରେ । ସେମିତି ରେ ଆପଣ ମାନେ ଯଦି ଏହି ସମୟ ରେ ଅତ୍ୟନ୍ତ ଭାବେ ଖାଇବା ପାଇଁ ଚାହାଁନ୍ତି ତୁଳସୀ ଆପଣ ମାନଙ୍କ ଖାଦ୍ୟ ସହିତ ଲଢିବାରେ ସାହାଯ୍ୟ କରିବ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ପାରି ଥିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *