ସୁଶାନ୍ତଙ୍କ ଡାକ୍ତର ଖୋଲିଲେ ୪ଟି ବଡ଼ ରାଜର ଖୁଲାସ, ଏହି କାରଣ ପାଇଁ ଆତ୍ମ ହତ୍ୟା କଲେ ସୁଶାନ୍ତ ???

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନ ରେ ସୁଶାନ୍ତ ଙ୍କ ମୃତ୍ୟୁ ବିଷୟ ରେ ଖୋଲିଲେ ବଡ ରାଜ । ବର୍ତମାନ ସମୟ ରେ ସୁଶାନ୍ତ ସିିହଂ ରାଜ ପୁତ୍ ଙ୍କ ବିଷୟ ରେ ବହୁତ କଥା ସାମ୍ନା କୁ ଆସୁଛି । କଣ ବଲିଉଡ ରେ ପକ୍ଷ ପାତ କାରଣ ରୁ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କଥା ରହି ଥିଲା । ଏହି ଥିରେ ବର୍ତମାନ ସମୟ ରେ ଆଉ ଗୋଟିଏ ନୂଆ ମୋଡ ଆସିଛି । ବର୍ତମାନ ସମୟ ରେ ତାଙ୍କ ଡାକ୍ତର ବଡ ଖୁଲାଶା କରିଛନ୍ତି । ତାଙ୍କ ସାଇକୋ ଆର୍ଟିସ୍ ଡାକ୍ତର ତାଙ୍କ ବିଷୟ ରେ ବହୁତ କିଛି ଖୁଲାସା କରିଛନ୍ତି ।

susa

ଡାକ୍ତର ଙ୍କ କହିବା କଥା ଅନୁସାରେ ସୁଶାନ୍ତ ବିଗତ 6 ମାସ ପୂର୍ବ ରୁ ହିଁ ତାଙ୍କ ସଂମ୍ପର୍କ ରେ ଆସି ଥିଲେ । ସୁଶାନ୍ତ ତାଙ୍କୁ କହି ଥିଲେ କି ସେ ପ୍ରାୟ 1 ବର୍ଷ ପୂର୍ବ ରୁ ହିଁ ଡିଫରେସନ ରେ ରହିଛନ୍ତି । ମାନେ ପ୍ରାୟ 1.5 ବର୍ଷ ହେବ ସେ ଡିଫରେସନ ରେ ରହି ଥିଲେ ତାଙ୍କ ପୂର୍ବ ଗାର୍ଲ ଫ୍ରେଣ୍ଡ ଅଙ୍କିତା ଲଖଣ୍ଡେ ଙ୍କ ବ୍ରେକପ୍ ହେବା ପରେ ତାଙ୍କ ଜିବନ ରେ କିଛି ବି ଠିକ୍ ରହି ନ ଥିଲା ବୋଲି ସେ କହିଛନ୍ତି । ଏବଂ ଏହା ପରେ ତାଙ୍କ ଲାଇଫ୍ ରେ କ୍ରିତି ସାନନ୍ ଆସିଲେ । କ୍ରିତି ସହିତ ପୂର୍ବ 13 ମାସ ରୁ ହିଁ ସଂମ୍ପର୍କ ରହି ଥିଲା । ହେଲେ ସେମାନଙ୍କ ମଧ୍ୟ ରେ ବି କିଛି ଦିନ ମଧ୍ୟ ରେ ହିଁ ବ୍ରେକପ୍ ହୋଇ ଜାଇ ଥିଲା ପରେ ସେ କେଦାର ନାଥ୍ ରେ ସାରା ଅଲ୍ଲୀ ଖାନ୍ ଙ୍କ ପ୍ରେମ ରେ ପଡି ଥିଲେ ହେଲେ ଏହି ପ୍ରେମ କୁ ସାରା ମାଆ ପସନ୍ଦ କରୁ ନ ଥିଲେ ଏବଂ ଦୂରତା ବନେଇ ରଖିବା ପାଇଁ କହି ଥିଲେ ।

susant

ଏମିତି ପରେ ସେ ଦୂରେଇ ଗଲେ ଏବଂ ବହୁତ କିଛି କାରଣ ରୁ ହିଁ ସେ ସବୁ ବେଳେ ଚିନ୍ତିତ ରହୁ ଥିଲେ । ଡାକ୍ତର କହି ଥିଲେ କି ରାତି ରେ ଶୋଇ ପାରୁ ନ ଥିଲେ ଅଜବ୍ ଅଜବ୍ ବିଚାର ମନ କୁ ଆସୁ ଥିଲା । ଏବଂ ସେ ଏହି କଥା କହି ଥିଲେ କି ତାଙ୍କୁ ଏଣ୍ଟି ଡିଫରେସନ ର କୋର୍ଷ ବି ଦେଇ ଥିଲେ । ଏବଂ ସେ କହି ଥିଲେ କି ସୁଶାନ୍ତ ମୋ ପାଖକୁ କେବଳ ତିନି ଥର ଆସି ଥିଲେ । ସେହି ମଧ୍ୟ ରେ ସେ ରିଆ ଙ୍କ ସହିତ ସଂମ୍ପର୍କ ରଖି ଥିଲେ ଏବଂ ସେମାନେ କହୁ ଥିଲେ କି କେବଳ ଗୋଟିଏ କମନ୍ ଫ୍ରେଣ୍ଡ ବୋଲି ପରେ ଜଣା ପଡିଲା କି ସେମାନେ ଲିଭିଂ ରିଲେସନ ରେ ରହୁ ଛନ୍ତି

susantaa

ତେବେ ପରେ ପରେ ସେମାନଙ୍କ ମଧ୍ୟ ରେ କୈଣସି କଥା ପାଇଁ ସେମାନେ ଅଲଗା ହୋଇ ଥିଲେ ହେଲେ କଥା ହେଉ ଥିଲେ । ଏବଂ ପରେ ଏମମିତି ଘଟଣା ହୋଇ ଜାଇ ଥିଲା ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *