ଓଡ଼ିଆ ଆଲବମ ଅଭିନେତ୍ରୀ ‘ଦୀପା ସାହୁ’ ଙ୍କ ବିଷୟରେ ଆସିଲା ସାଂଘାତିକ ଖବର !

deepaa-sahoo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ବହୁତ କିଛି ବଲିଉଡ ଏବଂ ଓଲ୍ଉଡ ର କଳାକାର ଙ୍କକୁ ହଜେଇ ଦେଇ ସାରିଛେ ତେବେ ଆମେ ଯଦି ଓଲିଉଡ ର କଥା କହିବା ତେବେ ତା ମଧ୍ୟ ରେ ବି ଏମିତିି ବହୁତ ଦିଗଜ୍ କଳାକାର ମାନେ ରହିଛନ୍ତି ଯେଉଁ ମାନଙ୍କୁ ଆଜିର ଦିନ ରେ ଆମେ ହଜେଇ ଦେଇ ସାରିଛେ ତେବେ ଆପଣ ମାନଙ୍କୁ ଓଲିଉଡ ର ଆଉ ଗୋଟିଏ ଖରାପ ଖବର ଦେବାକୁ ଚାହିଁବୁ । ତେବେ ସଂମ୍ପର୍ଣ୍ଣ ଖବର ଟି ହେଲା ବର୍ତମାନ ସମୟ ରେ ଜିବନ ଏବଂ ମରଣ ସହିତ ଲଢୁଛନ୍ତି ଆଲବମ୍ ହିରୋଇନ ଦୀପା ସାହୁ ।

deepa

ଏମିତି ଦିନ ଥିଲା ସେ ଓଡ଼ିଆ ଆଲବମ୍ ଜଗତ ରେ ସେ ଚହଳ ପକେଇ ଥିଲେ । ହେଲେ ଆଜିର ଦିନ ରେ ସେ ଜିବନ ସହିତ ସଂଗ୍ରାମ କରୁଛନ୍ତି । ବର୍ତମାନ ସମୟ ରେ ଗୁରୁତ୍ୱର ଅବସ୍ଥା ରେ ଭୁବନେଶ୍ୱ ସ୍ଥିତ କେପିଟାଲ ହସ୍ପିଟାଲ ରେ ଭର୍ତି କରା ଜାଇଛି । ତେବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ରୋଗ ବିଷୟ ରେ କହିବୁ କି ଦୀର୍ଘ 6 ବର୍ଷ ହେବ ସେ କର୍କଟ ରୋଗ ରେ ପୀଡିତ ରହି ଥିବା ବେଳେ ଆଜି ହଠାତ୍ ମାତ୍ରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କେପିଟାଲ ହସ୍ପିଟାର ରେ ଭର୍ତି କରା ଜାଇଛି ।

deepaaa

ମିଳି ଥିବା ସୂଚନା ଅନୁସାରେ ସେ ଓଭାରୀ କ୍ୟନସର ରେ ପୀଡିତ ରହି ଥିବା ବେଳେ ଅତ୍ୟାଧୀକ ରକ୍ତଶ୍ରାବ ହେଉ ଥିଲା । ଅଭିନେତା ତଥା ବିଜେପୀ ନେତା ଅଖୀଳ ପଟ୍ଟନାୟକ । ଏବଂ ସମାଜ ସେବୀ ପ୍ରଶାନ୍ତ ନାୟକ ତାଙ୍କୁ ହସ୍ପିଟାଲ ରେ ଭର୍ତି କରିଛନ୍ତି । ଚିକିତ୍ସା ପାଇଁ ଦୀପା ଙ୍କ ପାଖରେ ଆବଶ୍ୟକ ଟଙ୍କା ନ ଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ର ଆବେଦନ କରା ଜାଇ ଥିବାର ଦେଖିବା ପାଇଁ ମିଳିଛି ।

deep

ସେମିତି ରେ ଦୀପା ଙ୍କ କଥା କହିବା ସେ ବହୁତ ଆଲବମ୍ କରିବା ସହିତ କିଛି ଟେଲୀ ଧାରାବାହୀକ ରେ ବି ଦେଖିବା ପାଇଁ ମିଳିଛନ୍ତି । ତେବେ ବର୍ତମାନ ସମୟ ରେ ଦୀପା ଙ୍କ ଯେଉଁ ପରିସ୍ଥିତି ସେ ଜଲ୍ଦି ଆରୋଗ୍ୟ ଲାଭ କରନ୍ତୁ ବୋଲି ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଗୁହାରୀ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *