ମାଡ଼ି ଆସୁଛି ପ୍ରବଳ ବର୍ଷା ସହିତ ପବନ ଏହି ସବୁ ଜିଲ୍ଲା ରେ ହେବ ବର୍ଷା ଦେଖନ୍ତୁ |

madi-barsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । 25 ତାରିଖ ପରେ ରାଜ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା । ସମଗ୍ର ରାଜ୍ୟ ରେ ଏବେ ଦକ୍ଷିଣ ପଶ୍ଚିମ ମୈଶୁମୀ ବାୟୁ ର ଶକ୍ତି ରହି ଥିବା ବେଳେ ତମାମ୍ ରାଜ୍ୟ ମାନଙ୍କ ରେ ବର୍ଷା ଲାଗି ରହିଛି । ଅନ୍ୟ ପକ୍ଷ ର ଉତ୍ତର ପଶ୍ଚିମ ବୋଙ୍ଗପ ସାଗର ରେ 26 ତାରିଖ ମଧ୍ୟ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ କହିଛି । ଫଳ ରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟ ରେ ମଧ୍ୟମ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

cyc

ଏହି ସବୁ କୁ ଦୃଷ୍ଟି ରେ ରଖି ଏହି ଦିନ ରେ ୟ୍ୟଲ ୱାର୍ଣିଂ ଜାରୀ କରିଛି । ଭୁବନେଶ୍ୱର ପାଣି ପାଗ ବିଭାଗ । ଏମିତି ମଧ୍ୟରେ ଏହାକୁ ଦୃଷ୍ଟି ରେ ରଖି କେନ୍ଦୁଝର, ମୟୁରଭଞ , ସୁନ୍ଦର ଗଡ ଏବଂ ବାଲେଶ୍ୱର ଜିଲ୍ଲା କୁ ସତର୍କ ସୂଚନା ମଧ୍ୟ ଦିଆ ଜାଇଛି କାରଣ ଏହି ସବୁ ଅଂଚଳ ରେ ଅତି ପ୍ରବଳ ବର୍ଷା ହେବା ସହିତ ବଜ୍ର ପାତ ହେବାର ସଂମ୍ପର୍ଣ୍ଣ ସମ୍ଭାବନା ରହିଛି । ତଥା ଅଗଷ୍ଟ 26 ରୁ ଉତ୍ତର ଓଡିଶା ର ଅନେକ ସ୍ଥାନ ରେ ମଧ୍ୟମ ଧରଣ ର ବର୍ଷା ଏବଂ ବଜ୍ର ପାତ ର ସମ୍ଭାବନା ରହି ଥିବା ବେଳେ ଅଗଷ୍ଟ 27 ରୁ ଦକ୍ଷିଣ ଓଡ଼ିଶା ର କିଛି ସ୍ଥାନ ରେ ବି ଏହି ବର୍ଷା ର ବହୁତ ପରିମାଣ ରେ ସମ୍ଭାବନା ରହିଛି ।

cycloneee12

ସେହି ପରି ଯଦି ଆମେ ଅଗଷ୍ଟ 25 ତାରିଖ ର କଥା କହିବା ତେବେ ଆଭ୍ୟନ୍ତର ଓଡ଼ିଶା ସହିତ ଓଡ଼ିଶା ର ବାହାର ବର୍ତ୍ତି ଅଂଚଳ ରେ ବହୁତ ସ୍ଥାନ ମାନଙ୍କ ରେ ଅଳ୍ପ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ଏହି 25 ତାରିଖ ରେ ସୋନପୁର , କେନ୍ଦୁଝର , ମୟୁଭଞ , ଏବଂ ଅନୁଗୁଳ , ଦେବଗଡ, ସୁନ୍ଦର ଗଡ଼ ଆଦି ସ୍ଥାନ ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣି ପାଗ ବିଭାଗ ର ସୂଚନା ରହିଛି ଏବଂ ଏହି ସବୁ ସ୍ଥାନ କୁ ପାଣି ପାଗ ବିଭାଗ ର ୟଲୋ ୱାର୍ଣିଂ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *