ବଡ ଖବର : ୨-ଦିନ ନୁହେଁ , ପୁରା୫-ଦିନ ହେବ ସଟ୍ ଡାଉନ ଗୋଟେ ସପ୍ତାହରେ !

shot-dow

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ସଂମ୍ପର୍ଣ୍ଣ ଶନିବାର ଏବଂ ରବିବାର ଦିନ ମୂଖ୍ୟମନ୍ତ୍ରୀ ସର୍ଟଡାଉ ଘୋଷଣା କରି ଥିଲେ । ହେଲେ ଜୁନ 30 ଯାଏ Unlock 01 ଏବେ ବି ସଂମ୍ପର୍ଣ୍ଣ ଦେଶ ରେ ଲାଗୁ ରହିଛି । ଏମିତି ରେ ଓଡ଼ିଶା ରେ ଶନିବାର ଏବଂ ରବିବାର ଦିନ ସଂମ୍ପର୍ଣ୍ଣ ଭାବେ ସର୍ଟଡାଉନ ଥିଲା ହେଲେ କଥା ଆସୁଛି ଏଠାରେ ହେଲେ ଏହି ଦିନ ରେ କିଛି ନୂଆ ନିୟମ ଆସିଛି ଏବେ ଦୁଇ ଦିନ ନୁହେଁ ବରଂ ଚାରି ରୁ ପାଞ୍ଚ ଦିନ ସର୍ଟଡାଉନ ର ଅବଧି ବଢା ଯିବ । ଏମିତି ରେ ଏହି ଉପରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବୁ ।

naveen

ଏମିତି ରେ ଏହି ଦିନ ରେ ଆଗକୁ ଭାରତୀୟ କୋରନା ସଂଙ୍କ୍ରମଣ ବିସ୍ଫରକ ହେବ ବୋଲି ବିଶ୍ୱ ସ୍ୱାସ୍ଥ ସଂଙ୍ଗଠନ କହି ସାରିଛି । ଓଡ଼ିଶା ର ବି ସ୍ଥିତି ଚିନ୍ତା ଜନକ ହେଲାଣୀ । କେବଳ ଏହିଥି ପାଇଁ ଜୁନ ମାସ ରେ ସମସ୍ତ ଶନିବାର ଏବଂ ରବିବାର ସର୍ଟଡାଉନ ଘୋଷଣା କରିଛନ୍ତି । ହେଲେ ଅମାନିଆ ଯେଉଁ ପରି ଭାବେ ବୁଲୁଛନ୍ତି ବାକି 5 ଦିନ ରେ କୋରନା ର ସଂଙ୍କ୍ରମଣ ସଂଖ୍ୟା ରେ ବହୁତ ପରିମାଣ ରେ ବୃଦ୍ଧି ହେବାର ଦେଖିବା ପାଇଁ ମିଳିବ । ବିଶେଷ କରି ବର୍ତମାନ ସମୟ ରେ ଭୁବେଶ୍ୱର ସ୍ଥିତି ଚିନ୍ତା ବଳେଇଲାଣୀ । ଏହି ସବୁ କୁ ନଜର ରେ ରଖି ଭୁବନେଶ୍ୱର ସମେତ କିଛି ପ୍ରମୁଖ ସହର ରେ ସର୍ଟଡାଉନ ଅବଧି କୁ ଅଧିକ କରିବା ପାଇଁ ପ୍ରସ୍ତାବ ଉପରେ ବିଚାର କରିଛନ୍ତି ।

ଏମିତି ଜଣା ପଡ଼ିଛି କି ଭୁବନେଶ୍ୱର ରେ 4 ରୁ 5 ଦିନ ଯାଏ ସର୍ଟ ଡାଉନ କରା ଜାଇ ପାରେ ବୋଲି ଏହି ଉପରେ ବର୍ତମାନ ସମୟରେ ରାଜ୍ୟ ସରକାର ଆଲୋଚନା କରୁଛନ୍ତି । ଏମିତି ବି ସୂତ୍ର ରୁ ଜଣା ପଡ଼ିଛି ଯଦି ଲୋକ ମାନଙ୍କ ପାଇଁ ଏମିତି ଲମ୍ବା ଅବଧି ର ସର୍ଟଡାଉନ ଲାଗୁ କରା ଯାଏ ତେବେ ଲୋକ ମାନଙ୍କ ପାଇଁ ସେମିତି ସୁବିଧା ଲାଗୁ ହେବ ।

carona2

ଏମିତି ରେ ଏହି ମଧ୍ୟ ରେ ଜରୁରୀ କାଳିନ ସେବା , ଅତ୍ୟାଆବଶ୍ୟକ ସାମଗ୍ରୀ ସହିତ କିଛି ଅନ୍ୟ ବ୍ୟବସ୍ଥା ବି କୋହଳ କରା ଯିବ । ଏହି ସମୟରେ ଅନଲାଇନ ଏବଂ ହୋମ ଡିଲିଭରୀ ବ୍ୟବସ୍ଥା କୁ ବ୍ୟାପକ ଭାବେ କରା ଯିବ ବୋଲି ଆଲୋଚନା ହୋଇଛି .। ସେହି ପରି ଭାବେ ଏହି ମଧ୍ୟ ରେ ଲୋକ ମାନେ କେମିତି ଭାବେ ସାମାଜିକ ବ୍ୟବସ୍ଥା କୁ ପାଳନ କରିବେ ସେହି ସବୁର ବି ଦୃଷ୍ଟି ଦିଆ ଯିବାର ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *