10 ମ ପାସ ପିଲାଙ୍କ ପାଇଁ ଚାକିରୀ ସୁଯୋଗ , ଦରମା 30 ହଜାରରୁ ଅଧିକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆପଣ ମାନଙ୍କ ପାଇଁ Institute of Entrepreneurship Development, Odisha ପକ୍ଷ ରୁ କିଛି ଜବ୍ ନେଇ କରି ଆସିଛୁ । ଓଡ଼ିଶା ର ସମସ୍ତ ଜିଲ୍ଲା ର ପ୍ରାଥୀ ମାନେ ଆପଣ ମାନେ ଆପ୍ଲାୟ କରି ପାରିବେ । ତେବେ କେତେ ଗୋଟି ଭେକେନ୍ସ ରହିଛି ଏବଂ କିପରି ଆପଣ ମାନେ ଆପ୍ଲାୟ କରିବେ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କୁ କହିବୁ । ତେବେ IED Odisha Recruitment ରେ ଆପଣ ମାନଙ୍କୁ କେବଳ ଭୁବନେଶ୍ୱର ରେ ହିଁ ଜବ୍ ମିଳିବ । ଏହି ଥିରେ ପୋଷ୍ଟ ହେଲା Project Coordinator ର ରହିଛି ।

jobb

ତା ଛଡା ଆପଣ ମାନେ ଯେଉଁ ଡୋକ୍ୟୁମେଣ୍ଟ ସବୁ ପଠେଇବେ ସେହି ସବୁ କୁ ଆପଣ ମାନଙ୍କୁ iedodisha87@gmail.com ଏହି ଇମେଲ୍ ଏଡ୍ରେସ୍ ରେ ପଠେଇବା ପାଇଁ ପଡିବ । ଜାହାର ଲାଷ୍ଟ ତାରିଖ ରହିଛି 16 ଜୁନ୍ 2020 ଆପଣ ମାନେ ଯଦି ଏହି ପୋଷ୍ଟ ବିଷୟ ରେ ଅଧିକ ଭାବେ କିଛି ସୂଚନା ପାଇବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ http://iedodisha.nic.in ଏହି ୱେବସାଇଟ୍ ରେ ଯିବା ପାଇଁ ପଡିବ । ତା ପରେ ରହିଛି ଆପଣ ମାନଙ୍କୁ ଏହି ପୋଷ୍ଟ ପାଇଁ କ୍ୱାଲିଫିକେସନ କଣ ରହିଛି ନା ଯେଉଁ ମାନେ Masters Degree in Economics/Commerce/ MBA ସହିତ 60 ପ୍ରତିଶତ ମାର୍କ ରଖିବା ନିହାତି ଆବଶ୍ୟକ ଅଟେ ।

jobbb

ସେହି ପରି ବେଳେ ଆପଣ ମାନଙ୍କୁ ଏଠାରେ ସେଲେରୀ ମିଳିବ 30 ହଜାର । ତା ଛଡା ଆପଣ ମାନଙ୍କୁ ଏହି ଥିରେ ଆପ୍ଲାୟ କରିବା ପାଇଁ 25 ରୁ 35 ବର୍ଷ ର ହୋଇ ଥିବା ଦରକାର । ତେବେ ସେଷ ରେ ଆମେ ଆପଣ ମାନଙ୍କୁ ଏହି ଜବ୍ ପାଇଁ ଆପ୍ଲାୟ କରିବାର ଏଡ୍ରେସ୍ ବି ଦେଇ ଦେଉଛୁ । ଆପଣ ମାନେ ଏହି ଠାରେ ଜାଇ ଯୋଗଯୋଗ କରି ପାରିବେ । Institute of Entrepreneurship Development, Odisha, Plot No.123, SectorA, Zone-A, Mancheswar Industrial Estate, Rasulgarh, Bhubaneswar – 751 010ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *