୧୦ ଟି ଅପ୍ରିୟ ସତ କଥା କହିଲେ ରାନୀ ପଣ୍ଡା ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ |

rani-pan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମୁଁ ବିବାଦି ଅଭିନେତ୍ରୀ ନୁେହଁ ବରଂ କିଛି ଲୋକ ମାନେ ଏହି ଉପାଧୀ ଦେଇଛନ୍ତି । ମୁଁ ଡ୍ରେସ ଖୋଲି ନାଚୁ ନାହିଁ ମୁଁ ତ ମ୍ୟନ ଜିନିଷ ଘୋଡେଇ କରି ନାଚୁଛି । ଯେଉଁ ଦିନ ସେଇଟା ଖୋଲି ଦେବୀ ତେବେ ସେହି ଦିନ କଣ ହେବ । ମୁଁ ଯଦି ଏହି ସବୁ କରିବାର ଥିଲା ତେବେ ମୁଁ ପର୍ନ ଫିଲ୍ମ କରି ନ ଥାନ୍ତି । ଏହି କଥା କୁ ଏହି ଦିନ ରେ ସେ କାନ୍ଧି କାନ୍ଧି କହିଛନ୍ତି ଏହି ଦିନ ରେ ରାନୀ ପଣ୍ଡା । ସେ ଏହି କଥା କଣ ପାଇଁ କହିଛନ୍ତି ସେହୁ ସବୁ ବିଷୟ ରେ କିଛି ଜଣା ପଡି ନାହିଁ । ହେଲେ ଏହି କିଛି ଦିନ ତଳେ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ 50 ହଜାର ଟଙ୍କା ଦାନ କରି ଥିଲେ । ଏବଂ ଏହି ଦିନ ରୁ ବିଭିନ୍ନ ପ୍ରକାରର ଖର୍ଚ୍ଚ ସେହି ପାଣ୍ଠୀ ରୁ ହିଁ ହେଉଛି ।

rani-pa

ହେଲେ ଏବେ ବି ବହୁତ ଲୋକ ମାନେ ରାନୀ ପଣ୍ଡା ଙ୍କୁ ଚରିତ୍ର ହୀନ ବୋଲି ଆଖ୍ୟା ଦେଇଛନ୍ତି । ହେଲେ ଆମ ମନ ରେ ତାଙ୍କ ପାଇଁ ବହୁତ ସମ୍ନାନ ରହିଛି ସେ ତାଙ୍କର କାମ କରୁଛନ୍ତି ନିଜର ପେଟ ପୋଷିବା ପାଇଁ । ଏମିତି ରେ ଏହି ଧଇ ରେ ରାନୀ ପଣ୍ଡା ଏମିତି କିଛି ପୟେଣ୍ଟ ବିଷୟ ରେ କହିଛନ୍ତି ଯେଉଁ ବିଷୟ ରେ ଆପଣ ବି ଭାବିଲେ ଆପଣଙ୍କ ମୁଣ୍ଡ ଖରାର ହୋଇ ଯିବ ।

rani-paaa

ତେବେ ସେହି ପୟେଣ୍ଟ ମଧ୍ୟ ରୁ କିଛି , ସେ କହିଛନ୍ତି ମୁଁ ବିବାଦିୟ ଅଭିନେତ୍ରୀ ନୁହେଁ ବରଂ କିଛି ଲୋକ ଏହି ଉପାଧୀ ଦେଇଛନ୍ତି । ଦୁଇରେ ମୁଁ ଡ୍ରେସ ଖୋଲି ନାଚୁ ନାହିଁ ମୁଁ ମେନ ଜିନିଷ ଘୋଡେଇ ନାଚୁଛି । ତିନି ରେ ଯେଉଁ ଦିନ ସେହିଟା ଖୋଲିବି ସେହି ଦିନ କଣ ହେବ । ଚାରି ରେ ଏମିତି ହୋଇ ଥିଲେ ମୁଁ ପର୍ନ ଫିଲ୍ମ କରି ଥାନ୍ତି । ପାଞ୍ଚ ରେ ଲୋକ ଙ୍କ ଠାରୁ ବହୁତ ଯନ୍ତ୍ରଣା ପାଇଛି ଆଉ ନୁହେଁ । ଛଅ ନମ୍ବର ରେ ମୁଁ ମୂଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠୀ ଙ୍କୁ 50 ହଜାର ଟଙ୍କା ଦାନ କରିଛି , ଦେଖେଇ ହେବା ପାଇଁ ନୁହେଁ , ମାନବିକତା ଦୁଷ୍ଟିରୁ । ହେଲେ ଏବେ ମୁଁ କେମିତି ଚଳୁଛି କେହି ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ।

rani-mam

ସାତ ରେ ଏହା ପରେ ମୋ ଯାତ୍ରା ରେକର୍ଡ କରିବ ଏହି ସମାଜ ମତେ ଚରିତ୍ର ହୀନା ର ଆକ୍ଷ୍ୟା ଦେଇଛି । ଆଠ ରେ ମୁଁ ହାରି କି ବି ଜିତିବା ସିଖିଛି । ଏବଂ ସେଷ ରେ ସେ କହିଛନ୍ତୁ ମୁଁ ସଲମାନ ଖାନ ଯଦି ହୋଇ ଥାନ୍ତି ତେବେ ସଂମ୍ପର୍ଣ୍ଣ ଯାତ୍ରା ଜଗତ ରେ ସବୁ କଳାକାର ଙ୍କୁ ସାହାଯ୍ୟ କରନ୍ତି ବୋଲି ସେ କହିଛନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *