ବହୁତ ବର୍ଷ ପରେ ଏବେ ଏମିତି ଦେଖା ଯାଉଛନ୍ତି ଯଶୋଦା

y5

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ଦୂରଦର୍ଶନ ରେ ପୁଣି ଆରମ୍ଭ ହୋଇ ଥିବା ଶ୍ରୀକୃଷ୍ଣ କୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ଏହି ସିରିଏଲ ରେ ଶ୍ରୀକୃଷ୍ଣ ର ରୋଲ ସର୍ବଦାଣ୍ଡୀ ବାନାର୍ଜି ନିଭେଇ ଥିଲେ । ଏବଂ ଯୋଶଦା ର ରୋଲ ଦାମିନୀ କୋନଭଲ ସେଠୀ କରି ଥିଲେ ଏହି ସିରିଏଲ ରେ ଶ୍ରୀକୃଷ୍ଣ ର ରୋଲ ସର୍ବଦାଣ୍ଡୀ ବାନାର୍ଜି ଙ୍କୁ ଯେତେ ଲୋକ ପ୍ରିୟତା ମିଳ ଥିଲା ସେତିକି ପରିମାଣ ରେ ଲୋକ ପ୍ରିୟତା ଦାମିନୀ କୋନଭଲ ସେଠୀ ଙ୍କୁ ବି ମିଳି ଥିଲା ।

y1

ଯଦି ଅମେ ବର୍ତମାନ ସମୟ ରେ ଦାମିନୀ କୋନଭଲ ସେଠୀ ଙ୍କ ବିଷୟ ରେ କହିବା ସେ ବର୍ତମାନ ସମୟ ରେ ନିଜର ପ୍ରୋଡକ୍ଟସନ ହାଉସ୍ ଚଳେଇ ଥାନ୍ତି । ଏବଂ ଆଜିର ଦିନ ରେ ସେ ଜଣେ ସଫଳ ପ୍ରଡ୍ୟୁସର ରୂପେ ଜଣା ଜାଆନ୍ତି । ଏମିତି ବେଳେ ଏହି ଦିନ ରେ ଦାମିନୀ କୋନଭଲ ସେଠୀ ଙ୍କ ଗୋଟିଏ ଫୋଟ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଗୁଡ଼ିଏ ଚର୍ଚ୍ଚା ହୋଇ ଥିଲା ଯେଉଁ ଠାରେ ସେ ନିଜର ସେହି ସମୟ ର ମାନେ ଯୋଶଦା ସମୟ ର ଫୋଟ ଏବଂ ବର୍ତମାନ ସମୟ ର ଫୋଟ କୁ ସେ ସୋସିଆଲ ମିଡ଼ିଆ ରେ ଛାଡି ଥିଲେ ଏବଂ କହି ଥିଲେ ମୁଁ ନିଜକୁ ହିଁ ଚିହ୍ନି ପରିଲି ନାହିଁ ।

y2

କଣ ଆପଣ ମାନେ ଏହାକୁ ଚିହ୍ନି ପାରିଲେ କୁହନ୍ତୁ ଏହାକୁ ଦେଖିବା ପାଇଁ ବର୍ତମାନ ସମୟ ରେ ବି ଦୂରଦର୍ଷନ ରେ ଭୀଡ ଦେଖିବା ପାଇଁ ମିଳୁଛି । ତେବେ ଆପଣ ମାନଙ୍କୁ ଦାମିନୀ କୋନଭଲ ସେଠୀ ଙ୍କ ଅଭିନୟ କେମିତି ଲାଗିଲା ଯୋଶଦା ରୋଲ ରେ ଆପଣ ମାନେ ଆମଖୁ କେମେଣ୍ଟ କରନ୍ତୁ ।

y3

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *