ବିବାହିତା ମହିଳା ଅନ୍ୟ ପୁରୁଷକୁ କାହିଁକି ପସନ୍ଦ କରନ୍ତି I କାରଣ ଚମକାଇଦେବ

womennn

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଶାରୀରିକ ସଂମ୍ପର୍କ ର ଆବଶ୍ୟକତା ସମସ୍ତ ଙ୍କୁ ପଡି ଥାଏ । ଏହା କରିବା ଦ୍ୱାରା ଦିମାଗ୍ ସାନ୍ତ ଏବଂ ଚିନ୍ତା ମୁକ୍ତ ରହି ଥାଏ । ପୁରୁଷ ମାନେ ଏହି ଶାରୀରିକ ସଂମ୍ପର୍କ କୁ ନେଇ ଅନାୟତ ରେ ଅଶ୍ଲିଳ କଥା ବାର୍ତ୍ତା କରି ପାରି ଥାନ୍ତି । ହେଲେ ମହିଳା ମାନେ ଏହି ସବୁ କଥା ବାର୍ତା କୁ ଅସହଜ ମନେ କରନ୍ତି । ସେମାନେ ଏହି ବିଷୟ ରେ କାହା ସହିତ ଖୋଲା ଖୋଲି ଭାବେ କଥା ହୋଇ ପାରନ୍ତି ନାହିଁ । ବା ମହିଳା ମାନେ ନିଜର ଚରମ ଆନନ୍ଦ ବିଷୟରେ କେବେ କାହା ସହିତ କଥା ହୁଅନ୍ତି ନାହିଁ ।

married-woman

ହେଲେ ନିଜର ସ୍ୱାମୀ ଥାଉ ଥାଉ ଅନ୍ୟ ପୁରୁଷ ସହିତ ସଂମ୍ପର୍କ ବନେଇବା ପାଇଁ କଣ ପାଇଁ ପସନ୍ଦ କରନ୍ତି । ଏହା ପଛରେ ଅନେକ କାରଣ ରହିଛି । ଯେଉଁଥି ପାଇଁ ଏମିତି ହୁଏ ।ବିଦେଶ ରେ ଏମିତି ହୁଏ କି ବିବାହ ପୂର୍ବ ରୁ ହିଁ ଦୁହେଁଁ ଏକାଠୀ ରହିବା ଆରମ୍ଭ କରି ଥାନ୍ତି । ଓ ବିବାହ ପୂର୍ବ ରୁ ସେମାନେ ସବୁ କାମ ସାରି ଦେଇ ଥାନ୍ତି । ହେଲେ ଆମ ଦେଶ ରେ ବିବାହିତ ମହିଳା ମାନେ ପଇସା ବାଲା ପୁଅ ଙ୍କୁ ଦେଖି ଅବୈଦ୍ଧ ସଂମ୍ପର୍କ ସ୍ଥାପନା କରି ଥାନ୍ତି । ଏମିତି ରେ ସେମାନେ ନିଜ ଶରୀର ବଦଳ ରେ ସେମାନେ ସବୁ ପ୍ରକାରର ଅଭାବ କୁ ପୂରଣ କରି ପାରନ୍ତି ।

women

ସେହି ପରି ବେଳେ ଗୋଟିଏ ଜବାନ୍ ଝିଅ ର ବିବାହ ବୟସ୍କ ଲୋକ ସହିତ ହୋଇ ଥାଏ । ତେବେ ସେହି ବ୍ୟକ୍ତି କଣ କରିବ ସେହି ବ୍ୟକ୍ତି ଠାରୁ କେବେ ବି ଚରମ ତୃପ୍ତି ପାଇ ପାରିବ ନାହିଁ । ଏହି ପରି ବିବାହ ରେ ପୁରୁଷ କୁ ବିବାହ ର ସନ୍ତୁଷ୍ଟି ମିଳି ଯାଏ । ହେଲେ ଝିଅ କୁ କେବେ ବି ଶାରୀରିକ ସଂଂମ୍ପର୍କ ତୃପ୍ତି ମିଳେ ନାହିଁ । ସେହି ପରି ବେଳେ ଅନୁପସ୍ଥିତ ହେବା ବି ବହୁତ ବଡ କାରଣ ଯେଉଁ ମହିଳା ମାନଙ୍କ ପତି ବିଦେଶ ବା ବାହାରେ ବହୁତ ଦିନ ଧରି ରହି ଆସୁଛନ୍ତି ସେମାନେ ଘରକୁ ନ ଫେରିବା କାରଣ ରୁ ସେମାନଙ୍କ ପତ୍ନୀ ମାନେ ଅବୈଦ୍ଧ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରନ୍ତି ।

ସେହି ପରି ଅନ୍ୟ ସହିତ କୈଣସି ମହିଳା ଅବୈଦ୍ଧ ସଂମ୍ପର୍କ ରଖିବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ବି ହୋଇ ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *