କେଉଁ ପ୍ରକାରର ନାରୀଙ୍କୁ ବିବାହ କଲେ ଜୀବନ ସୁଖମୟ ହେବ

nari

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ , ବନ୍ଧୁଗଣ ଜ୍ୟତିଷ ଶାସ୍ତ୍ରରେ ବହୁତ ପ୍ରକାରର ନାରୀ ମାନଙ୍କ ବିଷୟରେ ବର୍ଣିତ ରହିଛି ଯେମିତି ନାରୀ କେତେ ପ୍ରାକରର ଏବଂ ସେମାନଙ୍କ ଲକ୍ଷଣ ଏବଂ ସ୍ୱଭାବ କିପରି ହୋଇ ଥାଏ । ତେବେ ଯଦି ଆମେ ଜ୍ୟତିଷ ଶାସ୍ତ୍ର ମତରେ କହିବା ତେବେ ନାରୀ ମାନଙ୍କୁ 4 ଭାଗ ରେ ବିଭକ୍ତ କରା ଜାଇଛି । ଏବଂ ପ୍ରଥମେ ରହିଛି ପଦ୍ମିନୀ ନାରୀ । ସବୁ ବେଳେ ପଦ୍ମିନୀ ନାରୀ ଙ୍କୁ ଶାସ୍ତ୍ର ରେ ମହତ୍ୱ ସ୍ଥାନ ଦିଆ ଜାଇଛି । ଏବଂ ଏହି ପରି ନାରୀ ସଂସାର ରେ ବହୁତ କମ ଥାନ୍ତି । ଏମାନେ ସଂମ୍ପର୍ଣ୍ଣ ଗୁଣ ସଂମ୍ପର୍ଣ୍ଣା ହୋଇ ଥାନ୍ତି । କହିବା ପାଇଁ ଗଲେ ଏମାନେ ସଂମ୍ପର୍ଣ୍ଣ ସତୀ ପରି ହୋଇ ଥାନ୍ତି । ଏମାନଙ୍କୁ ବିବାହ କଲେ ପୁରୁଷ ଧନୀ, ବୈଭବ ସାଳି, ଦୀର୍ଘାୟୁ ହୋଇ ଥାଏ ।

sleep2

ଏବେ ହେଲା ଚିତ୍ରୀଣୀ ନାରୀ ବିଷୟ ରେ ଏମାନେ ପତିବ୍ରତା ହୋଇ ଥାନ୍ତି । ,ସ୍ୱଜନ କୁ ସ୍ନେହ ଦିଅନ୍ତି । ଏମାନଙ୍କ ମନ ସୃଙ୍ଗାର ଏବଂ ବେଶ ଭୁସା ରେ ବହୁତ ଅଧିକ ଥାଏ । ସେହିଥି ପାଇଁ ସ୍ୱାମୀ ଙ୍କୁ କିଛି ଧନ ର ସମସ୍ୟା ହୋଇ ଥାଏ । ହେଲେ ଏମାନେ ବିଚକ୍ଷଣା ଚତୁରୀ ହୋଇ ଥାନ୍ତି । ଗୀତ ନୃତ୍ୟ ଏବଂ ଚିତ୍ରକଳା ବହୁତ ପ୍ରିୟ ହୋଇ ଥାଏ । ଏମାନେ ଜିବନ ରେ ସବୁ ବେଳେ ସୁଖି ହୋଇ ଥାନ୍ତି ।

ଏବେ ହେଲା ସଂଖିନୀ ନାରୀ । ଏମାନଙ୍କ ମଧ୍ୟୟରେ ସବୁ ବେଳେ ମୋଟା ପତଳା ରହି ଥାନ୍ତି । ଏମାନେ ସବୁ ସମୟ ରେ ଅସନ୍ତୁଷ୍ଟ ଏବଂ ଅପ୍ରଶ୍ନ ରହି ଥାନ୍ତି । ଏବଂ ଏମାନେ ବିନା କକାରଣ ରେ କ୍ରୋଧୀ ହୋଇ ଥାନ୍ତି । ଏମାନେ ସ୍ୱାମୀ ଙ୍କ ଉପରେ ସର୍ବଦା ରୁଷ୍ଟ ହୋଇ ଥାନ୍ତିି । ଏବଂ ଏମାନେ ସ୍ୱାମୀ ଙ୍କ କଥା କୁ ମାନିବା ପାଇଁ ନିଜକୁ ଚାକରାଣୀ ସହିତ ତୁଳନା କରି ଥାନ୍ତି । କେବଳ ସେହିଥି ପାଇଁ ଏମାନେ ଜିବନ ରେ କେବେ ବି ସୁଖ ରେ ରୁହନ୍ତି ନାହିଁ ।

mobil

ଏବଂ ସେଷ ରେ ରହିଛି ହସ୍ତିନୀ ନାରୀ । ଏମାନଙ୍କ ସ୍ୱଭାବ ସବୁ ବେଳେ ପରିବର୍ତନ ଶୀଳ ହୋଇ ଥାଏ । ବା ଏମାନେ ପ୍ରତ୍ୟେକ ସମୟ ରେ ରଙ୍ଗ ବଦଳେଇ ଥାନ୍ତି । ଏମାନଙ୍କର ସବୁ ବେଳେ ଭୋଗ ବିଳାଶ ରେ ରହିବା ପାଇଁ ଇଚ୍ଛା ରହି ଥାଏ । ଏମାନେ କଥା କଥା ରେ ହସି ଥାନ୍ତି । ଏମାନଙ୍କର ଅନେକ ପତି ରହି ଥାଏ । ଏମାନେ ବହୁତ ଆହାରୀ ହୋଇ ଥାନ୍ତି । ଶରୀର ବହୁତ ବଡ ହୋଇ ଥାଏ । ଏମାନେ ସବୁ ସମୟରେ ଅଳସ ଶ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କ ଏହି କାରଣ ଯୋଗୁଁ ସ୍ୱାମୀ ଏମାନଙ୍କ ଉପରେ ଖୁସୀ ନ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *