ଝିଅମାନେ କେଉଁ ଭଳି ପୁଅଙ୍କୁ ଲାଇନ ମାରନ୍ତି, ଓ ପସନ୍ଦ କରନ୍ତି

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଯେତେ ଝିଅ ମାନଙ୍କୁ ଦେଖେ ସେମାନଙ୍କର କେହି ନା କେହି ବୟଫ୍ରେଣ୍ଡ ଥାନ୍ତି । ସେହି ଝିଅ ମାନେ କହନ୍ତି କି ସେମାନେ ନିଜର ବୟଫ୍ରେଣ୍ଡ କୁ ବହୁତ ଭଲ ପାଆନ୍ତି । ହେଲେ ଆମକୁ ଜାଣିବା ପାଇଁ ପଡିବ କି ଏହି ଝିଅ ମାନେ କେଉଁ ଟାଇପ୍ ର ପୁଅ ମାନଙ୍କୁ ବୟଫ୍ରେଣ୍ଡ ବନାନ୍ତି । ଏବଂ କଣ ପାଇଁ ସେମାନେ ନିଜ ଜିବନ ଠାରୁ ଅଧିକ ଭଲ ପାଆନ୍ତି ସେହି ବିଷୟ ରେ ଜାଣିବା ।

girl2

ପ୍ରଥମେ ଜାହା ପୁଅ ମାନଙ୍କର କ୍ୱାଲିଟି ଦେଖନ୍ତି ତାହା ହେଲା ବ୍ରାଇଟ୍ ଫିୟୁଚର୍ । ତେବେ ଆମେ ମାନେ ସାଧାରଣ ଭାବେ ଝିଅ ମାନଙ୍କର ସ୍ମାଇଲ୍ ଏବଂ ବେଶ ପୋଶାକ ଦେଖିଲେ ହିଁ ପସନ୍ଦ କରେଇ ନେଇ ଥାନ୍ତି ହେଲେ ଝିଅ ମାନେ ସବୁ ବେଳେ ଚାକିରୀ କରି ଥିବା ବା ଭବିଷ୍ୟତ ଜାହାର ଉଜ୍ୱଳ ରହି ଥାଏ ସେମାନଙ୍କୁ ହିଁ ପସନ୍ଦ କରନ୍ତି । ବହୁତ ସମୟ ରେ ଆପଣ ମାନେ ଦେଖି ଥାନ୍ତି କି ଝିଅ ମାନେ ଗୋଟିଏ ଗରିବ ପିଲା ର ପ୍ରେମ ରେ ପଡି ଗଲେ ହେଲେ ରିଏଲ ଲାଇଫ୍ ରେ ଏହାର ଓଲଟା ହୋଇ ଥାଏ । ତେବେ ଆପଣ ମାନେ ଯଦି ଚାହାଁନ୍ତି ଗୋଟିଏ ସୁନ୍ଦରୀ ଝିଅ ଆପଣଙ୍କ ପ୍ରେମ ରେ ପଡି ଯାଉ ବୋଲି ତେବେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଥିବା ଦରକାର ।

ଏହା ବହୁତ ରିସର୍ଚ୍ଚ ରୁ ଜଣା ପଡିଛି । ଏହା ପରେ ରହିଛି ଝିଅ ଏମିତି ବି ପୁଅ ଚାହାଁନ୍ତି ଯେଉଁ ମାନେ ତାଙ୍କୁ ଏଣ୍ଟରଟେନ ମ୍ୟଣ୍ଚ ଦେଇ ପାରିବ । ମାନେ ସବୁ ଝିଅ ପଛ ରେ ବହୁତ ଟୋକା ପଡି ଥାନ୍ତି ସେମାନଙ୍କ ମଧ୍ୟ ରୁ ସେମାନଙ୍କୁ ଜିଅ ଇମ୍ପରେସ୍ କରି ପାରୁ ଥିବ ସେମାନଙ୍କୁ ସେମାନେ ବୟଫ୍ରେଣ୍ଡ ବନାନ୍ତି । ଏବଂ ଶେଷ ରେ ରହିଛି ଯେଉଁ ପୁଅ ମାନେ ଝିଅ ର ସବୁ ଇଚ୍ଛା କୁ କହିବା ପୂର୍ବ ରୁ ହିଁ ପୂରଣ କରି ଦେଇ ଥାନ୍ତି ସେମାନଙ୍କୁ ବୟ ଫ୍ରେଣ୍ଡ କରିବା ପାଇଁ ସେହି ଝିଅ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି

କାରଣ ସେମାନେ ଅତି ସହଜ ରେ ମାଗୁ ଥିବା ଜିନିଷ ମାଗିବା ପୂର୍ବ ରୁ ହିଁ ପାଇ ଗଲେ ତେବେ ସେମାନଙ୍କର ଅସୁବିଧା କିଛି ନ ଥାଏ । ସେମିତି ରେ ଝିଅ ଏମିତି ବି ଚାହାଁନ୍ତି କି ଯେତେ ବେଳେ ସେମାନଙ୍କ ମୋର୍ଡ ଅଫ୍ ଥିବ ସେହି ସମୟ ରେ ଯେମିତି ସେହି ପୁଅ ତାକୁ ବୁଝିବ ଏବଂ ତାକୁ ହସେଇବା ପାଇଁ ଚେଷ୍ଟା କରିବ ସେହି ପରି ପୁଅ ଙ୍କୁ ବହୁତ ପସନ୍ଦ କରନ୍ତି ଝିଅ ମାନେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *