ଝିଅମାନେ କେଉଁ ଅଙ୍ଗ ସବୁଠାରୁ ଗରମ ହୋଇଥାଏ , ଝିଅଟିର ଉତ୍ତର ଶୁଣେ ଚମକି ପଡିବେ

answet

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥାକୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

qustt

1: ଦେହ ର ଅଧିକ ଗରମ ଜାଗା କେଉଁ ଠାରେ ଅଟେ ? ଏଠାରେ ଆପଣ ମାନଙ୍କୁ ସୁଣି ଏହି ପ୍ରଶ୍ନ ବହୁତ ଆଶ୍ଚର୍ଯ୍ୟ ଲାଗୁ ଥିବ ତେବେ ଆପଣ ମାନେ ଏଠାରେ ଏହି ପ୍ରଶ୍ନ କଣ ଉତ୍ତର ଦେବେ ନା ଶରୀର ରେ ଯେଉଁ ସ୍ଥାନ ରେ ଅଧିକ ରକ୍ତ ପ୍ରଭାବିତ ହୋଇ ଥାଏ । କେବଳ ସେହି ସ୍ଥାନ ହିଁ ଶରୀର ରେ ଅଧିକ ଗରମ ହୋଇ ଥାଏ । ଆପଣ ମାନେ ଆଜିର ସମୟ ରେ ଯେଉଁଠାକୁ ବି ଜାଆନ୍ତୁ ଆପଣ ମାନଙ୍କୁ ଇଣ୍ଟର୍ଭ୍ୟୁ ରେ ଏମିତି ହିଁ ପ୍ରଶ୍ନ ପଚରା ଜାଉଛି ।

qustiiom

ସେହି ପରି ଆଉ ଗୋଟିଏ ମଧ୍ୟ ପ୍ରଶ୍ନ ରହିଛି ଯେଉଁ ଠାରେ ପଚରା ଜାଇ ଥାଏ କି କେଉଁ ମାସ ରେ ଲୋକ ମାନେ ବହୁତ କମ୍ ଶୋଇ ଥାନ୍ତି । ଏଠାରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଶ୍ନ ଲାଗୁ ଥିବ ହେଲେ ଆପଣ ମାନଙ୍କୁ ଏହାର ବି ଉତ୍ତର ଦେବୁ କି । ଏହି ପ୍ରଶ୍ନ ସଂମ୍ପର୍ଣ୍ଣ ଉତ୍ତର ହେଲା କି ଫେବୃଆରୀ ମାସ ରେ କାରଣ ଏହି ମାସ 28 ଦିନର ହୋଇ ଥାଏ । ଆଉ ସବୁ ମାସ ଅଧିକ ଦିନ ର ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *