ଆଜି କାଲି ଏତେ ବଦଳି ଗଲେଣୀ ରାମାୟଣ ରେ କାମ କରୁ ଥିବା ଲବ କୁଶ , ଏବେ କରୁଛନ୍ତି ଏହି କାମ ।

laaaababba

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନରେ ରମାନନ୍ଦ ଙ୍କର ରାମାୟଣ ଦୂର ଦର୍ଶନ ରେ ରି ଟେଲିକାଷ୍ଟ ହେଉଥିଲା । ଏହି ଐତିହାସିକ ଧାରାବାହୀକ ଟି ଆର୍ ପି ର ସଂମ୍ପର୍ଣ୍ଣ ରେକର୍ଡ ଭାଙ୍ଗି ଦେଇଛି । 2015 ପରେ ପରେ 2020 ରେ ସବୁଠୁ ଅଧିକ ଦେଖା ଜାଇ ଥିବା ସବୁଠୁ ବଡ଼ ଚେନ୍ନାଲ ହୋଇ ସାରିଛି ଦୂର ଦର୍ଶନ ଏହି ସମୟ ରେ ରାମାୟଣ ଚାଲୁ ଥିବା ବେଳେ ଦୂର ଦର୍ଶନ କୁ ଯେମିତି ସଂଞିବନୀ ବୁଟି ମିଳି ଜାଇଛି ।

lab-kk

ଏହି ଦିନ ରେ କେବଳ ରାମାୟଣ ନୁହେଁ ବରଂ ଏହି ଥିରେ କାମ କରୁ ଥିବା କଳାକାର ମାନେ ବି ସୋସିଆଲ ମିଡ଼ିଆ ରେ ଷ୍ଟାର ହୋଇ ସାରିଛନ୍ତି । ରାମ , ଲକ୍ଷ୍ମଣ, ସୀତା ଏବଂ ସୃପଣେଖା ର ରୁଲ୍ କରୁ ଥିବା କଳାକାର ମାନେ ଏବେ ସୋସିଆଲ ମିଡ଼ିଆ ରେ ସଂମ୍ପର୍ଣ୍ଣ ଭାବେ ରାଜ୍ କରୁଛନ୍ତି । ହେଲେ ଏହି ସବୁ କଳାକାର ଙ୍କ ବିଷୟ ରେ ଆପଣ ମାନେ ଜାଣି ନେଲେ ହେଲେ ଏହି ରାମାୟଣ ଲବ କୁଶ ଙ୍କ ବିନା ଅଧା ଅଟେ । ଏହି ରାମାୟଣ ରେ ଲବ ଏବଂ କୁଶ ଗୋଟିଏ ବଡ ପାତ୍ର ଥିଲେ ।

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ରାମାୟଣ ରାମାନନ୍ଦ୍ ସାଗର ରେ ମୟୁରୀ ସେତ୍ରା ମନ୍ଦେ ଲବ ର ରୁଲ୍ କରି ଥିବା ବେଳେ ସ୍ୱପଲିନ୍ ଜୋସୀ କୁଶ ର ରୁଲ୍ ନିଭେଇ ଥିଲେ । ରାମାୟଣ ର ଅନ୍ୟ କଳାକାର ଙ୍କ ପରି ରାମାୟଣ ର ଏହି ଲବ କୁଶ ବି ଏହି ଦିନ ରେ ବଡ ହୋଇ ସାରିଛନ୍ତି । ତେବେ କହିବୁ କି 42 ବର୍ଷ ର ହୋଇ ସାରି ଥିବା ସ୍ୱପଲିନ୍ ଜୋସୀ କୁଶ ର ଭୂମିକା କରି ଥିବା ବେଳେ ସ୍ୱପଲିନ୍ ଜୋସୀ ଆଜି ମରାଠୀ ସିନେମା ରେ କାମ କରନ୍ତି ।

lab-kuu

ସେହି ପରି ବେଳେ ରମାନନ୍ଦ ତିଆରୀ କରି ଥିବା ଶ୍ରୀ କୃଷ୍ଣ ରେ ତାଙ୍କୁ ଛୋଟ କୃଷ୍ଣ କରିବାର ରୋଲ ବି ମିଳି ଥିଲା । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ସେହି ଥିରେ ଲବ ର କାମ କରି ଥିବା ମୟୁର ସେତ୍ରା ମନ୍ଦେ ଏବେ ଆମେରିକା ର ନ୍ୟୁ ଜର୍ସି ରେ ରହୁଛନ୍ତି ।। ଏବେ ମୟୁରୀ ସେତ୍ରା ମନ୍ଦେ ଅଭିନୟ ଛାଡି କୈଣସି ଗୋଟିଏ ପ୍ରାଇଭେଟ୍ କମ୍ପାନୀ ରେ କାମ କରୁଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *